ନିଦ ପୂର୍ବରୁ ମୋବାଇଲ ଦେଖୁଛନ୍ତି ଲୋକେ: ଅଭ୍ୟାସ ନେଇ ୯୧ ପ୍ରତିଶତ ଚିନ୍ତିତ…
ବେଙ୍ଗାଲୁରୁ,୨।୪ : କର୍ନାଟକର ବେଙ୍ଗାଲୁରୁ ଭାରତର ଆଇଟି ହବ ହେବାକୁ ବହୁ ଦିନ ବିତି ଗଲାଣି। ତେବେ ଏହି ଅଭିବୃଦ୍ଧି ଏବଂ ଦ୍ରୁତ ଗତି ସହିତ ସହରରେ ଅନେକ ସମସ୍ୟା ମଧ୍ୟ ଉପୁଜିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ…
ଲୋକେ ଆତଙ୍କିତ: ଦୈନିକ ସଂକ୍ରମଣ ୪ ହଜାର ମୁହାଁ, ସକ୍ରିୟ ମାମଲା ଟପିଲା ୧୮ ହଜାର…
ନୂଆଦିଲ୍ଲୀ, ୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ଶ୍ରୀଲଙ୍କା ଆଣିବ ନୂଆ ଆତଙ୍କବାଦ ବିରୋଧୀ ବିଲ୍…
କଲମ୍ବୋ,୨।୪ : ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ଏହାର ବିବାଦୀୟ ଆତଙ୍କବାଦ ବିରୋଧୀ ଆଇନ (ପିଟିଏ) ୧୯୭୯ ରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦୀନେଶ ଗୁନାୱାର୍ଡେନା ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି…
ଏସିଆନ ଦେଶରେ ବୃଦ୍ଧି ପାଉଛି ଭାରତର ପ୍ରଭାବ: ଚିନ୍ତାରେ ଚାଇନା…
ସିଙ୍ଗାପୁର,୨।୪ : ବର୍ତ୍ତମାନ ଏସିଆନ ଦେଶମାନଙ୍କ ମଧ୍ୟରେ ଭାରତର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସିଙ୍ଗାପୁରର ୟୁସୁଫ ଇଶାକ ଇନଷ୍ଟିଚ୍ୟୁଟର ଏକ ସର୍ଭେ ଏଜେନ୍ସି ଆଇଏସଇଏସଏ ନିକଟରେ ଏସିଆନ ଦେଶଗୁଡିକରେ ଏକ ସର୍ଭେ କରିଥିଲା। ଏଥିରେ ଚାଇନା ବଦଳରେ ଭାରତ…
ନେପାଳ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି…
କାଠମାଣ୍ଡୁ,୨।୪ : ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହେବା ପରେ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କୁ ଶନିବାର ରାତିରେ କାଠମାଣ୍ଡୁର ତ୍ରିଭୁବନ ୟୁନିଭରସିଟି ଟିଚିଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁଇ ବର୍ଷ ପୂର୍ବେ ନେପାଳର…
ପୂର୍ବ ଶତ୍ରୁତାରୁ ପିଟି ମାରି ଦେଇଥିଲେ
ରସୁଲପୁର,୨।୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ଢିଅସାହିର ବିକାଶ ଲେଙ୍କା ହତ୍ୟା ମାମଲାରେ ସାମିଲ ଗୋଟିଏ ପରିବାରର ବାପା ଓ ୨ପୁଅଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବାପା ହରେକୃଷ୍ଣ ବରାଳ, ବଡ଼ପୁଅ ଗରୁଡ଼ ଓରଫ୍…
ଇଟାଲୀରେ ଇଂଲିଶ ଉପରେ ପ୍ରତିବନ୍ଧକ ପାଇଁ ପ୍ରସ୍ତାବ: ନିର୍ଦ୍ଦେଶ ଅମାନ୍ୟ କଲେ ଏକ ଲକ୍ଷ ୟୁରୋ ଜରିମାନା…
ରୋମ,୨।୪ : ଇଟାଲୀ ସରକାର ନିଜ ଦେଶରେ ଇଂଲିଶ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସରକାରୀ ଯୋଗାଯୋଗ ପାଇଁ ଇଂଲିଶ କିମ୍ବା ଅନ୍ୟ କୌଣସି ବିଦେଶୀ ଭାଷା ବ୍ୟବହାର କରୁଥିବା ଇଟାଲୀର ନାଗରିକମାନଙ୍କୁ…
ଉତ୍ତରକୋରିଆ ଆଣବିକ କେନ୍ଦ୍ର ଅଞ୍ଚଳ ଚଳଚଞ୍ଚଳ: ଚିନ୍ତାରେ ଆମେରିକା…
ପ୍ୟୋଙ୍ଗୟାଙ୍ଗ,୨।୪ : ଉତ୍ତର କୋରିଆର ଆଣବିକ କେନ୍ଦ୍ର ଆଞ୍ଚଳ ଚଳଚଞ୍ଚଳ ହେବା ନେଇ ଆମେରିକା ଦାବି କରିଛି। ଆମେରିକାର ରିପୋର୍ଟରେ ଦର୍ଶାଯାଇଛି ଯେ କିମ ଜୋଙ୍ଗ ଉନଙ୍କ ବୋମା ଇନ୍ଧନ ନିର୍ଦ୍ଦେଶ ଜାରି ପରେ ମାର୍ଚ୍ଚ ୩ ଏବଂ ୧୭ ରେ…
କୋକୋ ଦ୍ୱୀପରେ ଚାଇନା ଗୁପ୍ତଚର ଘାଟି
ନୂଆଦିଲ୍ଲୀ, ୨।୪: ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ମ୍ୟାନ୍ମାରର ଗ୍ରେଟ୍ କୋକୋ ଆଇଲାଣ୍ଡରେ ଚାଇନାର ସନ୍ଦିଗ୍ଧ ଗୁପ୍ତଚର ଘାଟି ନିର୍ମାଣ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମକ୍ସର ଟେକ୍ନୋଲୋଜିଜ୍…
କୋଟିଆରେ ଧର୍ମେନ୍ଦ୍ର: ଗୋ ବ୍ୟାକ୍ ଆନ୍ଧ୍ର
ପଟ୍ଟାଙ୍ଗୀ,୨।୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମକୁ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଆନ୍ଧ୍ର ପୋଲିସକୁ ସେ କଡ଼ା ତାଗିଦ କରିଛନ୍ତି। ନୋ ଆନ୍ଧ୍ର ଓନ୍ଲି ଓଡ଼ିଶା,…
ଏଲଏସଜିର ସହଜ ବିଜୟ, ୫୦ ରନରେ ହାରିଲା ଡିସି
ଲକ୍ଷ୍ନୌ,୧।୪ : ଶନିବାର ଆଇପିଏଲ ୨୦୨୩ର ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଦିଲ୍ଲୀ କ୍ୟାପତଟାଲ୍ସ(ଡିସି) ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଏଲଏସଜି ଡିସିକୁ ୫୦ ରନରେ ପରାଜିତ କରିଛି । ଧାର୍ଯ୍ୟ ୧୯୪ ରନ୍ ଲକ୍ଷ୍ୟର ପିଛା…
ସମୟ ମଧ୍ୟରେ ମାମଲାର ଶୁଣାଣି ନ ହେବା ଅନ୍ୟାୟ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧।୪ : ଶନିବାର ସୁପ୍ରିମକୋର୍ଟ କହିଛନ୍ତି ଜେଲରେ ଭିଡ଼ ଜମିବାରେ ଲାଗିଛି। ସେଠାରେ ରହିବା ଅବସ୍ଥା ଗୁରୁତର ହୋଇଛି। ଅଦାଲତ ନିଶ୍ଚିତ କରିବା ଉଚିତ ଯେ ଯେଉଁ କ୍ଷେତ୍ରରେ କଠୋର ନିୟମ ଏବଂ କଠୋର ବ୍ୟବସ୍ଥା ଲାଗୁ ହୁଏ, ସେ ମାମଲାଗୁଡିକ…

