୧୪ ଅକ୍ଟୋବରରେ ସୂର୍ଯ୍ୟପରାଗ, ୟୁଟ୍ୟୁବରେ ଷ୍ଟ୍ରିମିଂ କରିବ ନାସା…
ନୂଆଦିଲ୍ଲୀ,୯।୧୦ : ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟରେ ଯେଉଁମାନେ ଆଗ୍ରହୀ, ସେମାନେ ଚଳିତ ବର୍ଷର ସବୁଠାରୁ ରୋମାଞ୍ଚକର ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ପାଇଁ ପ୍ରସ୍ତୁତ। ଅକ୍ଟୋବର ୧୪ରେ ଆକାଶରେ ଏକ ବିରଳ ଜ୍ୟୋର୍ତିବିଜ୍ଞାନ ଦୃଶ୍ୟ ଦୃଶ୍ୟମାନ ହେବ। ୨୦୧୨ ପରଠାରୁ ପ୍ରଥମ ଥର ପାଇଁ ରିଙ୍ଗ…
ଚାଇନା ବିକଶିତ କରୁଛି ବିପଜ୍ଜନକ ଆଣବିକ ବୁଡ଼ା ଜାହାଜ: ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିଲା…
ବେଜିଂ,୯।୧୦ : ଚାଇନା ସମ୍ପ୍ରତି ଏସିଆର ଶକ୍ତି କେନ୍ଦ୍ର ପାଲଟି। ଏସିଆରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହେବାର ମୁଖ୍ୟ କାରଣ ହେଉଛି ଚାଇନା। ବର୍ତ୍ତମାନ ଏହି ଅସ୍ତ୍ର ଦୌଡ଼ରେ ଚାଇନା ନୂତନ ପଦକ୍ଷେପ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ାଇ ଦେଇଛି। ବାସ୍ତବରେ ଚାଇନେ ଏକ…
ଇରାନକୁ ୬ ବିଲିୟନ ଡଲାର ଦେବା ସହ ଇସ୍ରାଏଲ ଆକ୍ରମଣର କୌଣସି ସମ୍ପର୍କ ନାହିଁ: ବ୍ଲିଙ୍କନଙ୍କୁ ସମାଲୋଚନା କଲେ ହାଲେ…
ଓ୍ବାଶିଂଟନ,୯।୧୦ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲି ତାଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ବୋଲି କହି ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ସମାଲୋଚନା କରିଛନ୍ତି। ଫକ୍ସ ନ୍ୟୁଜ ରିପୋର୍ଟ କରିଛି ଇସ୍ରାଏଲ ଉପରେ ସମ୍ପ୍ରତି ହମାସ ଆତଙ୍କବାଦୀ ଆକ୍ରମଣ ଏବଂ ବନ୍ଦୀ…
ଲାଇଟ, ସାଉଣ୍ଡ ଶୋ’ରେ ଉଦ୍ଯାପନ
ହାଙ୍ଗଝୋ,୯ା୧୦(ପି.ଟି.): ଚୀନ୍ର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍ ଗେମ୍ସ ଲାଇଟ୍ ଓ ସାଉଣ୍ଡ ଶୋର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍ଯାପିତ ହୋଇଛି। ୪୫ ଅଂଶଗ୍ରହଣକାରୀ ରାଷ୍ଟ୍ରର ଆଥଲେଟ ଓ ୮୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ‘ବିଗ୍ ଲୋଟସ୍ ଷ୍ଟାଡିୟମ’ରେ ପ୍ରାୟ ୭୫ ମିନିଟ ଧରି…
ଆଜି ହେବ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ,୯।୧୦: ଆଜି ମଧ୍ୟାହ୍ନ ୧୨ଟାରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି। ଏଥିରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷଣା କରାଯିବ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ…
ପ୍ରତିଶୋଧମୁହଁ। ଇସ୍ରାଏଲ
ଶନିବାର ସକାଳେ ଇସ୍ରାଏଲବାସୀ ନିଦରୁ ଉଠି ଆଖି ଖୋଲିବା ମାତ୍ରେ ଦେଖିଥିଲେ ଧ୍ୱଂସ ଲୀଳାର ବିଚଳିତ କରିଦେବା ଭଳି ଦୃଶ୍ୟ, ଶୁଣିବାକୁ ପାଇଥିଲେ ତୁହାକୁ ତୁହା ରକେଟ ମାଡ଼ର ଶବ୍ଦ। ପାଲେଷ୍ଟିନୀୟ ଇସ୍ଲାମୀୟ ଗୋଷ୍ଠୀ ହମାସ୍ର ଅଭୂତପୂର୍ବ ଆକ୍ରମଣରେ ଥରିଉଠିଥିଲା ଅନେକ…
‘ଅଲିମ୍ପିକ୍ସ ହକିରେ ଭାରତ ସ୍ବର୍ଣ୍ଣ ଜିତିପାରିବ’
ନୂଆଦିଲ୍ଲୀ, ୯ା୧୦ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ଦୃଢ଼ ମନୋବଳ ଓ ପ୍ରତିଭା ରହିଛି। ତେଣୁ ଆଗାମୀ ଅଲିମ୍ପିକ୍ସ ହକିରେ ଦଳ ସ୍ବର୍ଣ୍ଣ ଜିତିପାରିବା ନେଇ ତାଙ୍କର ବିଶ୍ୱାସ ରହିଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।…
୧୦୦୦+ ମୃତ
ଗାଜା,୯ା୧୦ : ପାଲେଷ୍ଟାଇନ୍ର ହମାସ୍ ବିଦ୍ରୋହୀମାନେ ଶନିବାର ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଏହା ଯୁଦ୍ଧର ରୂପ ନେଇଛି। ଜବାବୀ ଆକ୍ରମଣରେ ଇସ୍ରାଏଲ୍ ବାୟୁସେନା ଗାଜାଷ୍ଟ୍ରିପ୍ ଉପରେ ଜୋର୍ଦାର ବୋମାମାଡ଼ ଜାରି ରଖିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ…
ଶିଶୁ ଏସ୍ଡିଜିରେ ଭାରତର ଅଗ୍ରଗତି ବିଶ୍ୱକୁ ପ୍ରଭାବିତ କରିବ: ୟୁନିସେଫ୍
ନୂଆଦିଲ୍ଲୀ,୯ା୧୦(ପି.ଟି.): ବୈଶ୍ୱିକ ସ୍ତରରେ ଶିଶୁ ସମ୍ପର୍କିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)ର ଦୁଇ-ତୃତୀୟାଂଶ ବିଫଳ ହୋଇଛି। ଏଭଳି ସ୍ଥିତିରେ ଭାରତର ଅଗ୍ରଗତି ଲକ୍ଷ୍ୟ ହାସଲ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ୟୁନିସେଫ୍ ମୁଖ୍ୟ କାଥେଲିନ୍ ଏମ୍. ରୁସେଲ୍ କହିଛନ୍ତି। ଭାରତ ଯେତେବେଳେ…
ଭରତପୁର, ସତ୍ୟନଗର ଶ୍ମଶାନରେ ୨୮ ଅଚିହ୍ନା ମୃତଦେହ ସଂସ୍କାର ହେବ
ଭୁବନେଶ୍ୱର, ୯।୧୦ (ବନ୍ଦନା ସେଠୀ):ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଶତାଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ତେବେ ୪ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଏଯାଏ ୨୮ଟି ମୃତଦେହ ଚିହ୍ନଟ ହୋଇପାରୁ ନାହିଁ। ଏସବୁ ମୃତଦେହ ଏବେ ଏମ୍ସ ଭୁବନେଶ୍ୱର…
ଇରାନ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଅଭିଯୋଗ: ହମାସକୁ ଯୋଗାଇଛି ପାଣ୍ଠି…
ଜେନେଭା,୯।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲର ରାଷ୍ଟ୍ରଦୂତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଇସ୍ରାଏଲର ଦୂତ ଇରାନକୁ ହମାସକୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି। ଇସ୍ରାଏଲ…
ଫିନଲ୍ୟାଣ୍ଡ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ଗ୍ୟାସ ପାଇପଲାଇନ ବନ୍ଦ: ଲିକ ସନ୍ଦେହ…
ହେଲସିଙ୍କ,୯।୧୦: ଫିନଲ୍ୟାଣ୍ଡ ଏବଂ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ‘ବାଲଟିକ କନେକ୍ଟର’ ଗ୍ୟାସ ପାଇପଲାଇନ ଲିକ ସନ୍ଦେହରେ ସାମୟିକ ଭାବେ ଏହାକୁ ବନ୍ଦ ହୋଇଯାଇଛି। ଏହି ବିଷୟରେ ସୂଚନା ପ୍ରଦାନ କରି ପାଇପଲାଇନ ଚଳାଉଥିବା ଫିନଲ୍ୟାଣ୍ଡର ‘ଗ୍ୟାସଗ୍ରିଡ ଫିନଲ୍ୟାଣ୍ଡ’ ଏବଂ…
Archives


