Posted inଜାତୀୟ

୩୩ ବର୍ଷ ପରେ ସିନେମା ହଲ ଖୋଲିଲା, ବଡ଼ ପରଦାରେ ଫିଲ୍ମର ଆନନ୍ଦ ନେବେ ଲୋକେ..

ଶ୍ରୀନଗର,୧୬।୭ : ସିନେମା ହଲ ଗୁଡିକ ୩୩ ବର୍ଷ ପରେ ଜମ୍ମୁ-କଶ୍ମୀରର ବାରମୁଳା ଏବଂ ହାଣ୍ଡୱାରା ପୁଣି ଖୋଲିଛି। ଉପରାଜ୍ୟପାଳ ମନୋଜ ସିହ୍ନା ଉତ୍ତର କଶ୍ମୀରର ଏହି ଦୁଇଟି ସହରରେ ୧୦୦ଟି ସିଟ ବିଶିଷ୍ଟ ଦୁଇଟି ସିନେମା ହଲ୍ର ଉଦଘାଟନ କରିଛନ୍ତି। ଆତଙ୍କବାଦ କାରଣରୁ ଗତ କିଛି ଦଶନ୍ଧି ମଧ୍ୟରେ ବନ୍ଦ ହୋଇଯାଇଥିବା ଥିଏଟରଗୁଡିକ ପୁଣି ଖୋଲିବା ାରମ୍ଭ କରିଛି। ଥିଏଟର ଯାଉଥିବା ଜନସାଧାରଣଙ୍କ ସଂସ୍କୃତିକୁ ପୁନର୍ଜୀବିତ କରିବା, ମନୋରଞ୍ଜନ ବିକଳ୍ପକୁ ବିସ୍ତାର କରିବା ସ୍ବାଭାବିକତାର ବାର୍ତ୍ତା ପ୍ରଚାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଗତ ବର୍ଷ ମନୋଜ ସିହ୍ନା ଶୋପିଆନ ଏବଂ ପୁଲୱାମାରେ ସିନେମା ହଲ ଉଦଘାଟନ କରିଥିଲେ। ଶ୍ରୀନଗରରେ ଏକ ମଲ୍ଟିପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଇଥିଲା। ଉପରାଜ୍ୟପାଳ ସିହ୍ନା ପ୍ରତ୍ୟେକ ଜିଲାରେ ଏକ ସିନେମା ହଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ କହିଛନ୍ତି ଏହି ରାଜ୍ୟର ଲୋକମାନେ ପୁନର୍ବାର ବଡ଼ ପରଦାରେ ସିନେମା ଦେଖିବାର ଅଭିଜ୍ଞତା ସହିତ ଆନନ୍ଦ ପାଇବା ଉଚିତ। ଆତଙ୍କବାଦ ପୂର୍ବରୁ ଜମ୍ମୁ-କଶ୍ମୀର ଏକ ସିନେମାର ସ୍ବର୍ଗ ଥିଲା। ବହୁ ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ରର ଶୁଟିଂର କେନ୍ଦ୍ର ଥିଲା।

୧୯୯୦ ପର୍ଯ୍ୟନ୍ତ ବାରମୁଳା, ରିଗିନା ଏବଂ ଥିମାୟାରେ ଦୁଇଟି ପ୍ରେକ୍ଷାଳୟ ରହିଥିଲା, ଯାହା ସେନା ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ଆତଙ୍କବାଦ ବିସ୍ତାର ପରେ ସେଗୁଡ଼ିକୁ ବନ୍ଦ କରିବାକୁ ପଡିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?