ଲୋକ ସଭା, ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବିଏସପି: ମାୟାବତୀଙ୍କ ଘୋଷଣା
ଲକ୍ଷ୍ନୌ,୩୦।୮: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଚାଲିଛି। ଏସବୁ ମଧ୍ୟରେ ବାହୁଜନ ସମାଜ ପାର୍ଟି (ବିଏସପି)ମୁଖ୍ୟ ମାୟାବତୀ ଇଣ୍ଡିଆ ସହ ମେଣ୍ଟ…
ଅନ୍ୟ ଦେଶ ସହ ଗୁପ୍ତ ବୈଠକ କରୁଛନ୍ତି ଲିବିଆର ମହିଳା ମନ୍ତ୍ରୀ ନଜଲା, ବୈଠକକୁ ନେଇ ଲିବିଆରେ ହିଂସା
ଜେରୁଜେଲମ,୩୦।୮: ଲିବିଆର ବୈଦେଶିକ ମହିଳା ମନ୍ତ୍ରୀଙ୍କୁ ନେଇ ଇସ୍ରାଏଲରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଲିବିଆର ବୈଦେଶିକ ମନ୍ତ୍ରୀ ନଜଲା ମଙ୍ଗୋଶ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଏନେଇ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବୈଠକ…
ଦଣ୍ଡାଦେଶ ସ୍ଥଗିତ ହେବା ପରେ ବି ଜେଲରେ ରହିବେ ଇମ୍ରାନ୍
ଇସଲାମାବାଦ,୩୦।୮: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗୋଟିଏ ସମସ୍ୟା ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟ ଏକ ମାମଲା ସାମ୍ନାକୁ ଆସୁଛି। ମଙ୍ଗଳବାର ଇମ୍ରାନ୍ ଖାନଙ୍କୁ ଏକ ବଡ଼ ଆଶସ୍ତି ମିଳିଥିଲା। ଇସଲାମାବାଦ ହାଇକୋର୍ଟ ତୋଶାଖାନା ଦୁର୍ନୀତି…
ଯୁଦ୍ଧ ଯୋଗୁ ୟୁକ୍ରେନର ୧୩୦୦ରୁ ଅଧିକ ସ୍କୁଲ ଧ୍ୱଂସ
ଜେନେଭା,୩୦।୮: ଋଷିଆର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ୟୁକ୍ରେନର ଶିକ୍ଷାନୁଷ୍ଠାନ। ଶହ ଶହ ସ୍କୁଲ, କଲେଜ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏନେଇ ୟୁନିସେଫ କହିଛି ଯେ, ଋଷିଆ ସହିତ ଯୁଦ୍ଧ ଆରମ୍ଭରୁ ୟୁକ୍ରେନରେ ୧୩୦୦ରୁ ଅଧିକ ବିଦ୍ୟାଳୟ ଧ୍ୱଂସ ହୋଇଯାଇଛି। ଶହ…
ଚାଇନା ଯିବେ ପୁଟିନ୍, ଗିରଫ ପରୱାନା ଜାରି ହେବା ପରେ ଏହା ହେବ ପ୍ରଥମ ବିଦେଶ ଯାତ୍ରା
ମସ୍କୋ,୩୦।୮: ବ୍ରିକ୍ସ ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେଉନାହାଁନ୍ତି। ସେ ୟୁକ୍ରେନ ଯୁଦ୍ଧ ଯୋଗୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସେ…
ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ଥାନୀଙ୍କ ଆକ୍ରମଣକୁ ନିନ୍ଦା କଲେ ବ୍ରିଟେନ ମନ୍ତ୍ରୀ
ଲଣ୍ଡନ,୩୦।୮: ମାର୍ଚ୍ଚରେ ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ତାନ ଉଗ୍ରବାଦୀ ସମର୍ଥକଙ୍କ ଆକ୍ରମଣକୁ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ କେମି ବ୍ୟାଣ୍ଡେନୋଚ ନିନ୍ଦା କରିଛନ୍ତି। ସମସ୍ତ କୂଟନୀତିଜ୍ଞଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ବ୍ରିଟିଶ ସରକାର ପ୍ରତିବଦ୍ଧ ବୋଲି ବାଣିଜ୍ୟ ମନ୍ତ୍ରୀ କହିଛନ୍ତି।…
ମୁମ୍ବାଇ ବୈଠକର କାର୍ଯ୍ୟସୂଚୀକୁ ପ୍ରକାଶ କଲା ‘ଇଣ୍ଡିଆ’
ନୂଆଦିଲ୍ଲୀ,୩୦।୮: ‘ଇଣ୍ଡିଆ’ ମେଣ୍ଟ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳର ବୈଠକର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରକାଶ କରିଛି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହୟାତ୍ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ…
ଏସିଆ କପ ୨୦୨୩: ଆଜି ନେପାଳକୁ ଭେଟିବ ପାକିସ୍ତାନ
ମୁଲତାନ,୩୦।୮: ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ବୁଧବାର ଖେଳାଯିବ। ପ୍ରଥମ ମ୍ୟାଚରେ ନେପାଳ ପାକିସ୍ତାନକୁ ଭେଟିବ। ପାକିସ୍ତାନ ଏବଂ ନେପାଳ ମଧ୍ୟରେ ମ୍ୟାଚ ମୁଲତାନରେ ଖେଳାଯିବ। ଏଥି ସହିତ, ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ।…
ମୁଁ ସର୍ବଦା କହୁଛି ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି: ଚାଇନାର ମ୍ୟାପ୍ ବିବାଦକୁ ନେଇ କହିଲେ ରାହୁଲ
ନୂଆଦିଲ୍ଲୀ,୩୦।୮: ଚାଇନା ସୋମବାର ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍’ ୨୦୨୩ ସଂସ୍କରଣ ଜାରି କରିଛି। ଏଥିରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇକୁ ନିଜ ଭୂଖଣ୍ଡର ଅଂଶ ବୋଲି ଦାବି କରିଛି। ଯାହାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। କଂଗ୍ରେସ…
ଆଜି କର୍ନାଟକ ଗସ୍ତ କରିବେ ରାହୁଲ, ରାଜ୍ୟ ସରକାରଙ୍କ ଗୃହଲକ୍ଷ୍ମୀ ଯୋଜନାର କରିବେ ଶୁଭାରମ୍ଭ
ନୂଆଦିଲ୍ଲୀ,୩୦।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କର୍ନାଟକ ଗସ୍ତ କରିବେ। ସେ ମୈଶୁରରେ ରାଜ୍ୟ ସରକାରଙ୍କ ଗୃହଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଶୁଭାରମ୍ଭ ହେବା ପରେ ଘରର ମହିଳା ମୁଖ୍ୟଙ୍କୁ ମାସକୁ ୨୦୦୦ ଟଙ୍କା ସହାୟତା ମିଳିବ।…
କଶ୍ମୀରକୁ କେବେ ଫେରାଇବ ରାଜ୍ୟ ମାନ୍ୟତା
ନୂଆଦିଲ୍ଲୀ,୩୦ା୮: ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା କେବେ ଫେରାଇବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ଏ ସଂକ୍ରାନ୍ତ ରୋଡ୍ମ୍ୟାପ୍ ପ୍ରସ୍ତୁତ କରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୧ ସୁଦ୍ଧା ଏହା ଉପରେ ବିସ୍ତୃତ ବିବରଣୀ…
ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୮ ସେମି ଲମ୍ବ ପୋକ…
ସିଡନୀ,୨୯।୮ : ଜଣେ ମହିଳାଙ୍କ ମସ୍ତିଷ୍କରେ ଆଠ ସେମି ଲମ୍ବ ଜୀବନ୍ତ ପରଜୀବୀ (ପୋକ) ପାଇ ଅଷ୍ଟ୍ରେଲିୟ ନ୍ୟୁରୋ ସର୍ଜନମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ମହିଳାଙ୍କଠାରେ ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ କହିଛନ୍ତି ଏହା ବୋଧହୁଏ ଦୁନିଆରେ ପ୍ରଥମ ଘଟଣା। ବାସ୍ତବରେ…
Archives


