Home Middle

ବଳାତ୍କାର ପୀଡିତାଙ୍କୁ ବିବାହ କଲେ ବି ଅଭିଯୁକ୍ତଙ୍କ ବିରୋଧରେ ଜାରି ରହିବ ମାମଲା: ହାଇକୋର୍ଟ…

ନୂଆଦିଲ୍ଲୀ,୧୨।୧୧ : ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କୋର୍ଟରେ କହିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ଅଭିଯୁକ୍ତ ବିବାହ କଲେ ବି…

୨୦୨୪ ଭୂକମ୍ପରେ ଧ୍ୱଂସ ହୋଇଯିବ ଅନେକ ବଡ ବଡ ସହର, ଆମେରିକା ପାଇଁ ଭବିଷ୍ୟବାଣୀ

ଓ୍ବାଶିଂଟନ,୧୨।୧୧: ନୂଆ ନୋସ୍ତ୍ରୋଦମସ କୁହାଯାଉଥିବା କ୍ରେଗ ହାମିଲଟନ-ପାର୍କର ଆସନ୍ତା ବର୍ଷ ଲାଗି ଆମେରିକା ପାଇଁ ଭୟାନକ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ପ୍ରାକୃତିକ ଘଟଣା ଯୋଗୁଁ ଆମେରିକାର ଅଧିକାଂଶ ଅଂଶ ବ୍ଲାକଆଉଟ ଦେଇ ଗତି କରିବ। ଭିତ୍ତିଭୂମି ନଷ୍ଟ ହେତୁ…

୮୦୦ରୁ ଅଧିକ ସୁଦାନ ନାଗରିକଙ୍କର କରାଯାଇଛି ନରସଂହାର: ଜାତିସଂଘ…

ଖାର୍ତୁମ,୧୨।୧୧ : ଯୁଦ୍ଧଗ୍ରସ୍ତ ସୁଦାନରେ ଗତ ଏକମାସ ମଧ୍ୟରେ ୮୦୦ରୁ ଅଧିକ ସୁଦାନ ନାଗରିକଙ୍କର ନରସଂହାର କରାଯାଇଛି। ଏନେଇ ଜାତିସଂଘ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ପଶ୍ଚିମ ଡାଫୁର ପ୍ରଦେଶର ଆର୍ଦାମାତା ଅଞ୍ଚଳରେ ସୁଦାନ ପାରାମିଲିଟାରୀ ବାହିନୀ ଏବଂ ମିଳିତ ଆରବ ବିଦ୍ରୋହୀଙ୍କ…

ଅଲ ଅସ୍କା ହସ୍ପିଟାଲରୁ ଶିଶୁଙ୍କୁ ସ୍ଥାନାନ୍ତରଣ ପାଇଁ ଇସ୍ରାଏଲ ସେନାର ଅନୁମତି…

ଜେରୁଜେଲମ,୧୨।୧୧ : ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ହମାସ ପକ୍ଷରୁ ଇସ୍ରାଏଲ ସେନା ଶିବିରକୁ ଟାର୍ଗେଟ କରି କରାଯାଇଛି। ଗାଜାର ଅଲ ଅସ୍କା ହସ୍ପିଟାଲରେ ଇନ୍ଧନ ଅଭାବରୁ ବିଦ୍ୟୁତ ଉତ୍ପାଦନ ସମ୍ଭବ ହୋଇ ପାରିନାହିଁ।…

୧୩୦ କିଲୋମିଟର ବେଗରେ ଯାଉଥିଲା ଟ୍ରେନ, ଏମର୍ଜେନ୍ସି ବ୍ରେକ୍‌ ଲଗାଇଲେ ଲୋକୋ ପାଇଲଟ, ୨ ଯାତ୍ରୀ ମୃତ…

ରାଞ୍ଚି,୧୨।୧୧ : ଦିଲ୍ଲୀ ଅଭିମୁଖେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ପୁରୀ-ନୂଆଦିଲ୍ଲୀ ପୁରୋଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଝାଡଖଣ୍ଡର କୋଡରମା ଜିଲାରେ ଟ୍ରେନ ଲାଇନ ଉପରେ…

ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୧୨ା୧୧: ଇଣ୍ଡୋନେସିଆରେ ପୁଣି ଥରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ଅନୁସନ୍ଧାନ ସେସ୍‌ମୋଲୋଜି କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୬ ଥିଲା। ସେଣ୍ଟର ଫର ରିସର୍ଚ୍ଚ ସେସ୍‌ମୋଲୋଜି ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର…

ଆଜି ଭାରତ-ନେଦରଲାଣ୍ଡ୍ସ ମୁକାବିଲା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ବେଙ୍ଗାଲୁରୁ.୧୨।୧୧: ବିଶ୍ୱକପ୍‌ ୨୦୨୩ର ଶେଷ ଲିଗ୍‌ ମ୍ୟାଚ ଆଜି ଟିମ ଇଣ୍ଡିଆ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ଉଭୟ ଦଳ ପାଇଁ ଏକ ସାଧାରଣ ମ୍ୟାଚ୍‌ ଭଳି ହେବ। କାରଣ ଭାରତ ପୂର୍ବରୁ ସେମିଫାଇପାଲରେ ପହଞ୍ଚିସାରିଥିବାବେଳେ ନେଦରଲାଣ୍ଡ ବିଶ୍ୱକପ୍‌ରୁ ବିଦା…

ଲଶ୍କର-ଇ-ତୋଇବାର କମାଣ୍ଡରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୨।୧୧: ପାକିସ୍ତାନରେ ଭାରତ ବିରୋଧୀ ଆତଙ୍କବାଦୀଙ୍କୁ ଧୀରେ ଧୀରେ ନିପାତ କରାଯାଉଛି। ଖେବର ପଖ୍‌ତୁନଖାରେ କିଛି ଅଜ୍ଞାତ ଲୋକମାନେ ଲଶ୍କର-ଇ-ତୋଇବାର କମାଣ୍ଡର ଅକରମ ଗାଜୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀଙ୍କ…

ଅସୁସ୍ଥ ସ୍ତ୍ରୀଙ୍କୁ କୁଣ୍ଢାଇ ଧରି ବିକଳରେ କାନ୍ଦିଲେ ସିସୋଡିଆ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ତିହାର ଜେଲରୁ ବାହାରକୁ ଆସିଥିଲେ। ତାଙ୍କ ସ୍ତ୍ରୀ ସୀମା ସିସୋଡିଆ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ତାଙ୍କୁ ବିଦାୟ…

ନିର୍ମାଣଧୀନ ଟନେଲରେ ଭୂସ୍ଖଳନ: ମାଟି ତଳେ ୪୦ରୁ ଅଧିକ ଶ୍ରମିକ…

ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡର ୟମୁନେତ୍ରି ଜାତୀୟ ରାଜପଥରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ନିର୍ମାଣାଧୀନ ଟନେଲ ଭିତରେ ଏକ ଭୂସ୍ଖଳନ ଘଟିଛି। ନାଭିୟୁଗା କମ୍ପାନୀ ଦ୍ୱାରା ଏହି ଟନେଲ ନିର୍ମାଣ କରାଯାଉଛି। କୁହାଯାଉଛି ୪୦ ରୁ ଅଧିକ ଶ୍ରମିକ ଟନେଲ ଭିତରେ ଫସି…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ମୋଦି

ଶିମ୍‌ଲା,୧୨।୧୧: ଆଜି ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଲେପ୍‌ଚାଠାରେ ପହଞ୍ଚିଛନ୍ତି। ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ…

ନଭେମ୍ବର ୧୭ରେ ଶକ୍ତିଶାଳୀ ରକେଟ୍‌ ଲଞ୍ଚ କରିବେ ଏଲନ ମସ୍କ

ଓ୍ବାଶିଂଟନ,୧୨।୧୧: ସ୍ପେସଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ନିଜର ସୁପର ହେଭି ରକେଟ ଷ୍ଟାରଶିପ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହାକୁ ୧୭ ନଭେମ୍ବରରେ ଲଞ୍ଚ କରିବେ। ତଥାପି ଏହାର ରେଗୁଲେଟୋରି ଆପ୍ରୁଭାଲ୍‌ ଅଛି। ଏହାପୂର୍ବରୁ ଏପ୍ରିଲ ମାସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri