ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ: ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ
ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସ ଅନୁଯାୟୀ,…
‘ନିଜ୍ଜର କୌଣସି ସାଧୁ ନୁହଁନ୍ତି’, ଟ୍ରୁଡୋଙ୍କୁ ସମାଲୋଚନା କଲା କନାଡାର ଗଣମାଧ୍ୟମ
ଅଟାଓ୍ବା,୨୪।୯: ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ କାନାଡାର ଗଣମାଧ୍ୟମ ଏହି…
ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଭାରତର କଡା ଜବାବ: ପାସ୍ପୋର୍ଟ, ଓଆଇସି କାର୍ଡ ରଦ୍ଦ କରିବ ଭାରତ
ନୂଆଦିଲ୍ଲୀ,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକା, ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆର ସମସ୍ତ ଖଲିସ୍ତାନୀ…
ଅଷ୍ଟ୍ରେଲିଆ ଆଗରେ ୪୦୦ ରନ୍ର ବିଜୟ ଟାର୍ଗେଟ୍
ଇନ୍ଦୋର,୨୪।୯: ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଶୁଭମାନ ଗିଲ ଏବଂ ଶ୍ରେୟାସ ଆୟରଙ୍କ ଦମ୍ଦାର ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୫ ଉଇକେଟ୍…
ସଂସଦରେ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ବିଧୁରୀ
ନୂଆଦିଲ୍ଲୀ,୨୪।୯: ନୂଆ ସଂସଦର ସ୍ବତନ୍ତ୍ର ଅଧିବେଶନ ସମୟରେ ଭାଜପା ସାଂସଦ ରମେଶ ବିଧୁରୀଙ୍କ ବିଏସପି ସାଂସଦ ଡାନିସ୍ ଅଲିଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଅଧିବେଶନ ପରେ ବିଧୁରୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…
କାନାଡାରେ ବଢିପାରେ ଧର୍ମକୁ ନେଇ ରକ୍ତପାତ, ସତର୍କ କରାଇଲେ କାନାଡାର ସାଂସଦ
ଅଟାଓ୍ବା,୨୪।୯: ଭାରତ-କାନାଡା ବିବାଦ ଚରମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଖଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ନେଇ କହିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଘନେଇବାରେ ଲାଗିଛି। ତେବେ ଦେଖାଯାଉଛି କି କାନାଡାର ବିରୋଧୀ ଦଳର…
ରାଜସ୍ଥାନ ଛାଡି ଅନ୍ୟ କୌଣସି ସ୍ଥାନକୁ ଯିବି ନାହିଁ: ବସୁନ୍ଧରାଙ୍କ ମନ୍ତବ୍ୟ ନେଇ ରାଜନୈତିକ ମହଲରେ ହଲଚଲ…
ଜୟପୁର,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟପୁର ଗସ୍ତ ପୂର୍ବରୁ ରାଜସ୍ଥାନର ପୂର୍ବତନ ସିଏମ ବସୁନ୍ଧରା ରାଜେ ସିନ୍ଧିଆ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଯେଉଁ କାରଣରୁ ଏଠାରେ ରାଜନୀତି ହଲଚଲ ଆରମ୍ଭ ହୋଇଛି। ସେ ଗତକାଲି କହିଥିଲେ ମୁଁ ରାଜସ୍ଥାନର…
ଭାରତ-କାନାଡା କୂଟନୈତିକ ବିବାଦ: ଶିଖ୍ ନେତାଙ୍କୁ ସତର୍କ କରାଇଲା ଏଫବିଆଇ
ଓ୍ବାଶିଂଟନ୍,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। କିଛି ଦିନ ପୂର୍ବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାର ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ…
ମଣିପୁର ଦଙ୍ଗାକାରୀଙ୍କ ପାଖରେ ୩ ହଜାର ଏକେ-୪୭, ବଡ଼ ପରିବହନ ଯାନ, ଚିନ୍ତାରେ ସରକାର…
ଇମ୍ଫାଲ,୨୪।୯ : ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ହିଂସା ପରେ ମଣିପୁର ସରକାର ଇଣ୍ଟରନେଟ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି, ତଥାପି ସେଠାରେ ଥିବା ଆହ୍ବାନଗୁଡ଼ିକ ଶେଷ ହୋଇନାହିଁ । ବର୍ତ୍ତମାନ ପୋଲିସ ଷ୍ଟେଶନ…
ବାପୁଙ୍କୁ ଦିଅନ୍ତୁ ସ୍ବଚ୍ଛାଞ୍ଜଳି: ପ୍ରଧାନମନ୍ତ୍ରୀଙ୍କ ଅପିଲ…
ନୂଆଦିଲ୍ଲୀ,୨୪।୯ : ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ପଦକ୍ଷେପ ନେଇ ଦେଶବାସୀଙ୍କୁ ସ୍ବଚ୍ଛତା ବିଷୟରେ ଅବଗତ କରାଇଥିଲେ। ଏହା ଅନ୍ତର୍ଗତ ସରକାର ସ୍ବଚ୍ଛତା ଅଭିଯାନ ଆରମ୍ଭ କଲେ ଏବଂ ଧୀରେ ଧୀରେ ଏହି ଅଭିଯାନ ଲୋକଙ୍କ ଚିନ୍ତାଧାରାର ଏକ…
ଆମେରିକାରେ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀରେ ଯୋଗ ଦେଲେ ଭାରତୀୟ ନୌସେନା ମୁଖ୍ୟ ହରି କୁମାର
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଚାରି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ହରି କୁମାର ୨୫ତମ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀ (ଆଇଏସଏସ)ରେ ଯୋଗ ଦେଇଛନ୍ତି। ଭାରତୀୟ ନୌସେନା କାର୍ଯ୍ୟକୟମର ଫଟୋଗୁଡ଼ିକୁ ସୋସିଆଲ…
ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ୨୦ଆହତ
ଶେଖପୁରା,୨୪।୯: ପାକିସ୍ତାନର ଶେଖପୁରା ଜିଲାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଛି। ଶେଖପୁରାର କିଲା ସତ୍ତାର ଶାହା ନିକଟରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଟ୍ରେନ ଦୁର୍ଘଟଣାରେ ୨୦ ଜଣ ଆହତ ହେବା ସହ ୫ଜଣ ଗୁରୁତର ଆହତ ହୋଇଛନ୍ତି।…
Archives


