Home Middle

ବିଚାରଧୀନ ମାମଲା ଲମ୍ବିତ ହେଲେ ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୩୦।୯ : ଦୁଇଥର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ବମ୍ବେ ହାଇକୋର୍ଟ କହିଛନ୍ତି ଭାରତର ସମ୍ବିଧାନରେ ଦର୍ଶାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବାରୁ ଜଣେ ବ୍ୟକ୍ତିଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ। ଏହା ସହିତ ଜଷ୍ଟିସ…

ଲଣ୍ଡନର ସେନା ସଂଗ୍ରହାଳୟରେ ଭାରତର ଗୌରବ ଦେଖିଲା ସାରା ଦୁନିଆ…

ଲଣ୍ଡନ, ୩୦।୯: ଲଣ୍ଡନର ଜାତୀୟ ସେନା ସଂଗ୍ରହାଳୟରେ ଭାରତର ସାହସିକତା ଦେଖିବାକୁ ମିଳିଛି। ଏଠାରେ ପ୍ରଥମ ବିଶ୍ୱଯୁଦ୍ଧର ବ୍ରିଟିଶ ଭାରତୀୟ ସେନା ସୈନିକ ଶୀର୍ଷକ ଏକ ପ୍ରଦର୍ଶନୀ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ଭାରତୀୟ ସେନାର…

ଆଲାସ୍କାରେ ମିଳିତ ସମରାଭ୍ୟାସ କଲେ ଭାରତ-ଆମେରିକା ସେନା

ଆଲାସ୍କା,୩୦।୯: ଭାରତ ଓ ଆମେରିକା ସେନା ମିଳିତ ଭାବେ ଆଲାସ୍କାରେ ଏକ ଯୁଦ୍ଧାଭ୍ୟାସ କରିଛନ୍ତି। ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି ଯେ ଉଭୟ ସେନା ଶୁକ୍ରବାର ଆଲାସ୍କାରେ ଫିଲ୍ଡ ଟ୍ରେନିଂ ଅଭ୍ୟାସ କରିଛନ୍ତି। ଏହି ବ୍ୟାୟାମ ଉଭୟ ସେନାର ଶକ୍ତି…

ଭାରତ-କାନାଡା ବିବାଦରେ ଭାରତକୁ ସମର୍ଥନ କଲା ବାଂଲାଦେଶ, କହିଲେ ଆତଙ୍କବାଦୀଙ୍କ ହବ୍‌ ପାଲଟିଛି କାନାଡା

ଢାକା,୩୦।୯: ଭାରତ-କାନାଡା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ବାଂଲାଦେଶ। ଖାଲିସ୍ତାନୀ ନେତାଙ୍କୁ ସମର୍ଥନ କରୁଥିବା କାନାଡା ଉପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, କାନାଡା ଆତଙ୍କବାଦୀଙ୍କ ହବ୍‌ ପାଲଟିଛି। ଯେକୌଣସି ଆତଙ୍କବାଦୀ କାନାଡା…

‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଭାରତ ମଣ୍ଡପମଠାରେ ଶନିବାର (ସେପ୍ଟେମ୍ବର ୩୦) ’ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଦେଶର ଆକାଂକ୍ଷା ବ୍ଲକଗୁଡିକ ପାଇଁ ‘ସଂକଳ୍ପ ସପ୍ତାହ’ ଯାତ୍ରା ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ। ଆସ୍ପିରେସନ ବ୍ଲକ ପ୍ରୋଗ୍ରାମ (ଏବିପି)…

ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଥିଲା କୋକେନ

ଅଟାଓ୍ବା/ନୂଆଦିଲ୍ଲୀ,୩୦।୯: ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ କୋକେନ ଭରି ରହିଥିଲା। ଏପରି ଦାବି କରିଛନ୍ତି ଭାରତର ପୂର୍ବତନ କୂଟନୀତିଜ୍ଞ ଦୀପକ ବୋହରା। ତେବେ ଏହି ଅଭିଯୋଗକୁ କାନାଡାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ପାକିସ୍ତାନର ଆତ୍ମଘାତୀ ବିସ୍ଫୋରଣରେ ରହିଛି ସେନାର ହାତ!

ଇସଲାମବାଦ,୩୦।୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସଜିଦରେ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ପାଳନ ବେଳେ…

ମଧ୍ୟପ୍ରଦେଶ ନିର୍ବାଚନ: ଏସପି, କଂଗ୍ରେସ ମଧ୍ୟରେ ହେବ ମେଣ୍ଟ! ଚାଲିଛି ଆଲୋଚନା

ଭୋପାଳ,୩୦।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଚାଲିଛି। ସରକାରୀ ଘୋଷଣା ପରେ ଉଭୟ ଦଳର ବିଶିଷ୍ଟ ନେତାମାନେ ମଧ୍ୟ ମଞ୍ଚ ବାଣ୍ଟିବେ। ମଧ୍ୟପ୍ରଦେଶର…

୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର

୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର ଅଟାଓ୍ବା,୩୦।୯: ୨୦୧୬ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଚିଠି ଲେଖି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ। ଭାରତ ସରକାର ତାଙ୍କ ବିରୋଧରେ ମିଛ…

ଭାରତର ଜି-୨୦ ଅଧ୍ୟକ୍ଷତା ବିଶ୍ୱକୁୁ ଏକାଠି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି: ଜୟଶଙ୍କର

ଓ୍ବାଶିଂଟନ,୩୦।୯: ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ବିଶ୍ୱ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ସେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଏକ ବଡ଼ କଥା…

କାବେରୀ ଜଳ ବିବାଦ: ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ, ସିଡବ୍ଲୁଏମଏରେ ଆବେଦନ କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ,୩୦।୯: କାବେରୀ ନଦୀର ଜଳ ଛାଡିବା ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। କର୍ନାଟକ ସରକାର ଏହାର ପୁନର୍ବିଚାର ପାଇଁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲୁଏମଏ) ଏବଂ ସୁପ୍ରିମକୋର୍ଟରେ ଆବେଦନ କରିବେ। ଏଥିପାଇଁ ସେ ଶନିବାର ପୁନର୍ବିଚାର ପିଟିଶନ ଦାଖଲ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?