Home Middle

ଏହା ମୋର ଶେଷ ନିର୍ବାଚନ, ରାଜନୀତିରୁ ନେବି ସନ୍ୟାସ: ସିଦ୍ଧରମୈୟା

ନୂଆଦିଲ୍ଲୀ,୧୯।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମୈୟାଙ୍କର ଏହା ହେଉଛି ଶେଷ ନିର୍ବାଚନ। ଏହି ନିର୍ବାଚନ ପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ। ବୁଧବାର ସିଦ୍ଧରମୈୟା ତାଙ୍କ ଗୃହ ରାଜ୍ୟରେ ଏକ ନିର୍ବାଚନି ରାଲିକୁ ସମ୍ବୋଧିତ…

ଆଇପିଏଲ୍‌ ଖେଳିବାକୁ ସୁନୀଲ ଗାଭାସ୍କରଙ୍କ ଇଚ୍ଛା, ଏହି ଦୁଇଟି ଦଳର ନାଁ କହିଲେ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଭେଟେରାନ ଓପନର୍‌ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ସୁନୀଲ ଗାଭାସ୍କର ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଦୁଇଟି ଦଳର ନାମ ରଖିଛନ୍ତି। ସୁନୀଲ କହିଛନ୍ତି, ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଚେନ୍ନାଇ ସୁପର…

ପୁଅଙ୍କୁ ପଡ଼ିଆରେ ଦେଖି କାନ୍ଦିଲେ ସଚିନ

ମୁମ୍ବାଇ: ଆଇପିଏଲ ୨୦୨୩ର ୨୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଶେଷ…

କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି: ସିନେମାଟୋଗ୍ରାଫି ବିଲ ୨୦୨୩କୁ ଅନୁମତି

ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚଳଚ୍ଚିତ୍ର ଜଗତକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଚଳଚ୍ଚିତ୍ରରେ ହେଉଥିବା କପି ବନ୍ଦ କରିବାକୁ ଆସନ୍ତା ସଂସଦ ଅଧିବେଶନରେ ସିନେମାଟୋଗ୍ରାଫି ବିଲ ୨୦୨୩ ଅଣାଯିବ ବୋଲି…

କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ୮ଥର ଗସ୍ତ

ବେଙ୍ଗାଲୁରୁ, ୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପା ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନୀ ଏବଂ ଅମିତ୍‌ ଶାହାଙ୍କ ସମେତ ୪୦ଜଣ ନେତାଙ୍କ ନାମ…

‘ମୁଁ ଇସ୍ତଫା ଦେବି ଯଦି…’, ଟିଏମସିର ରାଷ୍ଟ୍ରୀୟ ଦଳର ମାନ୍ୟତା ଯିବା ପରେ ଅମିତ ଶାହାଙ୍କୁ ଫୋନ କରିଥିଲେ ମମତା ବାନାର୍ଜୀ?

କୋଲକାତା,୧୯।୪: ତ୍ରୁଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ଦଳ ମାନ୍ୟତା ଯିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରିଥିବା ନେଇ ଆଲୋଚନା ହେଉଛି। ଏବେ ଏହାକୁ ନେଇ ମମତା ବାନାର୍ଜୀ ବୟାନ ଦେଇଛନ୍ତି। ମମତା…

କର୍ନାଟକ ବିଧାନସଭା ନିର୍ବାଚନ: ଭାଜପାକୁ ପୁଣି ଝଟ୍‌କା, ଦଳ ଛାଡ଼ିବା ନେଇ ଆଉ ଜଣେ ନେତା କଲେ ଘୋଷଣା

ବେଙ୍ଗାଲୁରୁ, ୧୯।୪: ଆସନ୍ତା ୧୦ ତାରିଖରେ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ହଟଚମଟ ଦେଖାଯାଇଛି । ଟିକେଟ ବଣ୍ଟା ନେଇ ଭାଜପାରେ ଉତ୍ତେଜନା ଦେଖାଦେଇଛି। ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନେ ଅନ୍ୟ ଦଳରୁ ଟିକେଟ୍‌…

ହ୍ବାଇଟ୍‌ ହାଉସକୁ ପଶିଆସିଲା ଶିଶୁ

ଓ୍ବାଶିଂଟନ,୧୯ା୪: ଆମେରିକାର ହ୍ବାଇଟ୍‌ ହାଉସକୁ ହଠାତ୍‌ ଏକ ଶିଶୁ ପଶିଯାଇଥିଲା। ଯାହାକୁ ଆମେରିକାର ଗୁପ୍ତ ସେବା ବାହାର କରିଦେଇଛି। ସିକ୍ରେଟ ସର୍ଭିସ ଯୋଗାଯୋଗ ମୁଖ୍ୟ ଆନ୍ଥୋନି ଗୁଗ୍‌ଲିମି କହିଛନ୍ତି, ଶିଶୁଟି ହ୍ବାଇଟ୍‌ ହାଉସର ଉତ୍ତର ପାର୍ଶ୍ୱରେ ଥିବା ବାଡ଼ ଦେଇ ପଶିଆସିଥିଲା।…

ପଶ୍ଚିମବଙ୍ଗ ମୁହାଁ ଶାହିସ୍ତା-ଶାର୍ପ ଶୁଟର ସବିର, ମିଳିଲା ଲୋକେଶନ ସୂଚନା…

ପ୍ରୟାଗରାଜ,୧୯।୪ : ଉମେଶ ପାଲ ହତ୍ୟା ମାମଲାରେ ପୋଲିସ ଏବଂ ଏସଟିଏଫ ଅତିକ ଅହମ୍ମଦଙ୍କ ସ୍ତ୍ରୀ ଶାହିସ୍ତା ପରଓ୍ବିନ, ବିସ୍ଫୋରଣକାରୀ ଗୁଡ୍ଡୁ ମୁସଲିମ ତଥା ଶାର୍ପ ଶୁଟର ସବିର ଏବଂ ଅରମାନଙ୍କୁ ଖୋଜୁଛି। ଏବେ ଏକ ବଡ ଖବର ବାହାରକୁ ଆସୁଛି…

ଦେଶର ବିକାଶ କାର୍ଯ୍ୟ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହିବା ଆବଶ୍ୟକ: ଥରୁର…

ଥିରୁଭାନନ୍ତପୁରମ,୧୯।୪ : କଂଗ୍ରେସ ଏମପି ଶଶି ଥରୁର ବୁଧବାର ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭଠାରୁ ସେ ବହୁତ ଉତ୍ସାହିତ…

ପୃଥିବୀର ୧୦ ଧନୀ ସହର: ତାଲିକାରେ ଆମେରିକାର ୪-ଚାଇନାର ୨, ଭାରତର ଶୂନ…

ଓ୍ବାଶିଂଟନ,୧୯।୪ : ନିବେଶ ସ୍ଥାନାନ୍ତରଣ ସଂସ୍ଥା ହେନଲି ଆଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟରେ ପୃଥିବୀର ସବୁଠାରୁ ଧନୀ ସହରଗୁଡିକର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପ୍ରଥମ ୧୦ ଧନୀ ସହୀ ମଧ୍ୟରେ ଆମେରିକାର ୪ ଏବଂ ଚାଇନାର ୨…

ମୁଁ କାହା ବାପାଙ୍କୁ ବି ଭୟ କରେନା, ଯାହା କହିଛି ସତ କହିଛି: ସଞ୍ଜୟ ରାଉତ-ଅଜିତ ପାଓ୍ବାର ମୁହାଁମୁହିଁ…

ମୁମ୍ବାଇ,୧୯।୪ : ଅଜିତ ପାୱାରଙ୍କ ଉପରେ କଠୋର ଆଭିମୁଖ୍ୟ ଦର୍ଶାଇ ଶିବସେନା (ଉଦ୍ଧବ ବାଲ ଠାକରେ) ନେତା ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଠାକରେ ସେନା ତାଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବା ସ୍ଥିତିରେ ଅଛନ୍ତି। ମୁଁ ସାମାନାରେ ସତ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri