ଦୈନିକ ସଂକ୍ରମଣ ୪ ଶହ ..
.ନୂଆଦିଲ୍ଲୀ, ୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ମୋଦିଙ୍କ ପ୍ରଶଂସାରେ ଅଷ୍ଟ୍ରେଲିଆର ବଡ ବଡ ବ୍ୟକ୍ତିତ୍ୱ, କହିଲେ ତାଙ୍କୁ ଭେଟିବା ସମ୍ମାନର କଥା
ସିଡନୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ମଙ୍ଗଳବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆର ବରିଷ୍ଠ ଶିଳ୍ପପତିମାନଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ଶିଳ୍ପପତିମାନଙ୍କୁ ଭାରତରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ…
ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳିବେ ସିଏସ୍କେ-ଜିଟି
ଆଇପିଏଲ ୨୦୨୩ର ୧୬ ତମ ସିଜନରେ ମଙ୍ଗଳବାରଠାରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ତେବେ ଏହି ସିଜନର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)କୁ ଭେଟିବ ଗୁଜୁରାଟ ଟାଇଟାନ୍ସ (ଜିଟି)। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ…
ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ
ବରଗଡ଼ ଅଫିସ,୨୩।୫: ବରଗଡ଼ ଜିଲା ଭଟଲି ଥାନା ଅଧୀନ ଝିକିଝିକି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୪ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ, ଗ୍ରାମର ଗୁରୁଦେବ ବାଗ(୫୫) ଏବଂ…
‘ମୋଦି ଏୟାରଓ୍ବେଜ’ରେ ସିଡନୀ ପହଞ୍ଚୁଛନ୍ତି ପ୍ରବାସୀ ଭାରତୀୟ
ସିଡନୀ,୨୩।୫: ପ୍ରଧାନମନ୍ତ୍ରୀ ମୋଦି ଏବେ ଜାପାନର ହିରୋଶିମା ଏବଂ ପାପୁଆ ନ୍ୟୁ ଗିନି ଦେଇ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କୁ ସ୍ବାଗତ କରାଯାଇଛି। ସିଡନୀ ଅଲିମ୍ପିକ ପାର୍କରେ ମୋଦି ହଜାର ହଜାର ପ୍ରବାସୀ ଭାରତୀୟ ବା ଏନଆରଆଇଙ୍କୁ ସମ୍ବୋଧିତ କରିବେ, ଯେଉଁଥିପାଇଁ…
‘କୌଣସି ଅଢେଇ-ଅଢେଇ ବର୍ଷର ଫର୍ମୁଲା ନୁହେଁ’, କର୍ନାଟକରେ ୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ସିଦ୍ଦାରାମାୟା, ମନ୍ତ୍ରୀଙ୍କ ଦାବି
ବେଙ୍କାଲୁରୁ,୨୩।୫: କର୍ନାଟକରେ ବେଶ କିଛି ସମୟ ମନ୍ଥନ ପରେ କଂଗ୍ରେସ ହାଇକମାଣ୍ଡ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଶୁଣିବାକୁ ମିଳୁଥିଲା କି ସିଦ୍ଦାରାମାୟା ଓ ତାଙ୍କ ଡେପୁଟି ବା ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ…
୩ ବର୍ଷ ପାଇଁ ଚାଷୀଙ୍କୁ ଶସ୍ୟବୀମା ମାଗଣା
ଭୁବନେଶ୍ବର, ୨୩ା୫(ବ୍ୟୁରୋ): ଚାଷୀଙ୍କ ଶସ୍ୟବୀମା ଆସନ୍ତା ୩ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ସୋମବାର ସମବାୟ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି। ବିଭାଗୀୟ ସଫଳତା ନେଇ ମନ୍ତ୍ରୀ କହିଛନ୍ତି…
ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ
ପୋର୍ଟ ମୋରେସ୍ବି, ୨୩ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଫିଜିର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ମୋଦିଙ୍କ ବିଶ୍ୱ ନେତୃତ୍ୱର ସ୍ବୀକୃତି ସ୍ବରୂପ ଫିଜି ପ୍ରଧାନମନ୍ତ୍ରୀ ସିଟିଭେନି ରାବୁକା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଫିଜି ବାହାରର କୌଣସି ବ୍ୟକ୍ତିଙ୍କୁ…
ରାଜସ୍ଥାନ ଭାଜପାରେ ସବୁ କିଛି ଠିକ୍ ଚାଲିନି
ଜୟପୁର, ୨୩।୫: ଭାଜପା ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ ରାଜସ୍ଥାନରେ ଗୈରିକ ଦଳ ଭିତରେ ସବୁକିଛି ଠିକ୍ ଚାଲିଥିବା ଭଳି ବିଶ୍ୱାସ ହେଉ ନାହିଁ। ଶନିବାର ନାଗାଉର ଜିଲାର ଲାଡ୍ନୁନ୍ଠାରେ ରାଜସ୍ଥାନ ଭାଜପା କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ…
ନିରଞ୍ଜନଙ୍କ ହାତରୁ ଗଲା ଅର୍ଥ ବିଭାଗ
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପୂର୍ବତନ ମନ୍ତ୍ରୀଙ୍କୁ ପୁଣିଥରେ ନିଜ କ୍ୟାବିନେଟ୍ରେ ସାମିଲ କରିଛନ୍ତି। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡି। ଏହି ୩ ଜଣ ସୋମବାର କ୍ୟାବିନେଟ୍ ମନ୍ତ୍ରୀ ଭାବେ…
ନୂଆ ପାର୍ଲାମେଣ୍ଟ ଭବନ ଉଦ୍ଘାଟନକୁ ନେଇ ଭାଜପାକୁ ଖାର୍ଗେଙ୍କ ସମାଲୋଚନା
ନୂଆଦିଲ୍ଲୀ, ୨୩ା୫: ନୂଆ ପାର୍ଲାମେଣ୍ଟ ଭବନ ଉଦ୍ଘାଟନକୁ ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ନ କରି କେନ୍ଦ୍ର ସରକାର କ୍ରମାଗତ ଭାବେ ସେମାନଙ୍କ ମର୍ଯ୍ୟାଦା ହାନି କରୁଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଅଭିଯୋଗ କରିଛନ୍ତି। ଭାଜପା-ଆର୍ଏସ୍ଏସ୍ ସରକାରରେ…
ପୁଣି ମଣିପୁରରେ ସଂଘର୍ଷ: ଲାଗିଲା କର୍ଫ୍ୟୁ
ଇମ୍ଫାଲ,୨୨।୫: କିଛି ଦିନର ଶାନ୍ତି ପରେ ପୁଣି ମଣିପୁରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ରାଜଧାନୀ ଇମ୍ଫାଲର କିଛି ସ୍ଥାନରେ ସୋମବାର ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏନେଇ କେତେକ ସ୍ଥାନରେ ପୋଡା ଜଳା ଏବଂ ଭଙ୍ଗାରୁଜା ମଧ୍ୟ…
Archives


