ନାଟୋରେ ସାମିଲ ହେବନି ଜାପାନ…
ଟୋକିଓ,୨୪।୫ : ଏକ ଅଧିକାରୀକ କିମ୍ବା ଅର୍ଦ୍ଧ ଅଫିସିଆଲ ସଦସ୍ୟ ଭାବରେ ନାଟୋରେ ଯୋଗଦେବାକୁ ଜାପାନର କୌଣସି ଯୋଜନା ନାହିଁ। ଏହି ସୂଚନା ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଦାନ କରିଛନ୍ତି। ଏଥି ସହିତ କିଛି ସମୟ ପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ…
ସାଇବର କାର୍ଯ୍ୟକଳାପ ପାଇଁ ଉତ୍ତର କୋରିଆ ବିରୋଧରେ ପ୍ରତିବନ୍ଧକ ଲଗାଇଲା ଆମେରିକା …
ଓ୍ବାଶିଂଟନ,୨୪।୫ : ଖରାପ ସାଇବର କାର୍ଯ୍ୟକଳାପ ପାଇଁ ଆମେରିକା ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ସରକାର ମଙ୍ଗଳବାର ଉତ୍ତର କୋରିଆ ଗୋଷ୍ଠୀ ଉପରେ ନୂଆ କଟକଣା ଘୋଷଣା କରିଛନ୍ତି। ସରକାର କହିଛନ୍ତି ହ୍ୟାକରମାନେ ପ୍ୟୋଙ୍ଗୟାଙ୍ଗର ଅସ୍ତ୍ର କାର୍ଯ୍ୟକ୍ରମ ପାଇଁ…
ବେଙ୍ଗାଲୁରୁରେ ମହାବାଣିଜ୍ୟ ଦୂତାବାସ ସ୍ଥାପନ କରିବ ଅଷ୍ଟ୍ରେଲିଆ…
ସିଡନୀ,୨୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବ୍ରିସବେନରେ ଖୁବ ଶୀଘ୍ର ଏକ ନୂତନ କନସୁଲେଟ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ବେଙ୍ଗାଲୁରୁରେ ଏକ ନୂତନ…
ଇଲିମିନେଟର ମ୍ୟାଚରେ ଏମଆଇ-ଏଲଏସଜି ଲଢ଼େଇ…
ଚେନ୍ନାଇ,୨୪।୫ : ଆଇପିଏଲ ୨୦୨୩ର ଇଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ବୁଧବାର ସନ୍ଧ୍ୟା ସାଢ଼େ ୭ରେ ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ…
ସିଏସକେକୁ ଫାଇନାଲ ଟିକଟ…
ଚେନ୍ନାଇ,୨୩।୫ : ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି ) ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ୧୫ ରନରେ ବିଜୟ ହାସଲ କରିଛି । ଏହା ସହିତ ସିଏସକେକୁ ଫାଇନାଲ ଖେଳିବାର ଟିକଟ ମିଳିଛି। ସିଏସକେକୁ…
କେନ୍ଦ୍ର,ଆସାମ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ ଜାରି…
ନୂଆଦିଲ୍ଲୀ,୨୩।୫ : ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଆସାମ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରିବେଶ କାର୍ଯ୍ୟକର୍ତ୍ତା ରୋହିତ ଚୌଧୁରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଜାରି କରିଛନ୍ତି। ଏହି ଆବେଦନରେ ରୋହିତ…
ସି ସ୍କିମିଂ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା…
ମୋର୍ମୁଗୋଆ,୨୩।୫ : ଭାରତୀୟ ନୌସେନା ଏହାର ସ୍ବଦେଶୀ ସି ସ୍କିମିଂ କ୍ଷେପଣାସ୍ତ୍ର ବିନାଶକ ଆଇଏନଏସ ମୋର୍ମୁଗୋଆରୁ ମଧ୍ୟମ ରେଞ୍ଜ ସର୍ଫେସକୁ ଏୟାର ମିଶାଇଲକୁ ସଫଳତାର ସହ ପରୀକ୍ଷଣ କରିଛି। ମଙ୍ଗଳବାର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଭାରତୀୟ ନୌସେନା ମଙ୍ଗଳବାର…
ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ…
ଚେନ୍ନାଇ,୨୩।୫ : ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟରେ ଖେଳାଯାଉଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ତ୍ରମ୍ବକେଶ୍ୱର ମନ୍ଦିର ବିବାଦ: ସଞ୍ଜୟ-ନୀତେଶ ମୁହାଁମୁହିଁ…
ମୁମ୍ବାଇ,୨୩।୫ : ଦ୍ୱାଦଶ ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ନାଶିକର ତ୍ରମ୍ବକେଶ୍ୱର ମନ୍ଦିରରେ ଅନ୍ୟ ଧର୍ମର ବ୍ୟକ୍ତିଙ୍କ ପ୍ରବେଶ ଉଦ୍ୟମ ବିବାଦର ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ବିବୃତ୍ତି ପରେ ଭାଜପା ନେତା ତଥା ବିଧାୟକ…
ଟସ ଜିତିଲା ଜିଟି, ପ୍ରଥମେ ବୋଲିଂ…
ଚେନ୍ନାଇ,୨୩।୫ : ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟରେ ଖେଳାଯାଉଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ବଜରଙ୍ଗବାଲୀ ପରେ ଏବେ ଗଙ୍ଗା ପ୍ରସଙ୍ଗରେ ଭାଜପାକୁ ଘେରିବାକୁ କଂଗ୍ରେସର ଯୋଜନା…
ନୂଆଦିଲ୍ଲୀ,୨୩।୫ : କଂଗ୍ରେସ ବର୍ତ୍ତମାନ ଉଠାଇଥିବା ପ୍ରସଙ୍ଗ ମାଧ୍ୟମରେ ଭାଜପାକୁ ଘେରିବାକୁ ଯୋଜନା କରୁଛି। ଏହା କର୍ନାଟକର ବଜରଙ୍ଗବାଲୀ ପ୍ରସଙ୍ଗରୁ ଦଳ ଦ୍ୱାରା ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଭାଜପାକୁ ଘେରିବା ପାଇଁ କଂଗ୍ରେସ ଗଙ୍ଗା ପ୍ରସଙ୍ଗ ଉଠାଇବ। ଦଳ ସହ…
ପାକିସ୍ତାନରେ ଖବରଦାତା ନିର୍ଯାତିତ…
ଇସଲାମାବାଦ,୨୩।୫ : ପାକିସ୍ତାନରେ ଖବରଦାତାଙ୍କ ଅବସ୍ଥା ଭଲ ନାହିଁ। ସେମାନେ ନିର୍ଯାତିତ ହେଉଛନ୍ତି! ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ କରାଯାଉଛି। ଦେଶରେ ଖବରଦାତାଙ୍କ ପ୍ରତି ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ସେମାନଙ୍କୁ ଧମକ ଦିଆଯିବା,…
Archives


