ଆଜିଠୁ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ: ଭିନ୍ନକ୍ଷମଙ୍କୁ ମିଳିବ ଅଧିକ ଘଣ୍ଟାଏ ସମୟ
ଭୁବନେଶ୍ୱର,୧୭।୨: ଆଜିଠୁ ଆରମ୍ଭ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା । ଚଳିତ ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକରେ ୫…
ବିରୋଧୀଙ୍କୁ ସନ୍ଦେଶଖାଲି ମନା
କୋଲକାତା/ନୂଆଦିଲ୍ଲୀ,୧୭।୨(ପି.ଟି.): ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲି ବ୍ଲକ୍ ଅଞ୍ଚଳରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଓ ସେମାନଙ୍କ ଜମିକୁ ବଳପୂର୍ବକ ଦଖଲ ଘଟଣାକୁ ନେଇ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର…
ତୀବ୍ର ହେବ ଚାଷୀ ଆନ୍ଦୋଳନ
ଅମୃତସର/ହିସାର/ମୁଜାଫରନଗର,୧୭।୨(ପି.ଟି.): ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)ର ଭାରତ ବନ୍ଦ ଡାକରା ଯୋଗୁ ଶୁକ୍ରବାର ପଞ୍ଜାବରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଫଳରେ ବସ୍ଯାତ୍ରୀମାନେ ବିଭିନ୍ନ ଷ୍ଟାଣ୍ଡରେ ଅଟକି ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫସଲର ସର୍ବନିମ୍ନ ସହାୟକ…
ପଞ୍ଚାୟତ ସମିତି ସହ ଜଡିତ ଅଫିସରଙ୍କ ବଢିଲା ଆର୍ଥିକ କ୍ଷମତା
ଭୁବନେଶ୍ୱର,୧୬।୨: ପଞ୍ଚାୟତ ସମିତି ସହ ବୈଷୟିକ ଓ ପ୍ରଶାସନିକ ଅଧିକାରୀମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି ପାଇଛି । ରାଜ୍ୟ କ୍ୟାବିନେଟ ଏନେଇ ଅନୁମୋଦନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି…
ବିଧାୟକ ପ୍ରତାପ ଜେନାଙ୍କ କ୍ରିମିନାଲ ରିଭିଜନ୍ ପିଟିସନ୍ ମାମଲା: ଆବେଦନ ଶୁଣାଣିରୁ ଓହରିଲେ ବିଚାରପତି
କଟକ,୧୬ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ପ୍ରତାପ ଜେନାଙ୍କ ପକ୍ଷରୁ ରୁଜୁ ରିଭିଜନ ପିଟିସନ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଏଥିରୁ ଓହରି ଯାଇଥିବାରୁ ମୁଖ୍ୟ ବିଚାରପତିଙ୍କ…
ସଂଖ୍ୟା ଗରିଷ୍ଠତା ଥାଇ ବି ଆସ୍ଥା ଭୋଟ୍ ଲୋଡ଼ିଲେ କେଜ୍ରିଓ୍ବାଲ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୧୬।: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଧାନସଭାରେ ତାଙ୍କ ସରକାରର ଶକ୍ତି ପ୍ରଦର୍ଶନ ପାଇଁ ଶୁକ୍ରବାର ଆସ୍ଥାଭୋଟ ଲୋଡ଼ିଛନ୍ତି। ଶନିବାର ଏହା ଉପରେ ଆଲୋଚନା ହେବ। ତେବେ ବିରୋଧୀ ଦଳ ପକ୍ଷରୁ କୌଣସି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥାଏ। ଏମିତିରେ…
ଆଜି ୬ ଜିଲାକୁ ‘ଲକ୍ଷ୍ମୀ’ ବସ୍ ସେବା ଆରମ୍ଭ, ଉପକୃତ ହେବେ ଖୋର୍ଦ୍ଧା-ପୁରୀ-କେନ୍ଦ୍ରାପଡ଼ା-ଭଦ୍ରକ-ଯାଜପୁର-ନୟାଗଡ଼ବାସୀ
ଭୁବନେଶ୍ୱର,୧୬।୨(ଅସମାପିକା ସାହୁ): ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ ବସ୍’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଏସବୁ ଜିଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଗାଁ ଲୋକମାନେ…
ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ: ଏସ୍ଏଚ୍ଜି ମହିଳାଙ୍କ ପାଇଁ ଖୁସି ଖବର, ଏଣିକି ମିଳିବ…
ଭୁବନେଶ୍ୱର, ୧୬।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା ଉପରେ କ୍ୟାବିନେଟ ଅନୁମୋଦନ ମିଳିଛି । ଏଣିକି ବୁଣାକାର ୨ହଜାରରୁ…
ବିଜେଡିରେ ମିଶିଲେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
ଭୁବନେଶ୍ୱର,୧୬।୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ। ବିଜୁ ଜନତା ଦଳ(ବିଜେଡି)ରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ…
ଆତଙ୍କବାଦୀଙ୍କୁ ଏକ୍ସରେ ପ୍ରିମିୟମ ସର୍ଭିସ ଦେଇଛନ୍ତି ଏଲନ ମସ୍କ, ରିପୋର୍ଟରେ ଖୁଲାସା
ଓ୍ବାଶିଂଟନ୍,୧୬।୨: ଦୁନିଆର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରକୁ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ କିଣିଛନ୍ତି। କମ୍ପାନୀ କିଣିବା ପରେ ମସ୍କ ଏହାକୁ ଟ୍ବିଟରରୁ ନାମ ପରିବର୍ତ୍ତନ କରି ଏକ୍ସ କରିଛନ୍ତି। ଗତବର୍ଷ ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ଏକ…
Paytm: ପେଟିଏମ୍ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏବେ ମାର୍ଚ୍ଚ ୧୫ ଯାଏ କରିପାରିବେ ନେଣଦେଣ, ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ଡିପୋଜିଟ୍ ଏବଂ ଅନ୍ୟ ନେଣଦେଣର ସମୟସୀମାକୁ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରିଛି। ଶୁକ୍ରବାର ଆର୍ବିଆଇ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ପୂର୍ବରୁ ଜାନୁଆରୀ ୩୧ ରେ…
ଭାରତ ବନ୍ଦ ଆମ ଅଧିକାର ନା ଏହା ଅପରାଧ? କ’ଣ ଯେକେହି କରିପାରିବେ ଘୋଷଣା, ଜାଣନ୍ତୁ କ’ଣ କୁହେ ସମ୍ବିଧାନ…
ନୂଆଦିଲ୍ଲୀ,୧୬।୨: ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସ୍କେଏମ୍) ଏବଂ ଅନ୍ୟ ସଂଗଠନଗୁଡ଼ିକ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡ଼ାକରା ଦିଆଯାଇଥିଲା। ସକାଳ ୬ରୁ ଅପରାହ୍ନ ୪ ଯାଏ କୃଷକ-ଶ୍ରମିକମାନେ କାମ ବନ୍ଦ କରିବାକୁ ଅପିଲ କରାଯାଇଥିଲେ ହେଁ ଏହାର ସେତେଟା ପ୍ରଭାବ ଦେଖିବାକୁ ମିଳିନାହିଁ।…
Archives


