Home Middle

ଏସିଆନ୍‌ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ: ଇତିହାସ ରଚିଲେ ଭାରତୀୟ ଶୁଟର

ଗାଙ୍ଗଝୋ,୨୫।୯: ଏସିଆନ୍‌ ଗେମ୍ସର ଦ୍ୱିତୀୟ ଦିନରେ ଭାରତ ଭଲ ଆରମ୍ଭ କରିଥିଲା। ଶୁଟିଂରେ ଦେଶକୁ ସ୍ବର୍ଣ୍ଣ ପଦକ ମିଳିଛି। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରଙ୍କେଶ ଏବଂ ଦିବ୍ୟାଂଶ ଦେଶ ପାଇଁ ସ୍ବର୍ଣ୍ଣ ପଦକ…

ଅବପାତର ରୂପ ନେଇପାରେ ଲଘୁଚାପ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା):ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ତଥା ପାଶର୍‌ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେବ। ପରେ…

ମୋଦିଙ୍କୁ ୧୦ରୁ ୮ ମାର୍କ ଦେଲେ ନବୀନ

ଭୁବନେଶ୍ୱର,୨୫।୯(ଶର୍ମିଷ୍ଠା ପାଣିଗ୍ରାହୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲି ପ୍ରଶଂସା କରିଛନ୍ତି। ବୈଦେଶିକ ନୀତି, ଅନ୍ୟାନ୍ୟ କାର୍ଯ୍ୟ ଓ ଦୁର୍ନୀତି ହ୍ରାସ ପାଇଁ ମୋଦିଙ୍କୁ ୧୦ରୁ ୮ ମାର୍କ ଦେଇଛନ୍ତି ନବୀନ। ହୋଟେଲ…

ଭାରତୀୟ ରୋୟର, ଶୁଟରଙ୍କ ଚମକ

ହାଙ୍ଗଝୋ, ୨୫।୯ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ ସହ ଭାରତ ଅଭିଯାନ ଆରମ୍ଭ କରିଛି। ରବିବାର ଇଭେଣ୍ଟ ଆରମ୍ଭର ପ୍ରଥମ ଦିବସରେ ଭାରତ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି। ରୋଇଂର ପୁରୁଷ ଲାଇଟଓ୍ବେଟ…

ଆମେରିକୀୟ ବିଦ୍ୟାଳୟ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୩୦ ରୁ ୧୬ଜଣ ମୂଳ ଭାରତୀୟ ଛାତ୍ରୀଛାତ୍ର…

ଓ୍ବାଶିଂଟନ,୨୫।୯ : ଆମେରିକାର ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ) ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ୩୦ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୬ ଜଣ ମୂଳ ଭାରତୀୟ ଅଟନ୍ତି। ଏହି ପ୍ରତିଯୋଗିତାର ନାମ ହେଉଛି…

ଅଜଣା ବନ୍ଧୁକଧାରୀଙ୍କ ଦ୍ୱାରା ନାଇଜେରିଆରେ ୧୪ ଜଣଙ୍କୁ ହତ୍ୟା,୬୦ ଅପହୃତ…

ଆବୁଜା,୨୫।୯: ନାଇଜେରିଆରେ ଗୁଳି ଚାଳନା ଓ ଅପହରଣ ମାମଲା ସାମ୍ନାକୁ ଆସିଛି। କିଛି ଅଜଣା ବନ୍ଧୁକଧାରୀ ୧୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ସହିତ ଉତ୍ତର-ପଶ୍ଚିମ ଜାମଫାରା ରାଜ୍ୟରେ ୬୦ ଜଣଙ୍କୁ ଅପହରଣ କରାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ…

ନିଜ ରାଷ୍ଟ୍ରଦୂତଙ୍କୁ ନାଇଜରରୁ ଫେରାଇ ଆଣିଲା ଫ୍ରାନ୍ସ…

ପ୍ୟାରିସ, ୨୫।୯: ଆଫ୍ରିକୀୟ ଦେଶ ନାଇଜରରେ ସାମରିକ କ୍ଷମତା ଦଖଲର ପ୍ରାୟ ଦୁଇମାସ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ଘୋଷଣା କରିଛନ୍ତି ନାଇଜରରୁ ଫ୍ରାନ୍ସ ନିଜର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସେ ଆହୁରି କହିଛନ୍ତି ଆଗାମୀ କିଛି…

ସିରିଜ୍‌କୁ ଆଗୁଆ କବ୍‌ଜା କଲା ଭାରତ

ଇନ୍ଦୋର,୨୪।୯: ଇନ୍ଦୋରର ହୋଲକାର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୯୯ ରନ୍‌ରେ ବିଜୟୀ ହୋଇଛି। ଫଳରେ ୨-୦ରେ ଅଗ୍ରଣୀ ହୋଇ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇଛି।…

ଏହି କମ୍ପାନୀରେ ସିଇଓ ଭାବେ ନିଯୁକ୍ତି ହେଲା ଏଆଇ ରୋବଟ

ପୋଲାଣ୍ଡ,୨୪।୯: ଏଆଇ ବା ଆଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦୁନିଆରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିପାଇଁ ଭବିଷ୍ୟତରେ ଲୋକମାନେ ଚାକିରି ହରାଇବାକୁ ଭୟ କରୁଛନ୍ତି। କର୍ମଚାରୀଙ୍କ ତୁଳନାରେ ଏଆଇ ରୋବଟ ଖୁବ ସହଜରେ ଏବଂ ଖୁବ୍‌ ଶୀଘ୍ର କାମ ଶେଷ କରୁଛି।…

ଇରାନରେ ୩୦ବୋମା ନିଷ୍କ୍ରୟ କଲା ଟିମ୍‌, ପାକିସ୍ତାନର ଲିଙ୍କ ଥିବା ଆଶଙ୍କା

ତେହେରାନ,୨୪।୯: ଇରାନ ପୋଲିସ ତେହେରାନରେ ଏକ ବଡ ଷଡଯନ୍ତ୍ରର ଖୁଲାସା କରିଛି। ତେହେରାନରେ ୩୦ଟି ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରୟକାରୀ ଦଳ। ଏହି ମାମଲାରେ ପୋଲିସ ୨୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଷଡଯନ୍ତ୍ର ପଛରେ ଇସଲାମିକ ଆତଙ୍କବାଦୀ…

କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ କରିଥାଏ।…

ଭାରତରେ ଉତ୍ପାଦନ ବଢେଇବ ଆପଲ

ନୂଆଦିଲ୍ଲୀ,୨୪।୯: ଆଇଫୋନ ନିର୍ମାତା ଆପଲ କମ୍ପାନୀ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆପଲ ଫୋନ ଉତ୍ପାଦନକୁ ପାଞ୍ଚ ଗୁଣରୁ ୪୦ ବିଲିୟନ ଡ଼ଲାର୍‌ (ପ୍ରାୟ ୩.୩୨ ଲକ୍ଷ କୋଟି)କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଜାତୀୟ ଗଣମାଧ୍ୟମର ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri