ଇସ୍ରାଏଲ ଉପରେ ଆକ୍ରମଣ ପରେ ଲଣ୍ଡନରେ ଉତ୍ସବ ପାଳନ
ଜେରୁଜେଲମ୍,୮ା୧୦: ଇସ୍ରାଏଲ ଉପରେ ହମାସ୍ ଆକ୍ରମଣ କରିବା ପରେ ଲଣ୍ଡନରେ ଉତ୍ସବ ପାଳନ କରାଯାଇଛି। ଖବର ପାଇ ପୋଲିସ ଏଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଇସ୍ରାଏଲରେ ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏସ୍ଏମ୍ଏସ୍ ଏବଂ ଫଟୋ…
କମଲନାଥ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: କଂଗ୍ରେସ…
ଭୋପାଳ,୮।୧୦ : କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ଅନୁଯାୟୀ କମଲନାଥ ମଧ୍ୟପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ପୂର୍ବରୁ ରାଜ୍ୟରେ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ଥିବା କମଲନାଥ ବର୍ତ୍ତମାନ ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ କାର୍ଯ୍ୟ କରି ଲୋକଙ୍କ ମଧ୍ୟରେ ନିଜ…
ଟୋଲ ଟ୍ୟାକ୍ସ ବୃଦ୍ଧି କରି ନିଜ ପାଇଁ ବିପଦ ଆଣିବେ ଶିନ୍ଦେ ସରକାର: ରାଜ ଠାକରେ…
ମୁମ୍ବାଇ,୮।୧୦ : ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମ ଅକ୍ଟୋବର ୧ ରୁ ମୁମ୍ବାଇ ସୀମାରେ ଅବସ୍ଥିତ ଟୋଲ ବୁଥ ଉପରେ ଟୋଲ ଟ୍ୟାକ୍ସ ବୃଦ୍ଧି କରିଛି। ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ) ର ନେତାମାନେ ଏହାକୁ ବିରୋଧ କରୁଛନ୍ତି। ଦଳର…
ମଣିପୁର ମନ୍ତ୍ରୀ ୟୁମନମ ଖେମଚାନ୍ଦଙ୍କ ବାସଭବନ ନିକଟରେ ଗ୍ରେନେଡ ଆକ୍ରମଣ …
ଇମ୍ଫାଲ,୮।୧୦ : ମଣିପୁରର ପଶ୍ଚିମ ଇମ୍ଫାଲ ଜିଲାର ରାଜ୍ୟ ମନ୍ତ୍ରୀ ୟୁମନମ ଖେମଚାନ୍ଦ ସିଂଙ୍କ ବାସଭବନ ନିକଟରେ ଏକ ଗ୍ରେନେଡ ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଘଟଣା ୟୁମନମ ଲେକାଇଠାରେ ଶନିବାର ରାତି…
ଟସ ଜିତିଲା ଅଷ୍ଟ୍ରେଲିଆ, ବ୍ୟାଟିଂ ନିଷ୍ପତ୍ତି, ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ…
ଚେନ୍ନାଇ,୮।୧୦ : ବିଶ୍ୱକପ କ୍ରିକେଟର ୫ମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ପଟ କ୍ୟୁମିନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଟିମ ଅଧିନାୟକ…
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲା ଶ୍ରୀଲଙ୍କା
କଲମ୍ବୋ,୮।୧୦: ହମାସ ଦ୍ୱାରା ଶନିବାର ଅର୍ଥାତ୍ ଅକ୍ଟୋବର ୭ରେ ଇସ୍ରାଏଲ ବିରୁଦ୍ଧରେ ବ୍ୟାପକ ଆକ୍ରମଣ କରାଯାଇଛି। ରବିବାର ଶ୍ରୀଲଙ୍କା ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ହିଂସାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି…
ଦୀପ୍ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୧୦(ଅସମାପିକା ସାହୁ): ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଶାର ମହିଳା ହକି ଖେଳାଳି ଦୀପ୍ଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୯ତମ ଏସୀୟ ଗେମ୍ସ ହାଙ୍ଗଝୋ ୨୦୨୩ରେ ଭାରତ ବ୍ରୋଞ୍ଜ ପଦକ…
ଇସ୍ରାଏଲ ଗଣମାଧ୍ୟମ ଉପରେ ସାଇବର ଆଟାକ୍
ଜେରୁଜେଲମ୍,୮ା୧୦: ଇସ୍ରାଏଲର ଦୈନିକ ଖବରକାଗଜ ‘ଇସ୍ରାଏଲୀ ଡେଲି ଜେରୁଜେଲମ୍ ପୋଷ୍ଟ’ ଉପରେ ଏକାଧିକ ସାଇବର ଆଟାକ୍ ହୋଇଛି। ରବିବାର ସକାଳେ ସାଇବର ଆଟାକ୍ ଦ୍ୱାରା ଜେରୁଜେଲମ ପୋଷ୍ଟକୁ ଟାର୍ଗେଟ କରାଯାଇଛି। ଆକ୍ରମଣକାରୀମାନେ ଏହି ଖବରକାଗଜ ସାଇଟ୍କୁ ହ୍ୟାକ୍ କରିଦେଇଛନ୍ତି। ଅନ୍ୟପକ୍ଷରେ ଦୈନିକ…
ହମାସ ଆକ୍ରମଣ ପାଇଁ ଆମେରିକା ଦାୟୀ, ଇରାନକୁ ମିଳିଥିବା ୬ ବିଲିୟନ ପାଣ୍ଠି ନେଇ ଉଠିଲା ପ୍ରଶ୍ନ…
ଓ୍ବାଶିଂଟନ,୮।୧୦ : ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା କରାଯାଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ବହୁ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ, ୟୁରୋପ ଏବଂ ଆମେରିକା ସମେତ ଅନେକ ଦେଶ ମଧ୍ୟ ଇସ୍ରାଏଲ ସହିତ…
ମହିଳାଙ୍କ ଉଲଗ୍ନ ମୃତଦେହ ଧରି ପରେଡ କଲା ହମାସ୍, ମୃତଦେହ ଫେରାଇବାକୁ ନିବେଦନ କଲେ ମା’
ତେଲ ଅଭିଭ,୮।୧୦: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍ ମଧ୍ୟରେ ଘମାଘୋଟ ଲଡେଇ ଲାଗି ରହିଛି। ଯୁଦ୍ଧକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣର ଭାଇରାଲ ହେଉଥିବା ଭିଡିଓଗୁଡିକ ବିସ୍ମୟଜନକ ଓ ଲୋମଟାଙ୍କୁରା। ଗୋଟିଏ ଭିଡିଓରେ ଦେଖାଯାଉଛି…
ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ଖର୍ଚ୍ଚ ହେବ ୩୦ କୋଟି ୫୮ ଲକ୍ଷ ଟଙ୍କା
ଭୁବନେଶ୍ୱର,୮ା୧୦(ଅସମାପିକା ସାହୁ): ବିଶିଷ୍ଟ ସଂଗ୍ରାମୀ, ସମାଜବାଦୀ ନେତା ସ୍ବର୍ଗତଃ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ-ଅନୁଗୋଳ ବସ୍ଷ୍ଟାଣ୍ଡ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧…
ମୃତ୍ୟୁର ୧୨୮ବର୍ଷ ପରେ ଚୋରଙ୍କର ଅନ୍ତିମ ସଂସ୍କାର
ଓ୍ବାଶିଂଟନ୍,୮।୧୦: ଆମେରିକାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶରେ ୧୨୮ ବର୍ଷ ପରେ ଏକ ଚୋରର ମୃତଦେହକୁ ଶନିବାର ସମାଧି ଦିଆଯାଇଛି। ଏହି ଚୋରଜଣଙ୍କର ୧୯ ନଭେମ୍ବର ୧୮୯୫ରେ ଆମେରିକାର ପେନସିଲଭାନିଆର ଏକ କାରାଗାରରେ କିଡନୀ ଫେଲ ଯୋଗୁ ମୃତ୍ୟୁ…
Archives


