Home Middle

ଅଖିଳେଶ କେବଳ ନାମକୁ ମାତ୍ର ଅଧ୍ୟକ୍ଷ: ଭାଜପା…

ଲକ୍ଷ୍ନୌ,୩।୬ : ସମାଜବାଦୀ ପାର୍ଟି (ଏସପି)ର ପୃଷ୍ଠପୋଷକ ତଥା ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ମୁଲାୟମ ସିଂ ଯାଦବଙ୍କ ସମୁଦି ତଥା ପୂର୍ବତନ ବିଧାୟକ ହରିଓମ ଯାଦବ ପୁଣି ଥରେ ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଏସପି ଜାତୀୟ ସାଧାରଣ…

ବିଶ୍ୱାସଘାତକଙ୍କ ଉପରେ ଛେପ ପକାଇବା ହିନ୍ଦୁ ସଂସ୍କୃତି: ସଞ୍ଜୟ ରାଉତ…

ମୁମ୍ବାଇ,୩।୬ : ବିଶ୍ୱାସଘାତକ ଲୋକଙ୍କ ଉପରେ ଛେପ ପକାଇବା ହିନ୍ଦୁ ସଂସ୍କୃତି। ଏପରିକି ସ୍ବାଧୀନତା ସଂଗ୍ରାମୀ ବୀର ସାବରକର ମଧ୍ୟ ବିଶ୍ୱାସଘାତକଙ୍କ ଉପରେ ଛେପ ପକାଇଥିଲେ। ମୁଁ ଯାହା କରିଛି ସେଥିପାଇଁ କାହିଁକି ଏତେ ପାଟି ତୁଣ୍ଡ ହେଉଛି? ଏହା ହେଉଛି…

ପଙ୍କଜା ଦଳର, କିନ୍ତୁ ଦଳ ପଙ୍କଜାଙ୍କର ନୁହେଁ: ଭାଜପା…

ମୁମ୍ବାଇ,୩।୬ : ମହାରାଷ୍ଟ୍ର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାଲକଲେ ବିଧାୟକ ପଙ୍କଜା ମୁଣ୍ଡେଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ପଙ୍କଜା ଦଳର, କିନ୍ତୁ ଦଳ ପଙ୍କଜାଙ୍କର ନୁହେଁ। ପାର୍ଲି ବିଧାନସଭା ନିର୍ବାଚନରେ ପରାଜୟ ପରେ ଭାଜପାର ବରିଷ୍ଠ ନେତା…

ଆସନ ଭାଗବଣ୍ଟା ପାଇଁ ଏମଭିଏ କରିବ ବୈଠକ: ଅଜିତ ପାଓ୍ବାର…

ମୁମ୍ବାଇ,୩।୬ : ଏନସିପି ନେତା ଅଜିତ ପାୱାର ପୁଣେ ଏବଂ ଭାୟନ୍ଦର-ଗୋନ୍ଦିଆ ଲୋକସଭା ଆସନରେ ପରିବର୍ତ୍ତନ ହେବାର ଚର୍ଚ୍ଚାକୁ ଗୁଜବ ପ୍ରଚାର ବୋଲି କରିଛନ୍ତି। ନାଗପୁରରେ ସେ କହିଛନ୍ତି ସିଟ ବାଣ୍ଟିବା ପାଇଁ ଆଲୋଚନା ଚାଲିଛି। ଶନିବାର ନାଗପୁରରେ ସେ ଖବରଦାତାଙ୍କୁ…

ବିଶ୍ୱର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଥିଲା ମୃତ୍ୟୁ

କଲମ୍ବୋ,୩ା୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଜିଲାର ବାହାନଗା ଷ୍ଟେଶନରେ ଟ୍ରେନ ଦୁର୍ଘଟଣା ଭାରତକୁ ଥରାଇ ଦେଇଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ଯେଉଁଥିରେ ଖବର ଲେଖିବା ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ୧୯୮୧ରେ…

ସରକାର ସବ୍‌କା ସାଥ୍‌ ନାହାନ୍ତି, କେବଳ ବ୍ରିଜ ଭୁଷଣଙ୍କ ସହିତ ଅଛନ୍ତି: ସିବଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୩।୬ : ଦେଶର କୁସ୍ତିଯୋଦ୍ଧାମାନେ ସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଇସ୍ତଫା ଦାବି କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ଏମପି କପିଲ ସିବଲ ବ୍ରିଜ ଭୂଷଣ ଶରଣ ସିଂ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବଳାତ୍କାର ପୀଡ଼ିତାଙ୍କ ଜାତକରେ ମାଙ୍ଗଳିକ ଦୋଷ ଯାଞ୍ଚ୍‌: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୬ : ବଳାତ୍କାର ପୀଡିତାଙ୍କ ଜାତକ ଯାଞ୍ଚ୍‌ କରିବାକୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି। ବଳାତ୍କାରରଅଭିଯୁକ୍ତଙ୍କ ଜାମିନରେ…

ରାଜଦ୍ରୋହ ଆଇନ ପରେ, ଏବେ ୟୁନିଫର୍ମ ସିଭିଲ କୋଡ: ଆଇନ ଆୟୋଗ ଖୁବ ଶୀଘ୍ର ଦାଖଲ କରିବେ ରିପୋର୍ଟ…

ନୂଆଦିଲ୍ଲୀ,୩।୬ : ଭାରତର ଆଇନ ଆୟୋଗ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ରିପୋର୍ଟ ଭାରତ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ରାଜଦ୍ରୋହ ଆଇନକୁ ବଜାୟ ରଖିବା ପାଇଁ ସରକାରଙ୍କୁ ଏହାର ସୁପାରିଶ ଦାଖଲ କରିବା ପରେ ଆଇନ ଆୟୋଗ ବର୍ତ୍ତମାନ ୟୁନିଫର୍ମ ସିଭିଲ…

ଟ୍ରେନ୍‌ ଦୁର୍ଘଟଣା: ବାଲେଶ୍ୱର ଡାକ୍ତରଖାନାରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର ଅଫିସ,୩ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ବାଲେଶ୍ବର ଜିଲା ମୁଖ୍ୟ ଡାକ୍ତରଖାନାରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି। ଆହତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

ବେଦରେ ବୀଜ ଗଣିତ, ଧାତୁ ବିଜ୍ଞାନ, ଏରୋନେଟିକ୍ସ ସମ୍ପର୍କରେ ରହିଛି ବହୁ ସୂଚନା: ଇସ୍ରୋ ମୁଖ୍ୟ…

ହାଇଦ୍ରାବାଦ,୩।୬ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ. ସୋମନାଥ ବିଶ୍ୱର ସର୍ବ ପୁରାତନ ଶାସ୍ତ୍ର ବେଦ ଏବଂ ପୁରାତନ ଭାଷା ସଂସ୍କୃତକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ ଦର୍ଶାଇଛନ୍ତି ବୈଜ୍ଞାନିକ ଧାରଣା ଯେପରିକି ବୀଜ…

ପରମାଣୁ ଚୁକ୍ତିକୁ ଫେରିବା ପାଇଁ ଆମେରିକା ସମ୍ମୁଖରେ ସର୍ତ୍ତ ରଖିଲା ରୁଷିଆ…

ମସ୍କୋ,୩।୬ :ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ଉପ ବୈଦେଶିକ ମନ୍ତ୍ରୀ ସର୍ଗେ ଇ ରାଇବକୋଭ କହିଛନ୍ତି ରୁଷିଆ ଆମେରିକା ସହିତ ନୂତନ ଷ୍ଟାର୍ଟ ଚୁକ୍ତି ପୁନଃ ଆରମ୍ଭ କରିବାକୁ ଚିନ୍ତା କରୁଛି। ତେବେ ଏହି ଚୁକ୍ତି ପାଇଁ ରୁଷିଆ ଆମେରିକା ସମ୍ମୁଖରେ…

ଜାପାନର ବଢୁଥିବା ସାମରିକ ଶକ୍ତି ଯୋଗୁ ଅନ୍ୟ ଦେଶ ପାଇଁ ବିପଦ ନାହିଁ: ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି…

ଟୋକିଓ,୩।୬ : ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ଦେଶର ବୃଦ୍ଧି ପାଉଥିବା ସାମରିକ ଶକ୍ତି ଯୋଗୁ ଅନ୍ୟ ଦେଶ ପ୍ରତି କୌଣସି ବିପଦ ନାହିଁ। ସିଙ୍ଗାପୁରରେ ୪୯ ଟି ଦେଶର ୬୦୦ପ୍ରତିନିଧୀଙ୍କ ସହ ଏକ ସୁରକ୍ଷା ସମ୍ମିଳନୀ ଆୟୋଜିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?