Home Middle

ଆତଙ୍କବାଦୀ ଆକ୍ରମଣ ବନ୍ଦ ନ ହେଲେ ପାକିସ୍ତାନ ସହ କ୍ରିକେଟ ମ୍ୟାଚ ହେବ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜଣେ ଡିଏପି ଶହୀଦ ହୋଇଛନ୍ତି। ତେବେ ଏନେଇ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ଏକ…

ଅନନ୍ତନାଗ ଅପରେଶନ: ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ରକେଟ ଲଞ୍ଚର ହେଲା ନିୟୋଜନ

ଶ୍ରୀନଗର,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ତିନ ଯବାନ ଶହୀଦ ହୋଇଛନ୍ତି। ତେବେ ଏନେଇ ଅନନ୍ତନାଗ ଅପରେଶନ ଆରମ୍ଭ ହୋଇଛି। ଜିଲାର ପାହାଡିଆ ଅଞ୍ଚଳର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅପରେଶନ ଜାରି ରହିଛି। ଅପରେଶନରେ…

ଚନ୍ଦ୍ରପୃଷ୍ଠରେ କେମିତି ସୃଷ୍ଟି ହେଉଛି ଜଳ, ଆମେରିକା ବୈଜ୍ଞାନିକଙ୍କ ବଡ ଖୁଲାସା

ଓ୍ବାଶିଂଟନ୍‌,୧୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି। ତେବେ ଭାରତର ପ୍ରଥମ ମୁନ ମିଶନ ଚନ୍ଦ୍ରାୟାନ ୧କୁ ନେଇ…

ବୁଡିଯିବ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ, ଇନ୍ଧନ ଅଭାବରୁ ବିମାନ ଉଡାଣ ବନ୍ଦ

ଇସଲାମବାଦ,୧୫।୯: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ସହ ରାଜନୈତିକ ଅଚଳାବସ୍ଥା ଦେଇ ଗତି କରୁଛି। ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ପନିପରିବା ଓ ପେଟ୍ରୋଲର ଦର ହୁ ହୁ ହୋଇ ବଢି ଚାଲିଛି। ସେହିପରି ଦେଶରେ କାମଚଳା ସରକାର ମଧ୍ୟ…

ବାହାରିବ ଉତ୍ତର କୋରିଆରେ ୭୦ ବର୍ଷରୁ ଦବି ହୋଇଥିବା ଗୋଳା ବାରୁଦ

ମସ୍କୋ,୧୫।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସାକ୍ଷାତ ପରେ ବିଶ୍ୱର ବିଭିନ୍ନ ଦେଶ ତଥା ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ ଆଲୋଡ଼ନ ଆରମ୍ଭ ହୋଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି…

୧୦ ମିନିଟରେ ହଠାତ୍‌ ୨୮ ହଜାର ଫୁଟ ତଳକୁ ଖସିଲା ବିମାନ, ରାସ୍ତା ବଦଳାଇ ପହଞ୍ଚିଲା ବିମାନବନ୍ଦରରେ

ନଓ୍ବୋର୍କ,୧୫।୯: ଆମେରିକାର ଏକ ବିମାନ ସହ ନିକଟରେ ଏକ ଭୟାନକ ଘଟଣା ଘଟିଥିଲା। ନ୍ୟୁ ଜର୍ସିର ନଓ୍ବୋର୍କ ବିମାନବନ୍ଦରରୁ ଏକ ୟୁନାଇଟେଡ ଏୟାରଲାଇନ୍ସର ବିମାନ ମାତ୍ର ୧୦ ମିନିଟରେ ୨୮,୦୦୦ ଫୁଟ ତଳକୁ ଖସିଗଲା। କେବଳ ଏତିକି ନୁହେଁ, ଶହ ଶହ…

ତାମିଲନାଡ଼ୁରେ ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି ୩ ମହିଳା

ହାଇଦ୍ରାବାଦ,୧୫।୯: ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ମହିଳାମାନେ ହେଲେ କ୍ରିଷ୍ଣାଭେନୀ, ଏସ୍‌ ରାମ୍ୟା ଏବଂ…

୨୦୨୫ସୁଦ୍ଧା ପାକିସ୍ତାନର ପରମାଣୁ ବୋମା ସଂଖ୍ୟା ୨୦୦ଟପିବ, ଆମେରିକା ବୈଜ୍ଞାନିକଙ୍କ ଦାବି

ଇସଲାମବାଦ,୧୫।୯: ପଡୋଶୀ ଦେଶ ପାକିସ୍ତାନ ପାଖରେ ରହିଛି ୧୭୦ଟି ପରମାଣୁ ବୋମା ଯାହା ୨୦୨୫ ସୁଦ୍ଧା ୨୦୦ଟପିବ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ ‘ବୁଲେଟିନ ଅଫ୍‌ ଦ ଆଟୋମିକ ସାଇଣ୍ଟିଷ୍ଟ’ରେ ପ୍ରକାଶିତ ‘ନ୍ୟୁକ୍ଲିଅର ନୋଟବୁକ୍‌’ ସ୍ତମ୍ଭରେ ୧୧ସେପ୍ଟେମ୍ବରରେ ଆଲେଖ୍ୟ ପ୍ରକାଶ ପାଇଛି।…

ଥମୁନି ସନାତନ ଧର୍ମ ବିବାଦ, ସୁପ୍ରିମକୋର୍ଟରେ ପିଟିଶନ ଦାଖଲ

ନୂଆଦିଲ୍ଲୀ,୧୫।୯: ସନାତନ ଧର୍ମକୁ ନେଇ ତାମିଲନାଡୁ ସରକାରରେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ଏମ୍‌ପି ଏ ରାଜାଙ୍କ ବୟାନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଚେନ୍ନାଇର ଜଣେ ଓକିଲ ଏହି ଆବେଦନ କରିଛନ୍ତି। ଡିଏମକେ ନେତା ତଥା…

ପୁରୀ ପୌରପାଳିକା ଲିଜ୍‌ ଜମି ହେବ ନିୟମିତ, ସେପ୍ଟେମ୍ବର ଶେଷସୁଦ୍ଧା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର

ଭୁବନେଶ୍ୱର,୧୫ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ଼ ଜିଲା ଗସ୍ତ ସମୟରେ ଜନସାଧାରଣଙ୍କଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସମ୍ପର୍କରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଶୁକ୍ରବାର…

୯ ଦିନ ପରେ ଖୋଲିଲା ଆଫଗାନିସ୍ତାନ-ପାକିସ୍ତାନ ସୀମା

କାବୁଲ,୧୫ା୯: ଦୀର୍ଘ ୯ ଦିନ ବନ୍ଦ ରହିବା ପରେ ଶୁକ୍ରବାର ଆଫଗାନିସ୍ତାନ-ପାକିସ୍ତାନର ମୁଖ୍ୟ ସୀମା ପୁଣି ଥରେ ଖୋଲାଯାଇଛି। ଦୁଇ ସପ୍ତାହର ସୈନ୍ୟବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ଗତ ସପ୍ତାହରୁ ପଡ଼ୋଶୀ ଦେଶ ମଧ୍ୟରେ ଥିବା ଟୋର୍କହମ ସୀମା ବନ୍ଦ…

ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ଜାରି କଲେ ନକ୍ସା

ଅବୁଧାବି/ନୂଆଦିଲ୍ଲୀ,୧୫।୯: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଉ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶର ସମର୍ଥନ ପାଇବ ନାହିଁ। ପାକିସ୍ତାନର ନିକଟବର୍ତ୍ତୀ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ବୀକାର କରିଛି। ଏଥିପାଇଁ ସଂଯୁକ୍ତ ଆରବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri