ପାର୍ବଣ ପୂର୍ବରୁ ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ନେପାଳ
ନୂଆଦିଲ୍ଲୀ,୧୪।୯: ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ ପାଇଁ ୬୦ହଜାର ମେଟ୍ରିକ ଟନ…
ଭାରତର ମଧ୍ୟପ୍ରାଚ୍ୟ କରିଡରକୁ ନେଇ ଚିନ୍ତାରେ ପାକିସ୍ତାନ: ତୁର୍କୀ ପହଞ୍ଚିଲେ ପାକିସ୍ତାନ ସେନା ମୁଖ୍ୟ
ଆଙ୍କରା,୧୪।୯: ଭାରତ ଆମେରିକା, ସାଉଦି ଆରବ ଓ ୟୁଏଇ ସହଯୋଗରେ ମଧ୍ୟପ୍ରାଚ୍ୟ କରିଡର ବା ରେଳ ସଂଯୋଗ କରିବାକୁ ଯାଉଛି। ପାକିସ୍ତାନର ଏହା ଚିନ୍ତାର କାରଣ ସାଜିଛି । ତେବେ ଏହାରି ଭିତରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର…
କେରଳରେ ପୁଣି ହେବ କି ଲକ୍ଡାଉନ! ନିପା ସଂକ୍ରମଣକୁ ନେଇ ସ୍କୁଲ, କଲେଜ ବନ୍ଦ
ଥିରୁଭାନନ୍ତପୁରମ,୧୪।୯: କେରଳର ନିପା ସଂକ୍ରମଣକୁ ନେଇ ଆତଙ୍କ ଦେଖାଯାଇଛି। କୋଜିକୋଡେରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏଠାରେ ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି। କଣ୍ଟେଣ୍ଟମେଣ୍ଟ…
୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡିଲା: ୧୬ ନିଖୋଜ
ମୁଜାଫରପୁର,୧୪।୯: ବିହାରର ମୁଜାଫରପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଗମତି ନଦୀରେ ୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ବୁଡ଼ି ଯାଇଛି। ସେଥିମଧ୍ୟରୁ ୧୬ ଜଣ ନିଖୋଜ ଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୧୭ ପିଲାଙ୍କୁ ଉଦ୍ଧାର କରାଯାଇଛି ।…
ସଂସଦର ସ୍ବତନ୍ତ୍ର ଅଧିବେଶନ: ଧାଡିକିଆ ହ୍ବିପ ଜାରି କଲା ଭାଜପା…
ନୂଆଦିଲ୍ଲୀ,୧୪।୯ : ସେପ୍ଟେମ୍ବର ୧୮ରୁ ୨୨ ମଧ୍ୟରେ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଭାଜପା ଦଳର ଏମପିମାନଙ୍କୁ ଏକ ଲାଇନ ହ୍ବିପ ଜାରି କରିଛି। ଏଥିରେ କୁହାଯାଇଛି୍ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଏବଂ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ…
କେରଳରେ ନିପା ଆତଙ୍କ: ୯ ପଞ୍ଚାୟତର ୫୮ ଓ୍ବାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷିତ…
ଥିରୁଭାନନ୍ତପୁରମ,୧୪।୯ : ନିପା ସଂକ୍ରମଣ ନେଇ କେରଳରେ ଆତଙ୍କ ସୃଷ୍ଟି ହୋଇଛି। ଏହି ଭୂତାଣୁ ନ ବ୍ୟାପିବା ପାଇଁ ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ ଏବଂ ପ୍ରତିବନ୍ଧକ ଘୋଷଣା କରିସାରିଛନ୍ତି। ଆକ୍ରାନ୍ତଙ୍କ ତାଲିକା ଚିନ୍ତାର କାରଣ ପାଲଟିଛି । କାରଣ ୭୦୦…
ନକଲି ଦସ୍ତାବିଜ ଆଧାରରେ ବାଲ୍ୟ ବିବାହ, ୧୫ ଗିରଫ
ଦିସପୁର,୧୪।୯: ଆସାମରେ ପୁଣି ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି। ହାଇଲାକାଣ୍ଡି ଜିଲାରେ ନକଲି ଦସ୍ତାବିଜ ପ୍ରସ୍ତୁତ କରି ବାଲ୍ୟ ବିବାହର ବ୍ୟବସ୍ଥା କରୁଥିବା ପନ୍ଦର ଜଣଙ୍କୁ ପୋଲିସ ଗିରଫ କରିଛି। ଅତିରିକ୍ତ ଏସପି ଶାମିର ଦପ୍ତାରୀ ବାରୁଆ କହିଛନ୍ତି, ଏହି…
କ୍ରେନ୍ ଖସି ୬ ମୃତ, ୫ରୁ ଅଧିକ ଆହତ
ବେଜିଂ,୧୪ା୯: ଚାଇନାର ଜିଆଙ୍ଗ ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସିଚୁଆନ ପ୍ରଦେଶର ରାଜଧାନୀ ଜିଆନୟାଙ୍ଗରେ ଏକ କ୍ରେନ୍ ଖସିପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜିଆଙ୍ଗ ସହରର ତୁଓ ନଦୀ ଉପରେ ଏକ ଏକ୍ସପ୍ରେସଓ୍ବେ ବ୍ରିଜ୍ ନିର୍ମାଣ ସମୟରେ ବୁଧବାର…
ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ନୂଆ ଯୋଜନା କରିବ ଇଣ୍ଡିଗୋ
ନୂଆଦିଲ୍ଲୀ,୧୪।୯: ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ବ୍ୟବହାର କରବାକୁ ଯାଉଛି। ଇଣ୍ଡିଗୋ ପାଇଲଟମାନେ ହାତରେ ଏକ ଉପକରଣ ଲଗାଇବେ ଯାହାଦ୍ୱାରା ସେମାନେ ହାଲିଆ ଥିବାର ସୂଚନା ମିଳିପାରିବ। ଇଣ୍ଡିଗୋ ଖୁବ୍ଶୀଘ୍ର ଏହି…
ବଲାଙ୍ଗୀରର ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ
ଭୁବନେଶ୍ୱର,୧୪ା୯(ଅସମାପିକା ସାହୁ): ବଲାଙ୍ଗୀରରେ ସମ୍ଭାବ୍ୟ ବନ୍ୟା ଓ ଜରୁରୀକାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ଚଞ୍ଚଳ ରାଣା। ଏନେଇ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି। ଜିଲାର…
ଏଲନ୍ ମସ୍କଙ୍କୁ କଡ଼ା ସମାଲୋଚନା କଲା ତାଇଓ୍ବାନ
ତାଇପେ,୧୪ା୯: ତାଇଓ୍ବାନର ବୈଦେଶିକ ମନ୍ତ୍ରଣାଳୟ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ମାଲିକ ଏଲନ୍ ମସ୍କଙ୍କୁ କଡ଼ା ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ତାଇଓ୍ବାନ ବିକ୍ରି ପାଇଁ ନୁହେଁ କି ଚାଇନାର ଅଂଶ ନୁହେଁ।…
ଭାଇଙ୍କ ମୃତ୍ୟୁ ପରେ ଭଉଣୀଙ୍କୁ ମିଳି ପାରିବନି ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ…
ବେଙ୍ଗାଲୁରୁ,୧୪।୯ : କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତି ଆଧାରରେ ଚାକିରି ପାଇଁ ଭଉଣୀଙ୍କର ଆବେଦନକୁ ଖାରଜ କରି କହିଛନ୍ତି ଭଉଣୀ ତାଙ୍କ ଭାଇଙ୍କ ପରିବାର ପରିଭାଷାରେ ଅନ୍ତର୍ଭୁକ୍ତ ନୁହନ୍ତି। ମୁଖ୍ୟ ବିଚାରପତି ପ୍ରସନ୍ନ ବି ଭରାଲେ…
Archives


