ରିପୋର୍ଟରେ ଭୁଲ୍ ବିବୃତି ଅପରାଧ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬ା୯: ମଣିପୁର ହିଂସାବେଳେ ସରକାରଙ୍କ ବିରୋଧରେ ଖବର ଛାପିଥିବାରୁ ଏଡିଟର୍ସ ଗିଲ୍ଡ ଓ ଏହାର ୪ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ଦାଏର ହୋଇଛି। ସୈନ୍ୟବାହିନୀର ନିବେଦନକ୍ରମେ ଖବର ଛାପିଥିବା ଏକ ସାମ୍ବାଦିକ ସଂଗଠନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇଲା…
ଗିଲ୍ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ
କଲମ୍ବୋ, ୧୬।୯: ଶୁବମନ ଗିଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଭାରତ ଚଳିତ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ସୁପର-୪ ମ୍ୟାଚରେ ବାଂଲାଦେଶଠାରୁ ୬ ରନରେ ହାରି ଯାଇଛି। ବାଂଲାଦେଶ ୫୦ ଓଭରରେ ୮ ଉଇକେଟ ହରାଇ ୨୬୫…
ଆଜି ୫୪ କଳାକାରଙ୍କୁ ମିଳିବ ସଙ୍ଗିତ ନାଟକ ଏକାଡେମୀ ଅମୃତ ଆଓ୍ବାର୍ଡ, ଉପରାଷ୍ଟ୍ରପତି କରିବେ ସମ୍ମାନୀତ
ନୂଆଦିଲ୍ଲୀ,୧୬।୯: ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ୭୫ବର୍ଷରୁ ଅଧିକ ୮୪ କଳାକାରଙ୍କୁ ସଙ୍ଗିତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ଭେଟେରାନ…
୫ମ କକ୍ଷପଥରେ ଆଦିତ୍ୟ-ଏଲ୍୧
ବେଙ୍ଗାଲୁରୁ,୧୬ା୯(ପି.ଟି.): ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମିଶନ ଆଦିତ୍ୟ-ଏଲ୍୧ର ଚତୁର୍ଥ ପୃଥିବୀ କୈନ୍ଦ୍ରିକ କକ୍ଷପଥ ଉତ୍ଥାନ ଶୁକ୍ରବାର ଭୋର ସମୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏବେ ଏହା ପଞ୍ଚମ କକ୍ଷପଥରେ ପ୍ରବେଶ କରିଛି। ନୂଆ କକ୍ଷପଥର ପୃଥିବୀଠାରୁ…
ନିପାର ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରୁ ଆସିବ ମୋନୋକ୍ଲୋନାଲ ଆଣ୍ଟିବଡି
ନୂଆଦିଲ୍ଲୀ୧୫।୯: ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ। ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବାହଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୮ରେ ଅଷ୍ଟ୍ରେଲିଆରୁ କିଛି ମାତ୍ରାରେ ମୋନୋକ୍ଲୋନାଲ…
ବିଧାନସଭା ପେପରଲେସ୍ ହେବାରୁ ପ୍ରତିବର୍ଷ ସଞ୍ଚୟ ହେଉଛି ୩୪୦କୋଟି
ନୂଆଦିଲ୍ଲୀ,୧୫।୯: ବିଧାନସଭାଗୁଡ଼ିକ ପେପରଲେସ୍ ହେବାରୁ ପ୍ରତିବର୍ଷ ୩୪୦କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି। ପରିବେଶକୁ ସୁରକ୍ଷା ପାଇଁ କରାଯାଇଥିବା ଏହି ଯୋଜନା ଯୋଗୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କାଗଜ ଏବଂ ଅନ୍ୟାନ୍ୟ ଦସ୍ତାବିଜର ଖର୍ଚ୍ଚ ରୋକାଯାଇ ପାରୁଛି। ଏହାଦ୍ୱାରା ଗଛ…
ଓ୍ବାଗନର୍ ଗ୍ରୁପ୍କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ
ଇଂଲଣ୍ଡ,୧୫।୯: ବ୍ରିଟେନ ସରକାର ଋଷିଆର ୱାଗନର୍ ଗ୍ରୁପ୍କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ ଦେଶରେ ଏହାକୁ ସମର୍ଥନ କରିବା ଏବଂ ସଦସ୍ୟ ରହିବା ବେଆଇନ ହୋଇଯିବ। ଏହି ସଂଗଠନ କିଛି ଅପରାଧ କଲେ ତାଙ୍କୁ ୧୪…
ବ୍ରିଟେନରେ ସବୁଠାରୁ ବଡ ନିବେଶ କରିବେ ରତନ ଟାଟା
ନୂଆଦିଲ୍ଲୀ,୧୫।୯: ଭାରତର ବଡ ବ୍ୟବସାୟୀ ଓ କୋଟିପତିଙ୍କ ମଧ୍ୟରେ ଅନ୍ୟତମ ରତନ ଟାଟା ବ୍ରିଟେନରେ ଏକ ବଡ ପୁଞ୍ଜି ନିବେଶ କରିବାକୁ ଯାଉଛି। ଟାଟା ଷ୍ଟିଲ ଓ ବ୍ରିଟିଶ ସରକାର ମଧ୍ୟରେ ଏହି ଆର୍ଥିକ ପ୍ୟାକେଜକୁ ନେଇ ଚୁକ୍ତି ହୋଇଛି। ଶୁକ୍ରବାର…
ବାୟୁସେନାର ବଢିବ ଶକ୍ତି, ସୁଖୋଇ-୩୦ ଏମକେଆଇ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଲା ମଞ୍ଜୁରି
ନୂଆଦିଲ୍ଲୀ,୧୫।୯: ଭାରତୀୟ ବାୟୁସେନାରେ ସାମିଲ୍ ହେବ ୧୨ଟି ସୁଖୋଇ-୩୦ ଏମକେଆଇ। ଏହାକୁ କ୍ରୟ କରିବାକୁ ଅନୁମୋଦନ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଏହି ଯୁଦ୍ଧ ବିମାନ ଭାରତରେ ନିର୍ମାଣ ହେବ। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।…
୨୬୫ ରନ୍ରେ ଅଟକିଲା ବାଂଲାଦେଶ
କଲମ୍ବୋ,୧୫।୯: କଲମ୍ବୋସ୍ଥିତ ଆର୍.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ୨୦୨୩ ଏସିଆ କପ୍ର ସୁପର-୪ର ଷଷ୍ଠ ମ୍ୟାଚ୍ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ…
ବୁଲଡଗ୍ ଉପରେ ପ୍ରତିବନ୍ଧକ ଲଗେଇବ ବ୍ରିଟେନ
ଇଂଲଣ୍ଡ,୧୫।୯: ବ୍ରିଟିଶ ସରକାର ଆମେରିକୀୟ ଏକ୍ସଏଲ ବୁଲି କୁକୁର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ପ୍ରଜାତିର କୁକୁରମାନେ ବ୍ରିଟେନର ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ କେତେକଙ୍କର ମୁତ୍ୟୁ ଘଟିଛି।…
ନିପା ଭାଇରସରେ ମୃତ୍ୟୁହାର କରୋନାଠାରୁ ବହୁ ଅଧିକ:ଆଇସିଏମଆର ଡିଜି
ନୂଆଦିଲ୍ଲୀ,୧୫।୯: ଦେଶରେ ନିପା ଭାଇରସର ସଂକ୍ରମଣ ମାମଲା ମିଳିବା ପରେ ସରକାର ସତର୍କ ହୋଇଯାଇଛନ୍ତି। ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ଟର ରାଜୀବ ବହଲ ଶୁକ୍ରବାର କହିଛନ୍ତି ଯେ ନିପା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ ଚାଲିଛି। ସମସ୍ତ ସଂକ୍ରମିତ ବ୍ୟକ୍ତି ଇଣ୍ଡେକ୍ସ…
Archives


