ଧନୀ ଦେଶରେ ବେସରକାରୀ ସ୍କୁଲ୍କୁ ଯାଆନ୍ତି କମ୍ ଛାତ୍ରୀଛାତ୍ର, କାରଣ ଜାଣିଲେ…
ଲଣ୍ଡନ, ଓ୍ବାଶିଂଟନ୍,୧୦।୬: ଆମ ଦେଶରେ ସରକାରୀ ସ୍କୁଲ୍ ଠାରୁ ବେସରକାରୀ ସ୍କୁଲ୍ରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି କି, ଧନୀକ ଶ୍ରେଣୀର ବେସରକାରୀ ସ୍କୁଲ୍ରେ ଅଧ୍ୟୟନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବହୁତ୍ କମ୍। ସ୍କୁଲ୍ ଫି…
ଧାରା ୩୭୦ ଉଚ୍ଛେଦ ସମୟରେ କେନ୍ଦ୍ର ସହ ଥିଲେ, ଏବେ ବିରୋଧୀଙ୍କ ସମର୍ଥନ ଲୋଡୁଛନ୍ତି, କେଜରିଓ୍ବାଲଙ୍କୁ ଓମାରଙ୍କ ସମାଲୋଚନା …
ଶ୍ରୀନଗର,୧୦।୬ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି…
ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଅବା ନାପସନ୍ଦ କରିବା ଭିନ୍ନ କଥା, ଅପମାନଜନକ ବିବୃତ୍ତି ଦଣ୍ଡନୀୟ: କୋର୍ଟ…
ଅହମଦାବାଦ,୧୦।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମୃତ ମାତା ହୀରାବେନ ମୋଦିଙ୍କ ବିରୋଧରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ସିଙ୍ଗଲ ଜଜ ଜଷ୍ଟିସ ନିର୍ଜର ଦେଶାଇ କହିଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କୁ…
ନରଓ୍ବେକୁ ବ୍ୟାପିଲା କାନାଡା ଜଙ୍ଗଲ ନିଆଁ
ଅଟାଓ୍ବା,୧୦ା୬: କାନାଡା ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଧୂଆଁ ଯୋଗୁ ନ୍ୟୁୟର୍କର ବାୟୁ ଏବଂ ଆମେରିକାର ଅନେକ ଅଞ୍ଚଳ ପ୍ରଦୂଷିତ ହୋଇସାରିଛି। ବର୍ତ୍ତମାନ ଏହି ଧୂଆଁ ଗ୍ରୀନଲାଣ୍ଡ, ଆଇସଲାଣ୍ଡ ଦେଇ ନରଓ୍ବେରେ ପହଞ୍ଚିଛି। ବୈଜ୍ଞାନିକମାନେ ଆଶଙ୍କା…
ଆଫ୍ରିକାରେ ମରୁଡି ଆଶଙ୍କା! ଫସଲ ଜଳିଯିବା ସହ ହେଲାଣି ଅନେକ ପଶୁଙ୍କ ମୃତ୍ୟୁ
ଆଫ୍ରିକା,୧୦।୬: ବିଶ୍ୱତ୍ତାପନ ଯୋଗୁଁ ବିଭିନ୍ନ ପ୍ରକାର ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ହେତୁ ପୂର୍ବ ଆଫ୍ରିକାରେ ମରୁଡ଼ି ଆଶଙ୍କା ୧୦୦% ବୃଦ୍ଧି ପାଇଛି। ଏନେଇ ଓ୍ବାଲର୍ଡ ଓ୍ବେଦର୍ ଆଟ୍ରିବ୍ୟୁସନ(ଡବ୍ଲୁଡବ୍ଲୁଏ)ରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସର…
ଲିଭ୍ ଇନ୍ ହତ୍ୟା: ସରସ୍ବତୀଙ୍କୁ ହତ୍ୟା କରିଥିବା ମନୋଜ ଏଚଆଇଭି ପଜିଟିଭ୍…
ମୁମ୍ବାଇ,୧୦।୬ : ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ନିଜ ଲିଭ ଇନ ପାର୍ଟନର ସରସ୍ବତୀ ବୈଦଙ୍କୁ ହତ୍ୟା କରିଥିବା ମନୋଜ ସାନେ ଜଣେ ଏଚଆଇଭି ପଜିଟିଭ ବୋଲି ଜଣାପଡ଼ିଛି। ସରସ୍ବତୀ ତାଙ୍କ ସ୍ତ୍ରୀ ଥିଲେ ବୋଲି ସେ ପୋଲିସକୁ…
କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…
ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସ୍ଥିର ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ବିଚାର କରିବାକୁ…
ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍-ରିଲେ ପ୍ୟାନେଲ ଜବତ…
ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିବା ପରେ ଷ୍ଟେଶନକୁ ସିଲ କରିଛି। ଫଳରେ ଏଣିକି ବାହାନଗା ବଜାର…
ଉଦ୍ଧବ ମୋ ସାନ ଭାଇ ଭଳି: ମହାରାଷ୍ଟ୍ର ଭାଜପା ପ୍ରମୁଖ…
ମୁମ୍ବାଇ,୧୦।୬ : ମହାରାଷ୍ଟ୍ର ଭାଜପା ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛି। ଭାଜପା ରାଜ୍ୟ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ଶନିବାର ଶିବସେନା (ଉଦ୍ଧବ ଦଳ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି ବର୍ତ୍ତମାନ ସେ ଏପରି ସ୍ଥିତିରେ ଅଛନ୍ତି କଂଗ୍ରେସ…
ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଲେଖିଲେ ଚିଠି, ‘୩୨ ବର୍ଷ ହେଲା ମା’ଙ୍କୁ ଦେଖିନାହିଁ, ଏବେ ଘରକୁ ଯିବାକୁ ଚାହୁଁଛି’
ଚେନ୍ନାଇ,୧୦।୬: ୩୨ବର୍ଷ ଧରି ମା’ଙ୍କୁ ଦେଖିନାହିଁ। ମୋତେ ଯିବାକୁ ଦିଅନ୍ତୁ। କୋହଭରା କଣ୍ଠରେ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏମ.ଟି ସନ୍ଥନ। ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର…
ଜବରଦସ୍ତ ଧର୍ମାନ୍ତରୀକରଣ କରି ବିବାହ କରାଯାଇଥିବା ବାଳିକାଙ୍କୁ ମାତାପିତାଙ୍କ ସହ ଯିବାକୁ ମନା କଲେ ପାକିସ୍ତାନ କୋର୍ଟ…
ଇସଲାମାବା,୧୦।୬ : ପାକିସ୍ତାନରେ ହିନ୍ଦୁ ଯୁବତୀମାନଙ୍କୁ ଜବରଦସ୍ତଧର୍ମାନ୍ତରୀକରଣ କରିବା ଏବଂ ସେମାନଙ୍କୁ ମୁସଲମାନ ପୁଅମାନଙ୍କ ସହିତ ବିବାହ କରିବା ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସିନ୍ଧ ପ୍ରଦେଶରୁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଠାରେ ଜଣେ ୧୪ ବର୍ଷ ବୟସ୍କାର ହିନ୍ଦୁ…
ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ: ୬ ମାସ ପୂର୍ବରୁ ମି ଠୁ ପ୍ରସଙ୍ଗ ନେଇ ବଢ଼ିଲା ଉଷ୍ମତା…
ତାଇପେ,୧୦।୬ : ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ୬ମାସ ପୂର୍ବରୁ ହାସ ମି ଠୁ (#MeToo) ପ୍ରସଙ୍ଗ ଉଠିଛି। ଯୌନ ଉତ୍ପୀଡ଼ନର ଶିକାର ହୋଇ ଆଗକୁ ଆସିଥିବା ଅନେକ ମହିଳା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଇୱାନ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା…

