ଆତଙ୍କବାଦୀ ତାଲିମ ଶିବିର ଚଳାଇଥିଲେ ନିଜ୍ଜର
ନୂଆଦିଲ୍ଲୀ,୨୪ା୯: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ୍ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ତୀବ୍ର ହୋଇଛି। ତେବେ ନିଜ୍ଜର ଧର୍ମୀୟ କିମ୍ବା ସାମାଜିକ ବ୍ୟକ୍ତିତ୍ୱ ନୁହନ୍ତି, ସେ ଆତଙ୍କବାଦୀମାନଙ୍କ ପାଇଁ ତାଲିମ ଶିବିର ଚଳାଇବା ସହ ଆତଙ୍କବାଦ…
ପ୍ରବଳ ବର୍ଷାରେ ନାଗପୁର ଜଳାର୍ଣ୍ଣବ
ନାଗୁପର,୨୪।୯: ମୁଷଳଧାରାରେ ବର୍ଷା ଯୋଗୁ ନାଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ମଧ୍ୟରେ ୩ ଫୁଟରୁ ଅଧିକ ପାଣି ଭରି ରହିଛି। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ମୁଷଳଧାରା ବର୍ଷା ନାଗପୁରବାସୀଙ୍କ ନିଦ ହଜାଇ ଦେଇଛି। ବର୍ଷା ଯୋଗୁ ରାସ୍ତା…
ସୌରଶକ୍ତି ଦ୍ୱାରା ପୁଣି ଜାଗ୍ରତ ହେବେ ବିକ୍ରମ ଲ୍ୟାଣ୍ଡର-ପ୍ରଜ୍ଞାନ ରୋଭର: ଇସ୍ରୋ…
ହାଇଦ୍ରାବାଦ,୨୩।୯ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସଫଳତାର ସହିତ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଚନ୍ଦ୍ରୟାନ -୩ ର ଏକ ସଫ୍ଟ ଅବତରଣ କରିଥିଲା। ଏହା ପରେ ଉଭୟ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର…
ଏକ ଦେଶ ଏକ ନିର୍ବାଚନ: ସମସ୍ତ ରାଜନୈତିକ ଦଳଙ୍କ ମତାମତ ଗ୍ରହଣ କରାଯିବ, କମିଟିର ନିଷ୍ପତ୍ତି…
ନୂଆଦିଲ୍ଲୀ,୨୩।୯ : ଏକ ଦେଶ ଏକ ନିର୍ବାଚନ ନେଇ ଶନିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ବୈଠକରେ ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳଙ୍କ ମତାମତ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
ଚାଇନାର ସମରାଭ୍ୟାସ ନେଇ ଆପତ୍ତି ଜଣାଇଲା ଫିଲିପାଇନ୍ସ…
ବେଜିଂ,୨୩।୯ : ବିବାଦୀୟ ଦକ୍ଷିଣ ଚାଇନା ସାଗର ଅଞ୍ଚଳରେ ଚାଇନା ଜାହାଜଗୁଡିକର ସମରାଭ୍ୟାସ ନେଇ ଫିଲିପାଇନ ଆପତ୍ତି ଜଣାଇଛି। ଏହା ଯୁଦ୍ଧକୁ ଉସୁକାଇବା କାର୍ଯ୍ୟ ବୋଲି ଫିଲିପାଇନ ଅଭିଯୋଗ ଆଣିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଦୁଇ ପଡୋଶୀ…
ରୁଷିଆର ନୌସେନା ମୁଖ୍ୟାଳୟରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼, ୯ ଋଷିଆ ଅଧିକାରୀ ମୃତ
ମସ୍କୋ/କିଭ୍,୨୩।୯: କ୍ରିମିଆର ସେଭାଷ୍ଟୋପୋଲ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ଶୁକ୍ରବାର ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ଋଷିଆର ୯ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି ବୋଲି ଶନିବାର ୟୁକ୍ରେନ ପ୍ରତିରକ୍ଷା…
ଭାରତ-କାନାଡା ବିବାଦ: ମହିନ୍ଦ୍ରା ପରେ ଜିନ୍ଦଲ ଦେଲା କାନାଡାକୁ ବଡ ଝଟକା
ନୂଆଦିଲ୍ଲୀ,୨୩।୯: କାନାଡା ଓ ଭାରତ ବିବାଦ ଚରମରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ତିକ୍ତତାର ପ୍ରଭାବ ବ୍ୟବସାୟରେ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କଲାଣି। ବିବାଦ ଭିତରେ ଭାରତୀୟ କମ୍ପାନୀଗୁଡିକ କାନାଡାରେ ସେମାନଙ୍କର ବ୍ୟବସାୟ ବନ୍ଦ କରୁଛନ୍ତି। ଯାହା କାନାଡା ଅର୍ଥନୀତିରେ…
ଆମେ ସେମାନଙ୍କୁ ହୋଲ ସେଲରେ ଆଣିଥିଲୁ: ଭାଜପା ଛାଡୁଥିବା ନେତାଙ୍କ ଉଦ୍ଦେଶ୍ୟରେ କହିଲେ ବିଜୟଭର୍ଗୀୟ…
ଭୋପାଳ,୨୩।୯ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଏହାକୁ ଦୃଷ୍ଟିରେ ରଖି ବହୁ ନେତା ଭାଜପା କଂଗ୍ରେସରେ ଯୋଗ ଦେଉଛନ୍ତି। ସେଥିମଧ୍ୟରୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆଙ୍କର ଅଧିକ ସମର୍ଥକ ଅଛନ୍ତି। ସେମାନଙ୍କ ଦଳ ଛାଡିବା ପ୍ରଶ୍ନରେ ଭାଜପାର ରାଷ୍ଟ୍ରୀୟ ମହାସଚିବ…
ଶିକ୍ଷକ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ବର,୨୩।୯(ଅସମାପିକା ସାହୁ) ସରକାରଙ୍କ ସହ ଆଲୋଚନା ପରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ କରାଯାଇଛି। ୯ଟି ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଶିକ୍ଷକ ସଂଘ। ଶିକ୍ଷକଙ୍କ ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ସାଟେଲାଇଟ ଚିତ୍ରରେ ଧରାପଡିଲା ଚାଇନା, ଆମେରିକା, ଋଷିଆର ମିଛ, ପରୀକ୍ଷଣ କରୁଛନ୍ତି ପରମାଣୁ ଅସ୍ତ୍ର
ନ୍ୟୁୟର୍କ,୨୩।୯: ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଏବଂ ବ୍ୟବହାର ପାଇଁ ସବୁ ଦେଶ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷାରିତ ହୋଇଥିଲେ ମଧ୍ୟ ଲୁଚାଛପାରେ ଏହାକୁ ପରୀକ୍ଷଣ କରୁଛନ୍ତି ୩ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର। ଆମେରିକା, ଋଷିଆ ଓ ଚାଇନା ପରମାଣୁ ଅସ୍ତ୍ର ପରୀକ୍ଷଣ ଓ ବ୍ୟବହାର…
ଏସିଆନ ଗେମ ଆରମ୍ଭ,ଟେବୁଲ ଟେନିସରେ ଭାରତୀୟ ଦଳର ବିଜୟ……
ହାଙ୍ଗଝୋଉ,୨୩।୯ : ଏସିଆନ ଗେମ୍ସ ୨୦୨୩ ଆରମ୍ଭ ହୋଇଛି। ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମାନପ୍ରୀତ ସିଂ ଏବଂ ବକ୍ସର ଲୋଭଲିନା ବୋର୍ଗୋହେନ ଭାରତର ଜାତୀୟ ପତାକା ଧରି ମାର୍ଚ୍ଚ କରିଥିଲେ। ଉଭୟେ ପ୍ୟାରେଡରେ ଭାରତୀୟ କଣ୍ଟିଜେଣ୍ଟ୍ର ନେତୃତ୍ୱ ନେଇଥିଲେ।…
ଭାରତ-କାନାଡା ବିବାଦ: ବାଜିରେ କାନାଡାରେ ଶିକ୍ଷା ବ୍ୟବସ୍ଥା
ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଭାରତ ସରକାରଙ୍କ ଦ୍ୱାରା ଭିଜା ସେବା ବନ୍ଦ କରାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନରମିଛନ୍ତି। ହେଲେ ଏହି କିଛିଦିନ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଦେଶର ଅର୍ଥନୀତିରେ…
Archives


