ପାକିସ୍ତାନରେ ପ୍ରଥମ ପୋଲିଓ ମାମଲା…
ଇସଲାମାବାଦ,୧୮।୩ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ୨୦୨୩ର ପ୍ରଥମ ପୋଲିଓ ମାମଲାର ଚିହ୍ନଟ ହୋଇଛି। ବନ୍ନୁ ଜିଲାରେ ଜଣେ ଶିଶୁ ପୋଲିଓର ଶିକାର ପାଇଛନ୍ତି। ଶନିବାର ଏକ ମିଡ଼ିଆ ରିପୋର୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଡନ ଖବରକାଗଜ…
ଦୈନିକ ସଂକ୍ରମଣ ହଜାରେ ମୁହାଁ, ୨୪ ଘଣ୍ଟାରେ ୮୪୧ ଆକ୍ରାନ୍ତ…
ନୂଆଦିଲ୍ଲୀ, ୧୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…
‘ଭାରତ ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କ କେବେ ବନ୍ଦ କରିନାହିଁ’
ଇସଲାମାବାଦ,୧୮ା୩: ଭାରତ ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କକୁ କେବେ ବି ବନ୍ଦ କରି ନାହିଁ। ଭାରତ ସବୁବେଳେ ପାକିସ୍ତାନ ସହ ବାଣିଜି୍ୟକ ସମ୍ପର୍କକୁ ସ୍ବାଭାବିକ କରିବାକୁ ଚାହେଁ। ପାକିସ୍ତାନରେ ଭାରତର ଡେପୁଟି ହାଇ କମିଶନର ସୁରେଶ କୁମାର ଲାହୋର ଚାମ୍ବର ଅଫ୍…
‘ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍’ର ୩ୟ ସଂସ୍କରଣ: ସମ୍ମାନିତ ହେଲେ ୨୧ ଉଦ୍ୟୋଗପତି
ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍’ର ୩ୟ ସଂସ୍କରଣ ଶେଷ ହୋଇଛି। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ…
ତଥାଗତଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପମନ୍ତ୍ରୀ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍-୨୦୨୩ ୩ୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ ଉତ୍ସାହିତ କରିବାକୁ ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ଏକ ପ୍ରୟାସ ଜାରି ରଖିଛି। ଯେଉଁମାନେ ଉଦ୍ୟୋଗ…
ଆରମ୍ଭ ହେଲା ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍-୨୦୨୩
ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍-୨୦୨୩ ୩ୟ ସଂସ୍କରଣ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ…
ଆଉ କିଛି ସମୟ ପରେ ଆରମ୍ଭ ହେବ ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍-୨୦୨୩
ଭୁବନେଶ୍ୱର,୧୮।୩(ବ୍ୟୁରୋ): ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍-୨୦୨୩ ୩ୟ ସଂସ୍କରଣ । ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ…
ଚାଇନା ଏବେ ପର୍ଯ୍ୟନ୍ତ କାହିଁକି ଦେଉନାହିଁ କରୋନା ଡାଟା: ଡବ୍ଲୁଏଚଓ
ଜେନେଭା,୧୮ ।୩: ସାରା ବିଶ୍ୱରେ ୨୦୨୦ରେ କୋଭିଡ ମହାମାରି ପାଦ ରଖିଥିଲା । ଏହି ମାରାତ୍ମକ କରୋନା ଜୀବଣୁ ପ୍ରଥମେ ଚାଇନାର ଉହାନ ସହରରେ ମିଳିଥିଲା । ତିନିବର୍ଷ ପରେ ଦ ନ୍ୟୁୟର୍କସ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ…
ଇତିହାସକୁ ଭୁଲି ଜାପାନ-ଦକ୍ଷିଣ କୋରିଆ ସୁରକ୍ଷା ସମ୍ପର୍କ ସୁଧାରିବାକୁ ହେଲେ ସହମତ
ଟୋକିଓ,୧୮ ।୩: ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘଦିନ ପରେ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ନିୟମିତ ଗସ୍ତ ଆରମ୍ଭ କରିବାକୁ ଏବଂ ବାଣିଜ୍ୟ ବିବାଦର ସମାଧାନ ପାଇଁ ପଦକ୍ଷେପ ନେବାକୁ ସହମତ ହୋଇଛନ୍ତି । ଦୀର୍ଘଦିନ…
ଫେସବୁକକୁ ଫେରିଲେ ଟ୍ରମ୍ଫ
ୱାଶିଂଟନ,୧୮ ।୩: ପ୍ରତିବନ୍ଧ ହଟାଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣିଥରେ ଫେସବୁକକୁ ଫେରିଛନ୍ତି । ଟ୍ରମ୍ଫ ଶୁକ୍ରବାର ପ୍ରଥମ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ‘ଆଇ ଆମ ବ୍ୟାକ’ । ସୂଚନାଯୋଗ୍ୟ, ୬ ଜାନୁୟାରୀ…
ହିରୋ ସାଜିଲେ ‘କେ ଏଲ୍ ରାହୁଲ’: ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତିଲା ଭାରତ
ମୁମ୍ବାଇ,୧୭।୩: ବିଜୟରୁ ସିରିଜ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ମ୍ୟାଚ୍ର ହିରୋ ସାଜି କଠିନ…
୫ ଦିନରେ ମାତ୍ର ୯୭ ମିନିଟ ଚାଲିଛି ସଂସଦ
ନୂଆଦିଲ୍ଲୀ,୧୭।୩: ଶିଳ୍ପପତି ଗୌତମ ଅଦାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଜାରି ରହିଥିବା ହଟ୍ଟଗୋଳ ଯୋଗୁୁ ପଞ୍ଚମ ଦିନରେ ବି ସଂସଦ ଚାଲିପାରିନାହିଁ। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ସୋମବାର ଅର୍ଥାତ୍ ମାର୍ଚ୍ଚ ୨୦…
Archives


