ମଣିପୁର ହିଂସାକୁ ୪ ମାସ: ୧୭୫ ମୃତ୍ୟୁ, ୧୧୦୦ରୁ ଅଧିକ ଆହତ, ପୋଡି ଦେଇଛନ୍ତି ୪,୭୮୬ ଘର
ଇମ୍ଫାଲ,୧୫।୯: ମଣିପୁରରେ ଗତ ୪ ମାସ ହେବ ହିଂସା ଜାରି ରହିଛି। ମେ’୩ରେ ଆରମ୍ଭ ହୋଇଥିବା ଜାତୀୟ ହିଂସାରେ ଅତିକମରେ ୧୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଏହାସହ ଏକ ହଜାରରୁ ଅଧିକ ଲୋକ ଆହତ ହୋଇ ସାରିଛନ୍ତି। ଆଇଜିପି (ଅପରେସନ୍ସ)…
ଦୁଇ ସପ୍ତାହ ହେଲା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ନଜରବନ୍ଦୀ ଆଶଙ୍କା କଲେ ଆମେରିକା ରାଷ୍ଟ୍ରଦୂତ
ଟୋକିଓ,୧୫ା୯: ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ ଇମାନୁଏଲ ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ପଚାରିଛନ୍ତି ଯେ, ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନଜରବନ୍ଦୀ ରଖାଯାଇଛି କି? ରାଷ୍ଟ୍ରଦୂତ କହିଛନ୍ତି, ଏହା ଗତ ଦୁଇ ସପ୍ତାହ ମଧ୍ୟରେ ଚାଇନାବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି।…
ଆମେରିକାର ୨ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ରୁଷିଆ, ୭ ଦିନ ଭିତରେ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ
ମସ୍କୋ,୧୫।୯: ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଆମେରିକାର ଦୁଇ କୂଟନୀତିଜ୍ଞଙ୍କୁ ସାତ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି କୂଟନୀତିଜ୍ଞମାନେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି, ରୁଷିଆରେ ଆମେରିକାର ଦୂତାବାସର…
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଢିଲା ସମସ୍ୟା: ପୁଅ ହଣ୍ଟର୍ ଦୋଷୀ ସାବ୍ୟସ୍ତ
ଓ୍ବାଶିଂଟନ୍,୧୫।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ ବଢିବାରେ ଲାଗିଛି। ଫେଡେରାଲ ଫାୟାରଆର୍ମସ ଅଭିଯୋଗରେ ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହଣ୍ଟର୍ଙ୍କ ବିରୋଧରେ ଅନୁସନ୍ଧାନ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହାପୂର୍ବରୁ ଆମେରିକା ସଂସଦର ବାଚସ୍ପତି କେଭିନ…
କଂଗ୍ରେସ ବିଧାୟକ ଗିରଫ
ନୂଆଦିଲ୍ଲୀ,୧୫।୯: ନୁହ ହିଂସା କରିବାକୁ ଷଡଯନ୍ତ୍ର ଅଭିଯୋଗରେ ହରିୟାଣା ପୋଲିସ ବିଳମ୍ବିତ ରାତିରେ ରାଜସ୍ଥାନର ଫିରୋଜପୁର ଝିରକାର କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ କରିଛି। ଡିଏସପି ସତୀଶ କୁମାର ଏହା ନିଶ୍ଚିତ କରିଛନ୍ତି। ଆଜି ମାମନଙ୍କୁ କୋର୍ଟରେ ହାଜର କରାଯିବ।…
ଭାରତ-ଶ୍ରୀଲଙ୍କା ଫାଇନାଲ
କଲମ୍ବୋ,୧୫ା୯: ଏସିଆ କପ୍ ଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଶ୍ରୀଲଙ୍କା। ଗୁରୁବାର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ବର୍ଷା କାରଣରୁ ମ୍ୟାଚ୍ଟି ୪୨ ଓଭର ବିଶିଷ୍ଟ…
ଶ୍ରୀଲଙ୍କା ଆଗରେ ୨୫୩ ରନ୍ର ବିଜୟ ଟାର୍ଗେଟ୍
କଲମ୍ବୋ,୧୪।୯: କଲମ୍ବୋ ସ୍ଥିତ ଆର୍.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ଏସିଆ କପ୍ର ସୁପର-୪ର ପଞ୍ଚମ ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ମହମ୍ମଦ ରିଜଓ୍ବାନ ଏବଂ ଅବଦୁଲ୍ଲା ଶଫିକଙ୍କ…
କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମାମଲା କରିବେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ
ଗୁଆହାଟୀ,୧୪।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ କଂଗ୍ରେସ ଏମ୍ପି ଗୌରବ ଗୋଗୋଇଙ୍କ ବିରୋଧରେ ୧୦ କୋଟି ଟଙ୍କା ମାନହାନି ମାମଲା ଦାୟର କରିବେ। ଲୋକ ସଭାରେ କଂଗ୍ରେସ ନେତା ଗୌରବ ଗୋଗୋଇ ଦାବି କରିଛନ୍ତି ଯେ, ଶର୍ମାଙ୍କ ପତ୍ନୀ…
ଗାଈ ଗୋବରକୁ ନେଇ କଂଗ୍ରେସ କରିଛି ଦୁର୍ନୀତି: ମୋଦି
ରାୟଗଡ଼,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ର ରାୟଗଡ଼ ଜିଲା ଗସ୍ତରେ ଆସିଛନ୍ତି। ୭୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି ରାଜ୍ୟ ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ସେ କଂଗ୍ରେସ ନେତୃତ୍ୱାଧୀନ ସରକାର ଉପରେ କଡ଼ା…
ବର୍ଷା ଯୋଗୁ ଅଧାରୁ ଅଟକିଲା ମ୍ୟାଚ, ଖେଳାଯିବ ୪୨ ଓଭର
କଲମ୍ବୋ,୧୪।୯: ଗୁରୁବାର କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ଏବଂ ଶ୍ରୀଲଙ୍କା ମ୍ୟାଚ ସମୟରେ ବର୍ଷା ଯୋଗୁ ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଛି। ୨୭.୪ ଓଭରରେ ପାକିସ୍ତାନ ସ୍କୋର ୧୩୦/୫ରେ ରହିଛି। ମହମ୍ମଦ ରିଜୱାନ କ୍ରିଜରେ ଅଛନ୍ତି। ଇଫତିଖାର ଅହମ୍ମଦଙ୍କୁ…
ପାକିସ୍ତାନକୁ ଫେରିଲେ ଗିରଫ ହେବେ ନୱାଜ ଶରିଫ! ଜବାବ ଦେଲେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୧୪।୯: ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱର-ଉଲ ହକ କକର କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଦେଶକୁ ଫେରିବା ପରେ ତାଙ୍କୁ ଗିରଫ କରାଯିବ କି ନାହିଁ ତାହା ଆଇନ ପ୍ରଣୟନକାରୀ ସଂସ୍ଥା ନିଷ୍ପତ୍ତି ନେବେ। ପିଏମ୍ଏଲ-ଏନ୍ ସୁପ୍ରିମୋ ଯଦି…
ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି…
କଲମ୍ବୋ,୧୪।୯: ୨୦୨୩ ଏସିଆ କପ ଗୁରୁବାର ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର ଫୋର୍ ମ୍ୟାଚ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା…
Archives


