Home Middle

ପ୍ୟାରିସରେ ପୁଣି ତେଜିଲା ହିଂସା, ସରକାରୀ ସମ୍ପତ୍ତି ନଷ୍ଟ

ପ୍ୟାରିସ,୨୪।୯: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପୁଣି ଥରେ ହିଂସା ଦେଖାଦେଇଛି। ପ୍ରାୟ ତିନିମାସ ପୂର୍ବେ ପୋଲିସ ଗୁଳିମାଡରେ ଏକ ଯୁବକଙ୍କ ମୃତ୍ୟୁ ପରେ ପ୍ୟାରିସବାସୀ ରାସ୍ତାକୁ ଓହ୍ଲାଇଥିଲେ। ତେବେ ୩ମାସର ଶାନ୍ତି ପରେ ପ୍ୟାରିସରେ ପୁଣିଥରେ ବିରୋଧ ଆରମ୍ଭ ହୋଇଛି। ବିକ୍ଷୋଭକାରୀମାନେ…

ସୋମାଲିଆରେ ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୨୦ ମୃତ…

ମୋଗାଦିଶୁ,୨୪।୯ : ସୋମାଲିଆରେ ଆତ୍ମଘାତୀ ଆକ୍ରମଣର ବନ୍ଦ ହେବାର ନା ଧରୁନି। ପୁଣି ଥରେ ବିସ୍ଫୋରଣରେ ସୋମାଲିଆରେ ଆତଙ୍କ ସୃଷ୍ଟି କରିଛି। ରବିବାର ବେଲେଡୱେନ ସହରରେ ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ…

ଟେକ୍ସାସ ସୀମା ପାର ହେଉଛନ୍ତି ପ୍ରତିଦିନ ୨ ହଜାରରୁ ଅଧିକ ଲୋକ…

ଓ୍ବାଶିଂଟନ,୨୪।୯ : ମେକ୍ସିକୋରୁ ଆମେରିକାର ଟେକ୍ସାସ ସୀମା ଅତିକ୍ରମ କରୁଥିବା ପ୍ରବାସୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ବୃଦ୍ଧି ଟେକ୍ସାସର ଏଲ ପାସୋ ସହରରେ ରେକର୍ଡକୁ ଭାଙ୍ଗି ଦେଇଛି। ଏଠାରେ ମେୟର କହିଛନ୍ତି ପ୍ରତିଦିନ ୨ ହଜାରରୁ ଅଧିକ ଲୋକ…

ରାବଣ ସହିତ ସନାତନ ବିରୋଧୀଙ୍କ ପୁତ୍ତଳିକା ଦହନ ହେଉ, ରାମଲୀଳା କମିଟିକୁ ଚିଠି ଲେଖିଲେ ଭାଜପା ନେତା…

ନୂଆଦିଲ୍ଲୀ,୨୪।୯ : ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଏବେ ଆଉ ଏକ ମୋଡ଼ ନେଇଛି। ଦିଲ୍ଲୀ ଭାଜପାର ମିଡିଆ ଇନଚାର୍ଜ ପ୍ରବୀଣ ଶଙ୍କର କପୁର କହିଛନ୍ତି ଚଳିତ ବର୍ଷ ଦଶହରା ଅବସରରେ ରାବଣ ସହିତ ସନାତନ ବିରୋଧୀଙ୍କ ପୁତ୍ତଳିକା ମଧ୍ୟ…

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ଖେଳୁନାହାନ୍ତି ବୁମ୍‌ରା

ଇନ୍ଦୋର,୨୪।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ…

କରୋନାଠାରୁ ଅଧିକ ଭୟଙ୍କର ମହାମାରୀ ଆସୁଛି: ବୈଜ୍ଞାନିକଙ୍କ ଚେତାବନୀ…

ଉହାନ,୨୪।୯ : ପୃଥିବୀ ଏପର୍ଯ୍ୟନ୍ତ କରୋନା ମହାମାରୀକୁ ଭୁଲି ନାହିଁ। ଏପରିସ୍ଥଳେ ଚାଇନାର ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଏକ ବଡ ଦାବି କରିବା ସହ ଚେତାବନୀ ଦେଇଛନ୍ତି। ଚାଇନାର ଉହାନ ଲ୍ୟାବ ସହ ଜଡିତ ଭାଇରୋଲୋଜିଷ୍ଟ ଶି ଜେଙ୍ଗଲି କହିଛନ୍ତି କରୋନାଠାରୁ…

ମଧ୍ୟପ୍ରଦେଶ-ଛତିଶଗଡ଼ରେ ଜିତିବ କଂଗ୍ରେସ, ତେଲଙ୍ଗାନାରେ ମଧ୍ୟ ମିଳିବ ସଫଳତା: ରାହୁଲ…

ନୂଆଦିଲ୍ଲୀ,୨୪।୯ : ୱାୟାନାଡର କଂଗ୍ରେସ ନେତା ତଥା ଦଳର ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ରବିବାର ରାଜଧାନୀ ଦିଲ୍ଲୀରେ ଏକ କନକ୍ଲେଭ ସମୟରେ ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଚଳିତ ବର୍ଷ ୫ ଟି ରାଜ୍ୟରେ ହେବାକୁ…

ବେନିନର ଇନ୍ଧନ ଡିପୋରେ ଅଗ୍ନିକାଣ୍ଡ : ୩୪ ମୃତ, ୨୦ ଗୁରୁତର ଆହତ…

ଆବୁଜା,୨୪।୯ : ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅଛନ୍ତି ବୋଲି କୁହାଯାଉଛି।…

ରୋଇଂରେ ଭାରତକୁ ରୌପ୍ୟ ପଦକ…

ହାଙ୍ଗଝୋଉ,,୨୪।୯ :ଏସୀୟ ଗେମ୍ସରେ ଭାରତ ପାଇଁ ରବିବାର ଏକ ଭଲ ଦିନ ସାବ୍ୟସ୍ତ ହୋଇଚି। ଖେଳ ଆରମ୍ଭରେ ଭାରତ ରୋଇଂରେ ପ୍ରଥମ ପଦକ ଜିତିଛି। ହାଲୁକା ଓଜନ ଡବଲ୍ସରେ ଅର୍ଜୁନ ଲାଲ ଜଟ ଏବଂ ଅରବିନ୍ଦ ସିଂ ଭାରତ ପାଇଁ ରୌପ୍ୟ…

ଇଛାଶକ୍ତିଥିଲେ ପୂର୍ବରୁ ଆସିଥାନ୍ତା ମହିଳା ସଂରକ୍ଷଣ ବିଲ୍‌, ନିର୍ବାଚନର ୬ ମାସ ଆଗରୁ ନୁହେଁ: ପ୍ରିୟଙ୍କା…

ମୁମ୍ବାଇ,୨୪।୯ : ମହିଳା ସଂରକ୍ଷଣ ବିଲ ଉପରେ ଭାଜପା ନେତ୍ରୀ ଉମା ଭାରତୀଙ୍କ ବିବୃତ୍ତି ଉପରେ ଶିବସେନା (ୟୁବିଟି) ଏମପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି କିଛି ଦିନ ପୂର୍ବରୁ ଉମା ଭାରତୀ ନିଜେ କହିଥିଲେ ମହିଳା ସଂରକ୍ଷଣ ବିଲରେ ଓବିସି କୋଟା…

ଜ୍ୟୋତିଷଙ୍କ ପରାମର୍ଶରେ ନିର୍ମିତ ହୋଇଛି ନୂଆ ସଂସଦ ଭବନ, ରାଜକୋଷରୁ ଚୋରି ହୋଇଛି ୨୦ ହଜାର କୋଟି: ସଞ୍ଜୟ ରାଉତ…

ମୁମ୍ବାଇ,୨୪।୯ : ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ନୂତନ ସଂସଦ ଭବନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶିବସେନା ମୁଖପତ୍ର ସାମନାର ଏକ ଆର୍ଟିକିଲ ମାଧ୍ୟମରେ ସେ କହିଛନ୍ତି, ଐତିହାସିକ ସଂସଦ ଗୃହ ତାଲା…

ବିଶ୍ୱ ଐତିହ୍ୟରେ ବର୍ତ୍ତମାନ ୪୨ ଭାରତୀୟ ସ୍ଥଳ: ମନ କି ବାତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କାର୍ଯ୍ୟକ୍ରମର ୧୦୫ ତମ ସଂସ୍କରଣରେ କହିଛନ୍ତି ଭାରତରେ ବିଶ୍ୱ ଐତିହ୍ୟ ସ୍ଥଳ ସଂଖ୍ୟା ବର୍ତ୍ତମାନ ୪୨ରେ ପହଞ୍ଚିଛି। ଆମର ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନଗୁଡିକ ଅଧିକରୁ ଅଧିକ ବିଶ୍ୱଐତିହ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri