Home Middle

ଶିବସେନାର ୪ ମନ୍ତ୍ରୀଙ୍କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ: ସଞ୍ଜୟ ରାଉତ

ମୁମ୍ବାଇ,୧୦।୬: ମହାରାଷ୍ଟ୍ର କ୍ୟାବିନେଟରେ ପରିବର୍ତ୍ତନ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶୁକ୍ରବାର ଦାବି କରିଛନ୍ତି ଯେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ୪ ଶିବସେନା ମନ୍ତ୍ରୀଙ୍କୁ ହଟାଇବାକୁ କହିଛନ୍ତି। ଶିନ୍ଦେଙ୍କ ନେତୃତ୍ୱାଧୀନ…

ରାହାନେଙ୍କ ଲଢୁଆ ବ୍ୟାଟିଂ

ଦି ଓଭାଲ, ୧୦ା୬: ଦି ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲର ତୃତୀୟ ଦିବସରେ ଭାରତର ସମ୍ମାନ ରଖିଛନ୍ତି ଅଜିଙ୍କ୍ୟ ରାହାନେ। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଫଲୋଅନ୍‌ ଆଡକୁ ଗତି କରୁଥିବା ବେଳେ ରାହନେ ଦଳକୁ ସଙ୍କଟରୁ…

ମଣିପୁରରେ ସାନି ହିଂସା: ୩ ମୃତ

ଗୁଆହାଟୀ/ନୂଆଦିଲ୍ଲୀ, ୧୦ା୬: ମଣିପୁର ହିଂସା ଥମିବା ନାଁ ନେଉନି। କିଛିଦିନର ନୀରବତା ପରେ ଶୁକ୍ରବାର ସେଠାରେ ସାନି ହିଂସାକାଣ୍ଡ ଦେଖାଦେଇଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। କୁକି ବହୁଳ କଙ୍ଗପୋକ୍‌ପି ଜିଲା…

ଗୁଜୁରାଟ କଂଗ୍ରେସର କମାଣ୍ଡ ଧରିଲେ ଶକ୍ତି ସିଂ

ନୂଆଦିଲ୍ଲୀ,୯।୬: ଗୁଜୁରାଟରେ କଂଗ୍ରେସର ସଭାପତି ଭାବେ ଶକ୍ତି ସିଂ ଗୋହିଲଙ୍କୁ ନିଯୁକ୍ତ କରାଯାଇଛି। କଂଗ୍ରେସ ନେତା ଦୀପକ ବାବରିଆଙ୍କୁ ଦିଲ୍ଲୀ କଂଗ୍ରେସ ଏବଂ ହରିୟାଣା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ମୁମ୍ବାଇ କଂଗ୍ରେସ କମିଟିର ସଭାପତି ଭାବେ ବର୍ଷା ଗାୟକବାଡଙ୍କୁ ନିଯୁକ୍ତ…

ଗୋଡସେ ଭାରତ ମାଆର ପୁଅ: ଗିରିରାଜ ସିଂ

ନୂଆଦିଲ୍ଲୀ,୯।୬: ମୋଦି ସରକାରରେ ଗ୍ରାମୀଣ ଉନ୍ନୟନ ଏବଂ ପଞ୍ଚାୟତରାଜ ଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଭାରତର ପୁତ୍ର ବୋଲି ବର୍ଣ୍ଣନା କରିଛନ୍ତି। ଖବର ସରବରାହ ସଂସ୍ଥା ଏନାଇକୁ ସାକ୍ଷାତକାର ଦେଇ କେନ୍ଦ୍ର ମନ୍ତ୍ରୀ…

ଯେଉଁ ବ୍ରହ୍ମାଦତ୍ତଙ୍କୁ ମାରିଥିଲେ ସଞ୍ଜୀବ, ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିଲେ ମାୟାବତୀ, କାହିଁକି ରାଜି ହୋଇ ନ ଥିଲା ଭାଜପା…

ଲକ୍ଷ୍ନୌ,୯।୬: ଲକ୍ଷ୍ନୌର ହାଇକୋର୍ଟ ପରିସରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କୁ ବୁଧବାର ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ଉତ୍ତରପ୍ରଦେଶ ରାଜନୀତିର ୩ଦଶକର ପୁରୁଣା ଅଧ୍ୟାୟକୁ ତାଜା କରିଦେଇଛି। ସଞ୍ଜୀବ ଭାଜପାର ଦୁଇ ବିଧାୟକ କୃଷ୍ଣାନନ୍ଦ ରାୟ ଏବଂ ବ୍ରହ୍ମାଦତ୍ତ…

ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି

ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ସଚିବ। ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର…

ସେଙ୍ଗୋଲକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ଭାଜପାର ଫେକ୍‌ ଫ୍ୟାକ୍ଟ୍ରିର ମୁଖା ଖୋଲିଛି ଏହି ସାକ୍ଷାତକାର!

ନୂଆଦିଲ୍ଲୀ,୯।୬:ନୂଆ ସଂସଦ ଭବନ ଉଦ୍‌ଘାଟନ ହେବା ପରେ ସେଙ୍ଗୋଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ନୂଆ ସଂସଦ ଭବନକୁ ବିରୋଧ କରିବା ସହ ବିରେଧୀ ଏହି ଉତ୍ସବକୁ ବର୍ଜନ କରିଥିଲେ। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସଂସଦ ଭବନରେ ସ୍ଥାପନ କରିବା ବେଳେ…

ମୁଖ୍ୟମନ୍ତ୍ରୀ ମୋ ଠାରୁ ଅଧିକ ଆଶା କରୁଥିଲେ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ, ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି, ବିଗତ ଦିନରେ…

ମଣିପୁର ହିଂସାକାଣ୍ଡ: ଏସଆଇଟି ଗଠନ କଲା ସିବିଆଇ

ଇମ୍ଫାଲ,୯।୬: ମଣିପୁରରେ ହିଂସା ଘଟଣାର ତଦନ୍ତ ପାଇଁ ଶୁକ୍ରବାର ସିବିଆଇ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଏନେଇ ସିବିଆଇ ଅଧିକାରୀ କହିଛନ୍ତି, ଆମେ ଏହି ମାମଲାରେ ପଞ୍ଜୀକୃତ ୬ଟିି ଏଫଆଇଆର୍‌କୁ ଯାଞ୍ଚ କରିବୁ। ସେଥିମଧ୍ୟରୁ ୫ଟି ଅପରାଧିକ ଷଡଯନ୍ତ୍ର ଏବଂ ଗୋଟିଏ…

ତେଜସ୍ବୀଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର, ‘ଦେଶରେ ସବୁଠାରୁ ଅଧିକ ଅପରାଧୀ ଲୋକ ଆରଜେଡି…’

ପାଟନା,୯।୬: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଗତ ବର୍ଷ ଅକ୍ଟୋବର ୨ରୁ ବିହାରର ବିଭିନ୍ନ ଜିଲ୍ଲାରେ ଜନ ସୁରାଜ ପଦ ଯାତ୍ରା କରୁଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ପଦଯାତ୍ରା ସମସ୍ତିପୁରରେ ସ୍ଥଗିତ ରହିଛି, ତଥାପି ସେ କ୍ରମାଗତ ଭାବରେ…

ମହାକାଶ ଯାତ୍ରା ଦ୍ୱାରା ମସ୍ତିଷ୍କ ଉପରେ ପଡୁଛି କୁପ୍ରଭାବ, ବଢୁଛି କ୍ୟାନସର ହେବାର ଆଶଙ୍କା

ଓ୍ବାଶିଂଟନ,୯।୬: ମହାକାଶକୁ ଯାତ୍ରା କରିବା ମାନବ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏଥିରେ ମାଇକ୍ରୋଗ୍ରାଭିଟିର ସ୍ଥିତି ଏବଂ ଅନ୍ୟାନ୍ୟ କାରଣ ଆମ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆମ ଶରୀରକୁ କ୍ଷତି ପହଞ୍ଚାଉଛି । ସବୁଠୁ ବଡ ଚିନ୍ତା ମୁଣ୍ଡକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri