ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି…
ନୂଆଦିଲ୍ଲୀ,୧୭।୨: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ। ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ଥାବ ଆଣି ଶନିବାର ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୩ ଆସନ ପାଇଛନ୍ତି। ଏହାପରେ ଭାଜପା ସରକାରଙ୍କ…
ଆମର ଲକ୍ଷ୍ୟ ୩୭୦ ଲୋକସଭା ଆସନ ବିଜୟ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ତଥା ଦଳର ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ପାଇଁ ଶନିବାର ଦିଲ୍ଲୀରେ ଭାଜପାର ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାଜପାର ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ…
କଂଗ୍ରେସ ଛାଡ଼ିବେ କି କମଲନାଥଙ୍କ ପୁଅ? ଟୁଇଟର୍ ବାୟୋରୁ ହଟାଇଲେ ଦଳର ନାମ-ଲୋଗୋ
ଭୋପାଳ,୧୭।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ତଥା ଛିନ୍ଦଓ୍ବାଡା ଏମ୍ପି ନକୁଳନାଥ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସେ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରୁ କଂଗ୍ରେସ ଦଳର ନାମ ଏବଂ ଲୋଗୋ ହଟାଇ ଦେଇଛନ୍ତି। ପ୍ରଥମେ…
ଦିଲ୍ଲୀରେ ମାଲବାହୀ ଟ୍ରେନର ୮ବଗି ଲାଇନଚ୍ୟୁତ
ନୂଆଦିଲ୍ଲୀ,୧୭।୨: ଶନିବାର ଦିଲ୍ଲୀରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନାଗର-ଦୟାବସ୍ତି ସେକ୍ସନର ଏକ ମାଲଗାଡ଼ି ଟ୍ରେନର ଆଠଟି କୋଚ ଲାଇନ ଚ୍ୟୁତ ହୋଇଛି। ଜଖିରା ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା…
ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ
ନୂଆଦିଲ୍ଲୀ,୧୭।୨:ମୃତ ଜୀବଜନ୍ତୁ କିମ୍ବା ପ୍ରାଣୀଙ୍କ ମୃତ ଶରୀର ଦୀର୍ଘଦିନ ପଡି ରହିଲେ ସେଥିରେ ଫଙ୍ଗସ୍ ଲାଗିଯାଏ। କିନ୍ତୁ କେବେ ଜୀବନ୍ତ ପ୍ରାଣୀ ଶରୀରରେ ଫଙ୍ଗସ ବଢିବା ଦେଖିଛନ୍ତି କି? ଦେଶର ପଶ୍ଚିମ ଇଲାକାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯାହାକୁ…
ଲୋକ ସଭା ନିର୍ବାଚନ: ଭାଜପା ଚନ୍ଦ୍ରବାବୁଙ୍କ ମଧ୍ୟରେ ଡିଲ ଶେଷ, ପଓ୍ବନ କଲ୍ୟାଣଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଭାରତର ଅଧିକରୁ ଅଧିକ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) କୁ ବହୁତ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହିତ ଭାଜପା ନିର୍ବାଚନ ମେଣ୍ଟ…
ଆଖିରୁ ଶୁଖୁନି ଲୁହ, କାନ୍ଦି କାନ୍ଦି ନଭଲନିଙ୍କ ପତ୍ନୀ କହିଲେ ପୁଟିନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିବ
ମସ୍କୋ,୧୭।୨: ରୁଷିଆରେ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନଭଲନିଙ୍କ କାରାଗାରରେ ମୃତ୍ୟୁ ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ତାଙ୍କ ପତ୍ନୀ ୟୁଲିଆ ନଭଲନୟା କହିଛନ୍ତି ଯେ ଯଦି ନଭଲନିଙ୍କ ମୃତ୍ୟୁ ଖବର ସତ ତେବେ ପୁଟିନ ଏବଂ…
ଜେଏଲଏନ ଷ୍ଟାଡିୟମ ଗେଟ ନମ୍ବର ଦୁଇରେ ଭାଙ୍ଗିଲା ପେଣ୍ଡାଲ, ୧୦-୧୨ ଜଣ ଚାପି ହୋଇରହିଥିବା ଆଶଙ୍କା
ନୂଆଦିଲ୍ଲୀ,୧୭।୨: ଜବାହରଲାଲ ନେହେରୁ ଷ୍ଟାଡିୟମର ଦୁଇ ନମ୍ବର ଫାଟକ ନିକଟରେ ଏକ ପେଣ୍ଡାଲ ଭୁଶୁଡି ପଡିଛି ଯେଉଁଥିରେ ୧୦-୧୨ଜଣ ଏହା ତଳେ ଚାପି ହୋଇ ଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର ପାଇଁ ପୋଲିସ ଏବଂ ତିନୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।…
ନଭଲନିଙ୍କ ମୃତ୍ୟୁକୁ ନେଇ କ୍ରୋଧ ପ୍ରକାଶ କଲେ ବାଇଡେନ, କହିଲେ ତାଙ୍କ ମୃତ୍ୟୁ ପାଇଁ ପୁଟିନ ଦାୟୀ
ଓ୍ବାଶିଂଟନ,୧୭।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ସମାଲୋଚକ ବିରୋଧୀ ଦଳର ନେତା ଆଲେକ୍ସି ନଭଲନିଙ୍କ ମୃତ୍ୟୁ ହୋଇଛି। ଉଗ୍ରବାଦ ଅଭିଯୋଗରେ ନଭଲନି ୧୯ ବର୍ଷ କାରାଦଣ୍ଡ ଭୋଗୁଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ…
ବଢୁଛି ଚମ୍ପାଇ ସରକାରଙ୍କ ସମସ୍ୟା, ଝାଡ଼ଖଣ୍ଡରେ ଯେ କୌଣସି ସମୟରେ ହୋଇପାରେ ବଡ ଧରଣର ଖେଳ
ରାଞ୍ଚି,୧୭।୨: ଝାଡ଼ଖଣ୍ଡରେ ପୁଣି ଥରେ ଚମ୍ପାଇ ସରକାର ଉପରେ ସଙ୍କଟର କଳା ବାଦଲ ଢାଙ୍କିବାକୁ ଲାଗିଲାଣି। କ୍ୟାବିନେଟ ସମ୍ପ୍ରସାରଣକୁ ନେଇ କ୍ରୋଧିତ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଚମ୍ପାଇ ସୋରେନଙ୍କ କ୍ୟାବିନେଟ ସମ୍ପ୍ରସାରଣରେ ୧୨ଜଣ ବିଧାୟକ ଅସନ୍ତୁଷ୍ଟ। ସୂଚନା…
ମିଶନ ୩୭୦ ଉପରେ ଭାଜପାର ମହାମନ୍ଥନ, ରାଷ୍ଟ୍ରୀୟ ଅଧିବେଶନରେ ମୋଦି ଦେବେ ବିଜୟର ମନ୍ତ୍ର
ନୂଆଦିଲ୍ଲୀ,୧୭।୨: ଲୋକ ସଭା ନିର୍ବାଚନ -୨୦୨୪ର ଆହ୍ବାନ ବର୍ତ୍ତମାନ ସ୍ପଷ୍ଟ ଶୁଣିବାକୁ ମିଳୁଛି। ଫେବୃଆରୀ ଶେଷରେ କିମ୍ବା ମାର୍ଚ୍ଚ ଆରମ୍ଭରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଭାଜପା ସହିତ ବିରୋଧୀ ଦଳ ମଧ୍ୟ…
କୃଷକ ଆନ୍ଦୋଳନ ମଧ୍ୟରେ ଚାଲିଗଲା ପୋଲିସକର୍ମୀଙ୍କ ଜୀବନ, ଗୋଟିଏ ଦିନ ପୂର୍ବରୁ ଜଣେ ଚାଷୀଙ୍କର ହୋଇଥିଲା ମୃତ୍ୟୁ
ନୂଆଦିଲ୍ଲୀ,୧୭।୨: ପଞ୍ଜାବ-ହରିୟାଣା ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ପୋଲିସ କର୍ମଚାରୀ ହରିୟାଣା ପୋଲିସର ସବ-ଇନ୍ସପେକ୍ଟର ହିରାଲାଲ ବୋଲି ଜଣାପଡିଛି। ନ୍ୟୁଜ ଏଜେନ୍ସି ଏନଆଇ କହିଛି ଯେ ହିରାଲାଲଙ୍କୁ…
Archives


