ଅନ୍ୟ ଆଡକୁ ବ୍ୟାପିପାରେ ଯୁଦ୍ଧ, ମିଶ୍ର-କତାର ମଧ୍ୟସ୍ଥତା ପାଇଁ କଲେଣି ପ୍ରୟାସ
ଜେରୁଜେଲମ,୧୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଗାଜା ବ୍ୟତୀତ ଅନ୍ୟ ଅଞ୍ଚଳରେ ବ୍ୟାପିବାର ଆଶଙ୍କା ବଢିଛି। ଲେବାନନରୁ ଇସ୍ରାଏଲ ଅଞ୍ଚଳରେ ଅନୁପ୍ରବେଶ ପାଇଁ ପ୍ରୟାସ କରାଯାଉଛି। ସୋମବାର ଇସ୍ରାଏଲର ସେନା ଲେବାନନରୁ ଏହାର ଅଞ୍ଚଳରେ ପ୍ରବେଶ କରୁଥିବା ସଶସ୍ତ୍ର…
‘ଯୁଦ୍ଧରେ ଇରାନ ସାମିଲ, ହେଲେ ଆମ ପାଖରେ ପ୍ରମାଣ ନାହିଁ’, ଆମେରିକା
ଓ୍ବାଶିଂଟନ,୧୦।୧୦: ସେପ୍ଟେମ୍ବର ୭ରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଉତ୍ତେଜନା ବୃଦ୍ଧି ପାଉଛି। କେତେକ ଲୋକ ବିଶ୍ୱାସ କରୁଥିଲେ ଯେ ଏହି ଆକ୍ରମଣରେ ଇରାନ ସମ୍ପୃକ୍ତ ଥାଇପାରେ। ତେବେ ଆମେରିକା ବର୍ତ୍ତମାନ ସ୍ପଷ୍ଟ…
ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୧୦।୧୦: ଶୋପିଆନ୍ର ଆଲିସିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଶ୍ମୀର ପୋଲିସ ଏହି ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ନିହତ ହୋଇଥିବା ଆତଙ୍କବାଦୀ…
କଶ୍ମୀରରେ ଠିକ୍ ସମୟରେ ନିର୍ବାଚନ ହେବ: ଇସି
ନୂଆଦିଲ୍ଲୀ/ଶ୍ରୀନଗର୧୦ା୧୦ : ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ଠିକ୍ ସମୟରେ ନିର୍ବାଚନ କରାଯିବ ବୋଲି ସୋମବାର ନିର୍ବାଚନ କମିଶନ (ଇସି) କହିଛନ୍ତି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଖବରଦାତା ସମ୍ମିଳନୀରେ…
‘ଅବରୋଧ ଯୋଜନା ଦୁଃଖଦାୟକ’
ଜାତିସଂଘ,୧୦ା୧୦: ହମାସ ଆକ୍ରମଣର ଜବାବରେ ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍କୁ ସମ୍ପୂର୍ଣ୍ଣ ଅବରୋଧ କରିବ ବୋଲି ଘୋଷଣା କରିଥିବାରୁ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସୋମବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି। ଗାଜା ଷ୍ଟ୍ରିପ୍କୁ ବିଦ୍ୟୁତ୍, ଖାଦ୍ୟ, ଇନ୍ଧନ ବନ୍ଦ କରିବାକୁ…
ହମାସ ସମର୍ଥକ ଜଣେ ଜଣେ ଆତଙ୍କବାଦୀ: ସୁନକ
ଲଣ୍ଡନ,୧୦।୧୦: ଗତ ଚାରି ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ସମଗ୍ର ବିଶ୍ୱରେ ଯୁଦ୍ଧ ପରଠାରୁ କ୍ରମାଗତ ପ୍ରଦର୍ଶନ ଚାଲିଛି। କେହି କେହି ଇସ୍ରାଏଲକୁ ସମର୍ଥନ କରୁଛନ୍ତି ଏବଂ କେହି କେହି ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ସେହିଭଳି…
ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରିବ ଇସ୍ରାଏଲ୍
ଜେରୁଜେଲମ୍,୧୦ା୧୦: ପାଲେଷ୍ଟାଇନ୍ର ହମାସ୍ ବିଦ୍ରୋହୀ ଏବଂ ଇସ୍ରାଏଲ୍ ସେନା ମଧ୍ୟରେ ସୋମବାର ତୃତୀୟ ଦିନ ପାଇଁ ଘମାଘୋଟ ଲଢ଼େଇ ଲାଗିରହିଥିବାବେଳେ ଗାଜା ଷ୍ଟ୍ରିପ୍କୁ ସମ୍ପୂର୍ଣ୍ଣ ଅବରୋଧ କରିବା ଲାଗି ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୩ ଲକ୍ଷ…
ଯୁଦ୍ଧଜାହାଜ ପଠାଇଲା ଆମେରିକା
ଓ୍ବାଶିଂଟନ,୧୦ା୧୦: ଇସ୍ରାଏଲ୍ ଉପରେ ହମାସ୍ ଆକ୍ରମଣ ପରେ ଆମେରିକା ପୂର୍ବ ଭୂମଧ୍ୟସାଗର ଅଞ୍ଚଳକୁ ବିମାନବାହୀ ଯୁଦ୍ଧଜାହାଜ ସାଙ୍ଗକୁ ଜାହାଜ ଓ ଜେଟ୍ ପଠାଇଛି। ଏଥିସହିତ ଇସ୍ରାଏଲ୍କୁ ଅଧିକ ଯୁଦ୍ଧ ଉପକରଣ ଓ ଗୁଳିଗୋଳା ଯୋଗାଇଦେବ ବୋଲି ଆମେରିକା କହିଛି। ହମାସ୍ ଆକ୍ରମଣରେ…
ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଜେରୁଜେଲମ,୯।୧୦: ହମାସର ମିସାଇଲ ଆକ୍ରମଣ ପରେ ଇସ୍ରାଏଲ ବର୍ତ୍ତମାନ ଯୁଦ୍ଧ ଘୋଷଣା କରିଛି। ଏହି ସମୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗାଲାଣ୍ଟ ସୋମବାର ଗାଜା ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାଜା ଷ୍ଟ୍ରିପ ଉପରେ ହମାସର ଶାସନ…
୧୩ ସହରର ୧୪୯ ଓ୍ବାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍: ୧୨ ଲକ୍ଷ ୩୦ ହଜାର ଲୋକ ଉପକୃତ
ଭୁବନେଶ୍ୱର,୯ା୧୦(ଅସମାପିକା ସାହୁ): ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଓଡ଼ିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ଓ୍ବାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି।…
ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା
ଷ୍ଟକହୋମ,୯।୧୦: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ଅଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ବ୍ସେରିଗ୍ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ଶ୍ରମ ବଜାର ଫଳାଫଳ ବିଷୟରେ ଆମର ବୁଝାମଣାକୁ ଅଗ୍ରଗତି କିମ୍ବା…
ଇସ୍ରାଏଲ-ହମାସ ଯୁଦ୍ଧ: କ୍ଷତି ସହିବେ ଭାରତୀୟ ରପ୍ତାନିକାରୀ…
ନୂଆଦିଲ୍ଲୀ,୯।୧୦ : ଭାରତୀୟ ରପ୍ତାନିକାରୀମାନଙ୍କୁ ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ କ୍ଷତି ସହିବାକୁ ପଡ଼ିବ। ଭାରତ ଇସ୍ରାଏଲକୁ ବହୁ ପରିମାଣର ସାମଗ୍ରୀ ରପ୍ତାନି କରେ। ବିଶେଷଜ୍ଞମାନେ କହିଛନ୍ତି ଯୁଦ୍ଧ ଯୋଗୁ ରପ୍ତାନିକାରୀମାନଙ୍କୁ ଅଧିକ ବୀମା ପ୍ରିମିୟମ ଏବଂ ପରିବହନ ଖର୍ଚ୍ଚର ସାମ୍ନା…
Archives


