Home Middle

ମଧ୍ୟାହ୍ନ ଭୋଜନରେ କାହିଁକି ମିଳୁନି ଚିକେନ-ମଟନ ? ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୫ : କେନ୍ଦ୍ରଶାସିତ ଅଞ୍ଚଳରେ ପିଲାଙ୍କୁ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନାରୁ ଚିକେନ ଏବଂ ମଟନ ଅପସାରଣକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଲାକ୍ଷାଦ୍ୱୀପ ପ୍ରଶାସନଠାରୁ ଜବାବ ମାଗିଛନ୍ତି। ଏହାପୂର୍ବରୁ ଲାକ୍ଷାଦ୍ୱୀପର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଏକ…

ଭାଜପା ନେତାଙ୍କୁ ଥାନାରେ ପିଟିଲେ ଏସପି ବିଧାୟକ. ଭିଡିଓ ଭାଇରାଲ…

ଅମେଠି,୧୦।୫ : ଉତ୍ତରପ୍ରଦେଶ ପୌର ପରିଷଦ ମତଦାନର ଗୋଟିଏ ଦିନ ପୂର୍ବରୁ ଅମେଠିରେ ଏସପି ବିଧାୟକଙ୍କ ଗାଳିଗୁଲଜ ଘଟଣା ସାମ୍ନାକୁ ଆସିଛି। ଏସପି ବିଧାୟକ ରାକେଶ ପ୍ରତାପ ପୋଲିସର ଉପସ୍ଥିତିରେ ଭାଜପାର ନାଗରିକ ସଂଗଠନ ନିର୍ବାଚନ ପ୍ରାର୍ଥୀଙ୍କ ସ୍ବାମୀ ଦୀପକ ସିଂଙ୍କୁ…

କର୍ନାଟକ ବିଧାନସଭା ନିର୍ବାଚନ: କିଙ୍ଗମେକର୍‌ ସାଜିବ କି ଜେଡିଏସ? ଏମିତି ହୋଇପାରେ ସମୀକରଣ

ବେଙ୍ଗାଲୁରୁ,୧୦।୫: କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଜାରି ରହିିଛି। ସବୁ ଦଳ ଗତ ୨ ମାସ ଧରି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ପ୍ରଚାରରେ ସବୁ ପ୍ରକାର ରଣ କୌଶଳ ଲଗାଇ ଦେଇଛନ୍ତି। ବିଭିନ୍ନ ପାର୍ଟି ନିଜ ନିଜ…

ସନ୍ତାନ ହେବେନି ଜନ୍ମ,ମାନବ ସଭ୍ୟତା ଉପରେ ମାଡ଼ି ଆସିବ ସଙ୍କଟ: ସମଲିଙ୍ଗୀ ବିବାହ ନେଇ ସୁପ୍ରିମ୍‌କୋର୍ଟ ତର୍କ…

ନୂଆଦିଲ୍ଲୀ,୧୦।୫ : ସମଲିଙ୍ଗୀ ବିବାହକୁ ଅନୁମୋଦନ ଦେବାକୁ ଆବେଦନ ଉପରେ ସୁପ୍ରିମକୋର୍ଟରେ ତୀବ୍ର ବିତର୍କ ଚାଲିଛି। ଓକିଲ ରାକେଶ ଦ୍ୱିବେଦୀ ୫ ଜଣିଆ ସାମ୍ବଧାନିକ ଖଣ୍ଡପୀଠ ସମ୍ମୁଖରେ ସମଲିଙ୍ଗୀ ବିବାହର ସ୍ବୀକୃତିକୁ ବିରୋଧ କରି ଅନେକ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ…

ଭାଜପାର ଏକ୍ସ ଫ୍ୟାକ୍ଟର ମହାରାଷ୍ଟ୍ର-ବିହାର, ନୀତୀଶ-ପାଓ୍ବାର ଯୋଡି ମୁଖ୍ୟ ସମସ୍ୟା…

ନୂଆଦିଲ୍ଲୀ,୧୦।୫ : ବିରୋଧୀ ଏକତା ଦୃଷ୍ଟିରୁ ମହାରାଷ୍ଟ୍ର ଏବଂ ବିହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ପାର୍ଟି ସମୀକରଣ ଯୋଗୁ ଭାଜପାର ଭବିଷ୍ୟତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଗତ ନିର୍ବାଚନ ପରେ ଉଭୟ ରାଜ୍ୟରେ ଏନଡିଏ ଭାଙ୍ଗିଥିଲା ଏବଂ ବିରୋଧୀ ଶିବିର…

ମମତା ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ: ସୁବ୍ରମଣ୍ୟମ ସ୍ବାମୀ…

କୋଲକାତା,୧୦।୫ : ନିଜ ଦଳ ବିରୋଧରେ ବାରମ୍ବାର ବିବୃତ୍ତି ଦେଉଥିବା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି କହିଛନ୍ତି, ସେ ଦେଶର…

ଅଜ୍ଞାତ ନମ୍ବରରୁ ପାର୍ଟ ଟାଇମ ଚାକିରିର ଲୋଭ ଦେଖାଇ ହ୍ବାଟସଆପ୍‌ କରୁଛି ଗୁପ୍ତଚରୀ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୫ : ଅନ୍ତର୍ଜାତୀୟ କଲ ଏବଂ ଚାକିରି ସମ୍ପର୍କିତ ବାର୍ତ୍ତା ମଧ୍ୟରେ ଉପଭୋକ୍ତାମାନେ ହ୍ବାଟସ ଆପରେ ଏକ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ଜଣେ ଉପଭୋକ୍ତା ପ୍ରକାଶ କରିଛନ୍ତି ଏହି ଆପ ସେ ଶୋଇବା ସମୟରେ ମଧ୍ୟ ମାଇକ୍ରୋଫୋନ ବ୍ୟବହାର…

ମୋଦିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁଁଛନ୍ତି ପାକିସ୍ତାନୀ ଅଭିନେତ୍ରୀ…

ଇସଲାମାବାଦ/ନୂଆଦିଲ୍ଲୀ,୧୦।୫ : ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାମଲା ଦାଏର କରିବାକୁ ଚାହୁଁଛନ୍ତି। ସେ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ଉପରେ ମଧ୍ୟ ମକଦ୍ଦମା ଦାଏର କରିବାକୁ ଚାହୁଁଛନ୍ତି। ସେହର…

ଆଇପିଏଲର ୫୫ତମ ମ୍ୟାଚରେ ଧୋନି-ଓ୍ବାର୍ନର ଲଢ଼େଇ, ଡିସି ପାଇଁ କର ବା ମର ସ୍ଥିତି…

ବେଙ୍ଗାଲୁରୁ,୧୦।୫ : ଆଇପିଏଲ ୨୦୨୩ର ୫୫ତମ ମ୍ୟାଚ ବୁଧବାର ଖେଳାଯିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଗୋଟିଏ ପଟେ କ୍ୟାପଟେନ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ଅନ୍ୟ ପଟେ କ୍ୟାପଟେନ ଢେଭିଡ ୱାର୍ନରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ଅଛି। ଚେନ୍ନାଇ…

ଲାଇଭ ଟେଲିକାଷ୍ଟ ସୁପ୍ରିମ କୋର୍ଟକୁ ଜନତାଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି, ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୧୦।୫: ଭାରତର ସୁପ୍ରିମ କୋର୍ଟ ଖୁବଶୀଘ୍ର ସେଠାରେ ହେଉଥିବା ମାମଲାର ଶୁଣାଣି ଅନଲାଇନରେ ପ୍ରସାରଣ ହେଉଥିବା ବେଳେ ଏହାକୁ ଭାରତୀୟ ଭାଷାରେ ପ୍ରସାରଣ କରିବାର ବ୍ୟବସ୍ଥା କରୁଛନ୍ତି। ଗୋଟିଏ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏହା…

ଗୋଆରୁ ବହୁ ବସ କର୍ନାଟକରେ ପହଞ୍ଚିଲା, ନିର୍ବାଚନ ଆୟୋଗ ପଦକ୍ଷେପ ନେବେ କି ? କଂଗ୍ରେସର ପ୍ରଶ୍ନ…

ବେଙ୍ଗାଲୁରୁ,୧୦।୫ : ବୁଧବାର କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ସମୟରେ ଗୋଆରୁ ଅନେକ ବସ ଉତ୍ତର କର୍ନାଟକକୁ ଯାଉଥିବାର କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ପ୍ରଶ୍ନ ଉଠାଇଛି କି ଏହି ବସ ଗୁଡିକରେ ବେଆଇନ ଟଙ୍କା…

୪୦ ପ୍ରତିଶତ କମିଶନ ମୁକ୍ତ କର୍ନାଟକ ଗଠନ ପାଇଁ ଭୋଟ ଦିଅନ୍ତୁ: ଭୋଟରଙ୍କୁ ରାହୁଲଙ୍କ ଅପିଲ…

ବେଙ୍ଗାଲୁରୁ,୧୦।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର କର୍ନାଟକବାସୀଙ୍କୁ ଏହାକୁ ଏକ ପ୍ରଗତିଶୀଳ ତଥା ” ୪୦ ପ୍ରତିଶତ କମିଶନ ମୁକ୍ତ” ରାଜ୍ୟ ଗଠନ କରିବାକୁ ବହୁ ସଂଖ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?