Home Middle

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୬।୨: ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଶେୟାର କରିଛନ୍ତି। ଏହି ଟୁଇଟ୍‌ରେ ପ୍ରିୟଙ୍କା ଲେଖିଛନ୍ତି, ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ…

ରେୱାରି ମୋ ଗ୍ୟାରେଣ୍ଟିର ସର୍ବ ପ୍ରଥମ ସାକ୍ଷୀ: ମୋଦି

ରଓ୍ବୋଡି,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଫେବୃଆରୀ ୧୬, ୨୦୨୪) ହରିୟାଣାର ରେୱାଡିକୁ ଏକ ବଡ ଉପହାର ଦେଇଛନ୍ତି। ସେ କହିଛନ୍ତି- ଏଠାରେ ଆଧୁନିକ ରାସ୍ତା ନିର୍ମାଣ ହେଲେ, ରେଳବାଇର ଏକ ଆଧୁନିକ ନେଟୱାର୍କ ଏବଂ ଏଠାରେ ବଡ଼ ଏବଂ ଭଲ…

ଏସଟିଏଫ ଜବତ କଲା ୪ ଟାଇମ ବମ, ଧରାପଡିଲେ ଜଣେ ଅଭିଯୁକ୍ତ

ମୁଜାଫରପୁର,୧୬।୨: ଉତ୍ତର ପ୍ରଦେଶ ମୁଜାଫରନଗରର ନଗର ପୋଲିସ ଷ୍ଟେଶନ ପରିସରରୁ ଏସଟିଏଫ ଟିମ ୪ଟି ଟଶିମ ବମ ଉଦ୍ଧାର କରିଥିବା ଜଣାଯାଇଛି। ଜଣେ ଅଭିଯୁକ୍ତ ମଧ୍ୟ ଧରାପଡିଛି, ଯଦିଓ ପୋଲିସ ଅଧିକାରୀ ଏପର୍ଯ୍ୟନ୍ତ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି। ଏସଟିଏଫ ମେରଠର…

କଟକରେ ନାବାଳିକାଙ୍କୁ ଟେକିନେଇ ଗଣବଳାତ୍କାର, ଏସସିବି ହସ୍ପିଟାଲରେ ଭର୍ତ୍ତି

କଟକ,୧୬।୨: ସରସ୍ବତୀ ପୂଜାରେ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଟେକିନେଇ ଗଣଦୁଷ୍କର୍ମ କରିଥିବା ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ମଧୁପାଟଣା ଥାନାରେ ଏ ସଂକ୍ରାନ୍ତରେ ପୀଡ଼ିତା ବୟାନ ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ…

ମୋଦିଙ୍କୁ ଗାଳି ଦେବା ଏମାନଙ୍କ ଏଜେଣ୍ଡା, କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ବିକଶିତ ଭାରତ ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ଏକମାତ୍ର ଏଜେଣ୍ଡା ହେଉଛି ‘ମୋଦି ବିରୋଧୀ’ ଏଜେଣ୍ଡା। ଯେତେବେଳେ ଏକ…

ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, ହେଲେ କୃଷକଙ୍କୁ ଭେଟିବାକୁ ସମୟ ନାହିଁ, ମିଛର ଫ୍ୟାକ୍ଟ୍ରି ହେଉଛନ୍ତି ମୋଦି: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୧୬।୨: କୃଷକ ଆନ୍ଦୋଳନ ମଧ୍ୟରେ ବିହାରର ପୂର୍ବତନ େଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରଶ୍ନ ଉଠାଇଛନ୍ତି ଯେ ପ୍ରଧାନମନ୍ତ୍ରୀ କାହିଁକି ଅନ୍ନଦାତାଙ୍କୁ ଭେଟିବେ ନାହିଁ। ଶୁକ୍ରବାର (ଫେବୃଆରୀ ୧୬, ୨୦୨୪) ବିହାରର ସାସାରାମରେ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ମଧ୍ୟ…

କଂଗ୍ରେସର ସବୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛନ୍ତି କେନ୍ଦ୍ର ସରକାର: ଅଜୟ ମାକେନ

ନୂଆଦିଲ୍ଲୀ,୧୬।୨: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ। ଆୟକର ବିଭାଗ ଦ୍ୱାରା ଯୁବ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବା କଂଗ୍ରେସ ଦାବି କରିଛି। କଂଗ୍ରେସ ମୁଖପାତ୍ର ଅଜୟ ମାକେନ୍ ଏହି…

‘ଆମେ କାର୍ଯ୍ୟାଳୟ ହଟାଇବାକୁ ପ୍ରସ୍ତୁତ ହେଲେ…,’ରାଉଜ ଏଭେନ୍ୟୁ ଜମି ମାମଲାକୁ ନେଇ ସୁପ୍ରିମକୋର୍ଟରେ କହିଲା ଏଏପି

ନୂଆଦିଲ୍ଲୀ,୧୬।୨: ଯେଉଁଠାରେ ଆମ ଆଦମୀ ପାର୍ଟି(ଏଏପି)ର କାର୍ଯ୍ୟାଳୟ ଦିଲ୍ଲୀରେ ଅବସ୍ଥିତ ସେହି ଜମି ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ପରେ ଆମ ଆଦମୀ ପାର୍ଟି ବର୍ତ୍ତମାନ କୋର୍ଟରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି। ଆମ ଆଦମୀ ପାର୍ଟିର ରାଉଜ ଆଭେନ୍ୟୁରେ ଥିବା ମୁଖ୍ୟ…

ଇଲେକ୍ଟୋରାଲ ବଣ୍ଡରେ ଭାଜପାକୁ ମିଳିଛି ସର୍ବାଧିକ ଟଙ୍କା, ଜାଣନ୍ତୁ ବିଜେଡି ପାଇଛି କେତେ ?

ଭୁବନେଶ୍ୱର,୧୬।୨: ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଅଦ୍ୟାବଧି ରାଜନୈତିକ ଦଳଗୁଡ଼ିକୁ ଏହାର ବିକ୍ରିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା। ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା…

ରାହୁଲ ଗାନ୍ଧୀଙ୍କ କାର୍‌ର ଡ୍ରାଇଭର୍‌ ସାଜିଲେ ତେଜସ୍ବୀ ଯାଦବ

ପାଟନା,୧୬।୨: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ରୋହତସ (ସାସରାମ)ରେ ପହଞ୍ଚିଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ରୋହତସରେ ପହଞ୍ଚିଥିଲେ। ତେଜସ୍ବୀ କେବଳ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ…

ଆମେରିକା କାନ୍ଧରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ! କହିଲେ, ଆମକୁ ସାହାଯ୍ୟ କର

ଇସଲାମାବାଦ୍‌,୧୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶରେ ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଜାଲିଆତି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଆମେରିକାକୁ ଅନୁରୋଧ କରିଛନ୍ତି। ଅଗଷ୍ଟ ୨୦୧୮ରେ ପ୍ରଧାନମନ୍ତ୍ରୀ ହୋଇଥିବା ଖାନଙ୍କୁ ଏପ୍ରିଲ ୨୦୨୨ରେ ଏକ ଅବିଶ୍ୱାସ ଭୋଟ…

ଆଜି ଭାରତ ବନ୍ଦ: ଏସବୁ ରାଜ୍ୟରେ ଅଧିକ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୬ରେ କୃଷକ ସଂଗଠନ ଭାରତ ବନ୍ଦ ଆହ୍ବାନ କରିଛନ୍ତି। ଏମଏସପି ଗ୍ୟାରେଣ୍ଟି ସହିତ ଅନ୍ୟ ୧୧ଟି ଦାବି ପାଇଁ କୃଷକମାନେ ପୁଣି ଥରେ ବିରୋଧ କରୁଛନ୍ତି। ସେମାନଙ୍କ ଦାବି ଉପରେ କେନ୍ଦ୍ର ଉପରେ ଚାପ ପକାଇବାକୁ କୃଷକ ସଂଗଠନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri