Home Middle

ଦେଶର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌

ମୁମ୍ବାଇ,୧୩ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍‌ (ଏମ୍‌ଟିଏଚ୍‌ଏଲ୍‌)ର ଉଦ୍‌ଘାଟନ କରିଛନ୍ତି। ଦେଶର ଭିତ୍ତିଭୂମି କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ କୁହାଯାଉଥିବା ଏହି ବ୍ରିଜ୍‌ର ନାମକରଣ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ‘ଅଟଳ ସେତୁ’…

ବିଲ୍‌କିସ୍‌ ବଳାତ୍କାରୀ ଫେରାର

ଅହମଦାବାଦ,୧୩।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ଦିଆଯାଇଥିବା କ୍ଷମାକୁ ସୁପ୍ରିମକୋର୍ଟ ଗତ ସୋମବାର ଖାରଜ କରିଦେଇ ସେମାନଙ୍କୁ ଜେଲ୍‌କୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ୧୧ ଅପରାଧୀଙ୍କ ମଧ୍ୟରୁ ୯ ଜଣଙ୍କ ଖୋଜଖବର ମିଳୁନାହିଁ।…

କୋର୍ଟଙ୍କ ବଡ ରାୟ: ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଥିଲେ ଦେଇପାରିବେ ଛାଡପତ୍ର!

ନୂଆଦିଲ୍ଲୀ,୧୨।୧: ସ୍ବାମୀ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ ମନା କଲେ ତାହା ମାନସିକ ନିର୍ଯ୍ୟାତନା ଭାବେ ଦେଖାଯିବ। ମଧ୍ୟ ପ୍ରଦେଶ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି। ହିନ୍ଦୁ ବିବାହ ଧାରା ଅନୁଯାୟୀ ସ୍ବାମୀ ଏଥିପାଇଁ…

କ’ଣ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଅପରାଧ କି? କୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ,୧୨।୧: ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅଶ୍ଳୀଳ ଭିଡିଓ ଦେଖିବା ନିଶାକୁ ନେଇ ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି। କୋର୍ଟ ଅଶ୍ଳୀଳ ଭିଡିଓ ଦେଖିବାକୁ ନିଶା ବା ମାଦକ ଦ୍ରବ୍ୟ ପିଇବା ସହ ତୁଳନା କରିଛନ୍ତି। ଜଷ୍ଟିସ ଏନ ଆନନ୍ଦ ଭେଙ୍କେଟଶ…

‘ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪‘ରେ ପ୍ରଥମ ସ୍ଥାନରେ ‘ହ୍ବାଟସଆପ୍‌ ୟୁନିଭରସିଟିର ଜ୍ଞାନ’, ବିଶ୍ୱ ପାଇଁ ଆଣୁଛି ବଡ ବିପଦ

ନୂଆଦିଲ୍ଲୀ,୧୨।୧: ଯଦି ଆପଣ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଏବଂ ବୋମା କିମ୍ବା ପ୍ରଦୂଷଣକୁ ଦୁନିଆ ପାଇଁ ବିପଜ୍ଜନକ ବୋଲି ଭାବୁଛନ୍ତି କି? ଯଦି ଏପରି ଭାବୁଛନ୍ତି, ଏହା ସମ୍ପୂର୍ଣ୍ଣ ରୂପେ ଭୂଲ ଅଟେ। ଆଗାମୀ ୨ ବର୍ଷ ବିଶ୍ୱ ପାଇଁ ସବୁଠାରୁ ବଡ…

ଗୋଟିଏ ଫଟୋ ଉଠାଇବାକୁ ନେଇଥିଲେ ୭ବର୍ଷ ସମୟ, ଏପରି ଉଠାଇଲେ ଫଟୋ ନାସା କଲା ସାମ୍ମାନିତ

ଟ୍ୟୁରିନ,୧୨।୧: ଫଟୋକୁ ସଠିକ୍‌ ଆଙ୍ଗେଲ ଏବଂ କ୍ୟାପଚର କ୍ଲିଅର ନେବା ଲାଗି ଫଟୋଗ୍ରାଫରଙ୍କୁ ବିଭିନ୍ନ ଟେକ୍‌ନିକ୍‌ ଲଗାଇ ଫଟୋ ଉଠାଇବାକୁ ପଡିଥାଏ। ଏଥିପାଇଁ ସେମାନଙ୍କୁ ଗୋଟିଏ ଶଟ୍‌ ପାଇଁ ୧୫-୨୦ ମିନିଟ୍‌ ଅପେକ୍ଷା କରିବାକୁ ମଧ୍ୟ ପଡିଥାଏ। କିନ୍ତୁ ନିକଟରେ ଏପରି…

ବିଦେଶୀ ନାଗରିକ ଭାରତରେ ରହିବା, ବସତି ସ୍ଥାପନ କରିବାର କୌଣସି ଅଧିକାର ଦାବି କରିପାରିବେ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୨।୧: କୌଣସି ବିଦେଶୀ ନାଗରିକଙ୍କୁ ଭାରତରେ ରହିବାର ଏବଂ ବସତି ସ୍ଥାପନ କରିବାର କୌଣସି ଅଧିକାର ନାହିଁ। ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। କୋର୍ଟ ଭାରତୀୟ ସମ୍ବିଧାନର ଧାରାକୁ ଭିତ୍ତି କରି ବିଦେଶୀଙ୍କୁ…

ବିବାହ କଲେ ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’, ସାଧାରଣ ପରିବାରରୁ ଆସିଥିବା ଯୁବତୀଙ୍କୁ ଦେଇ ବସିଲେ ମନ

ବ୍ରୁନେଇ,୧୨।୧: ଏସିଆର ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’ ବା ସବୁଠାରୁ ଯୋଗ୍ୟ କୁଆଁରା ଜଣେ ସାଧାରଣ ମହିଳା ପାଖରେ ହୃଦୟ ହାରିଛନ୍ତି। ଏହି ଏଲିଜିବୁଲ ବ୍ୟାଚଲର ଆଉ ବ୍ୟାଚଲର ହୋଇ ରହି ନାହାନ୍ତି ସେ ଏବେ ବିବାହ କରି ମ୍ୟାରିଡ ଲିଷ୍ଟରେ ଏଣ୍ଟ୍ରି…

ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବାକୁ ପୁଣି ଦାବି କଲେ ମମତା ବାନାର୍ଜୀ, କହିଲେ କ’ଣ ରଖାଯିବ

କୋଲକତା,୧୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ବଦଳାଇବା ପାଇଁ ଦାବି ଉଠାଇଛନ୍ତି। ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ମମତା ରାଜ୍ୟର ନୂଆ ନାଁ ପଶ୍ଚିମ ବଙ୍ଗ(ଓ୍ବେଷ୍ଟ ବେଙ୍ଗଲ)କୁ…

‘ଅଟଳ ସେତୁ’ର ଉଦଘାଟନ କଲେ ମୋଦି, ୧୫ ମିନିଟରେ ଶେଷ ହେବ ୨ ଘଣ୍ଟାର ଯାତ୍ରା

ମୁମ୍ବାଇ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକ ଏବଂ ମୁମ୍ବାଇ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ପ୍ରଥମେ ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ…

ଏହି କ୍ଲବରେ ଅନୁଷ୍ଠିତ ହେଲା ‘ନେକେଡ ପାର୍ଟି’, ଉଲଗ୍ନ ଭାବରେ ଯୋଗଦେଲେ ରାଜନେତା ଠାରୁ ସେଲିବ୍ରେଟି,ଆଉ ତା’ ପରେ…

ମସ୍କୋ,୧୨।୧: ଦେଶ ବା ବିଦେଶରେ ଥିବା କ୍ଲବରେ ବିଭିନ୍ନ ପ୍ରକାର ଥିମ୍‌ରେ ପାର୍ଟି ଆୟୋଜନ କରାଯାଇଥାଏ। ଆଉ ସେହି ଅନୁସାରେ ପାର୍ଟିରେ ଯୋଗ ଦେଉଥିବା ସଦସ୍ୟଙ୍କୁ ଡ୍ରେସକୋଡ ଓ କଷ୍ଟ୍ୟୁମ ପିନ୍ଧିବାକୁ ପଡିଥାଏ। କିନ୍ତୁ ଋଷିଆରେ ଏପରି ଏକ ପାର୍ଟି ଆୟୋଜନ…

ଭଗବାନ ରାମ ଥିବା ସ୍ଥାନରେ ପୋଛା ଲଗାଇଲେ ମୋଦି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକର ପ୍ରଭୁ ରାମଙ୍କ ପ୍ରସିଦ୍ଧ କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ‘ଭଜନ-କୀର୍ତ୍ତନ’ରେ ଭାଗ ନେଇଥିଲେ। ଏହି ସମୟରେ ସେ କେବଳ ଝାଞ୍ଜ ମୃଦଙ୍ଗ ବଜାଇ ନାହାଁନ୍ତି, ପ୍ରଧାନମନ୍ତ୍ରୀ ମଧ୍ୟ କଲାରାମ ମନ୍ଦିରରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?