Home Middle

ଦୁନିଆର ସବୁଠୁ ଗରିବ ଆଉ ହିଂସାର ଦେଶ ସୁଦାନ

ଜେନେଭା,୨୬ା୪: ସ୍ବାଧୀନତା ପରବର୍ତ୍ତୀ ସୁଦାନର ଅଧିକାଂଶ ସମୟ ସାମରିକ ଶାସନ ଏବଂ ଗୃହଯୁଦ୍ଧ ମଧ୍ୟରେ ବିବାଦ ମଧ୍ୟରେ ଚାଲିଆସିଛି। ଏହି ଦେଶ ୧ ଜାନୁୟାରୀ ୧୯୫୬ରେ ସ୍ବାଧୀନ ହୋଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶ ଗଣତନ୍ତ୍ରର ଲଢ଼େଇ କରୁଛି।…

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ବୈଠକ: ସମସ୍ତ ଜିଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ପାରାଦୀପ, ଗୋପାଳପୁର ଡୋପଲର…

ପ୍ରିୟଙ୍କାଙ୍କ ଦୋସା ରାଜନୀତି, ସୋସିଆଲ ମିଡ଼ିଆରେ ଭାଇରାଲ…

ବେଙ୍ଗାଲୁରୁ,୨୬।୪ : କର୍ନାଟକ ନିର୍ବାଚନରେ ରାଜନୈତିକ ଦଳ ଓ ନେତାମାନେ ନୂଆ କୌଶଳ ଦେଖାଉଥିବା ଥିବା ଦେଖାଯାଉଛି। ପ୍ରତିଦିନ ପ୍ରଚାର ମଧ୍ୟରେ କିଛି ନୂଆ ଦେଖିବାକୁ ମିଳୁଥିଲା। କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଭିଡିଓ ଟୁଇଟ କରିଛନ୍ତି। ଏଥିରେ…

ଧୁଳି ମୁହଁରେ ଥିଲା, ସେ ଦର୍ପଣ ସଫା କରିବାର ନାଟକ କରୁଥିଲେ: କେଜରିଓ୍ବାଲଙ୍କୁ ରେଳମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୬।୪ : ଦୁର୍ନୀତି ପ୍ରସଙ୍ଗରେ ଏଏପିକୁ କଡ଼ା ସମାଲୋଚନା କରୁଥିବା ଭାଜପା ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ ବଙ୍ଗଳାକୁ ଟାର୍ଗେଟ କରିଛି। ସରକାରୀ ପାଣ୍ଠିରୁ ୪୫ କୋଟି ଟଙ୍କା ଖର୍ଚ୍ଚ କରି କେଜ୍ରିୱାଲ ତାଙ୍କ ବଙ୍ଗଳା ନବୀକରଣ କରିଥିବା ଅଭିଯୋଗ…

୧ ମେ’ରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁପ୍ତ ସୂଚନା !…

ମୁମ୍ବାଇ,୨୬।୪ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ଆତଙ୍କିତ କରିବା ପାଇଁ ଏକ ଆତଙ୍କବାଦୀ ଷଡଯନ୍ତ୍ର କରାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଆଲର୍ଟ ଜାରି କରାଯାଇଛି। ୧ ମେରେ ମୁମ୍ବାଇରେ ଆତଙ୍କବାଦୀ ଘଟଣା ଘଟିପାରେ ବୋଲି ଆଶଙ୍କା…

ଆକ୍ରୋଶମୂଳକ ଖବର ପରିବେଷଣ କରୁଥିଲେ ଆଙ୍କର, ଚାକିରିରୁ ବିଦାକଲା ନ୍ୟୁଜ ଚ୍ୟାନେଲ

ଓ୍ବାଶିଂଟନ୍‌,୨୬।୪:ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ଆଙ୍କରଙ୍କୁ ଟିଭି ଚ୍ୟାନେଲଗୁଡ଼ିକ ବାହାର କରିବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ଚିନ୍ତାର ବିଷୟ ପାଲଟିଛି। ଚ୍ୟାନେଲଗୁଡ଼ିକର ଏହି ପ୍ରକାର ନିଷ୍ପତ୍ତିକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମିଡିଆ ବିଶେଷଜ୍ଞଙ୍କ ଅନୁସାରେ, ଟିଆରପି…

ଶକ୍ତି-ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବିକାଶଶୀଳ ଦେଶଙ୍କ ସହ କାର୍ଯ୍ୟ କରିବ ଭାରତ: ଜୟଶଙ୍କର

ପାନାମା ସିଟି,୨୬।୪ : ଶକ୍ତି ଏବଂ ଖାଦ୍ୟ ନିରାପତ୍ତା ହେଉଛି ଦୁଇଟି ବଡ଼ ଆହ୍ବାନ। ବିକାଶଶୀଳ ଦେଶଗୁଡିକ ବର୍ତ୍ତମାନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ଭାରତୀୟ ବହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଆଗାମୀ ଦିନରେ ଭାରତ ସେହି…

ଛତିଶଗଡ ଦାନ୍ତଓ୍ବୋଡାରେ ମାଓବାଦୀ ଆକ୍ରମଣ, ୧୧ ଯବାନ ଶହୀଦ

ନୂଆଦିଲ୍ଲୀ,୨୬।୪: ଛତିଶଗଡ ଦାନ୍ତଓ୍ବୋଡାରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏହି ମାଓବାଦୀ ଆକ୍ରମଣରେ ୧୧ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। କୁହାଯାଉଛି କି ମାଓବାଦୀମାନେ ଦାନ୍ତଓ୍ବୋଡାର ଅରନପୁର ଜଙ୍ଗଲରେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆଇଇଡି ବିସ୍ଫୋରଣ ଯୋଗୁ…

ରାହୁଲଙ୍କ ବୟସ ୫୦ ବର୍ଷ, ହେଲେ ବୁଦ୍ଧି ୫ ବର୍ଷ ପିଲା ଭଳି: ଶିବରାଜ…

ବେଙ୍ଗାଲୁରୁ,୨୬।୪ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଖୁବ କମ ସମୟ ବାକି ଥିବାରୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଉଛନ୍ତି। ବୁଧବାର ଭାଜପାର ବହୁ ବଡ ନେତା ନିର୍ବାଚନୀ ପ୍ରଚାରକୁ ଡେଇଁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ୟୁପିରେ ପ୍ରଭୁ ଶ୍ରୀରାମ, କର୍ନାଟକରେ ହନୁମାନ: ନିର୍ବାଚନୀ ସଭାରେ କହିଲେ ଯୋଗୀ…

ନୂଆଦିଲ୍ଲୀ,୨୬।୪ : କର୍ନାଟକ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଜାରି ରହିଛି। ଏହିକ୍ରମରେ ଭାଜପାର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କର୍ନାଟକରେ ଦଳୀୟ…

ନିଜ ରକ୍ତରେ ଲେଖିଦେବି ଶେଟ୍ଟାର କେବେ ବି ଜିତିବେନି: ୟେଦୁରପ୍ପା…

ବେଙ୍ଗାଲୁରୁ,୨୬।୪ : କର୍ନାଟକରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଏହିକ୍ରମରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ଭାଜପା ନେତା ବିଏସ ୟେଦୁରପ୍ପା କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ…

ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ରହିଥିବା କେସିଆର କଂଗ୍ରେସର ହାତ ଧରିବାକୁ ପ୍ରସ୍ତୁତ, ହେଲେ ଦଳ ରଖିଲା ଏମିତି ମତ

ନୂଆଦିଲ୍ଲୀ, ୨୬।୪:୨୦୨୪ ଲୋକ ସଭା ନିର୍ବାଚନରେ ବିରୋଧୀ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନୀତୀଶ ବିରୋଧୀ ଦଳ ନେତାଙ୍କ ସହ ଭେଟ କରି ସମସ୍ତଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି । ଆଗାମୀ ନିର୍ବାଚନରେ ବିରୋଧୀ ଦଳ ଏକାଠି ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri