Home Middle

ଆତିଶୀଙ୍କ ଘରେ କ୍ରାଇମ ବ୍ରାଞ୍ଚ ଟିମ: ଘୋଡ଼ାବେପାର ଅଭିଯୋଗ ନେଇ ନୋଟିସ…

ନୂଆଦିଲ୍ଲୀ,୪।୨ : ରବିବାର ସକାଳେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଘରେ ପହଞ୍ଚିଛନ୍ତି। ବାସ୍ତବରେ, ଆତିଷୀ ମାର୍ଲେନା ଏବଂ ସିଏମ ଅରବିନ୍ଦ କେଜରିୱାଲ ନିକଟରେ କିଛି ଆଦମ ପାର୍ଟି (ଏଏପି) ବିଧାୟକଙ୍କୁ ଭାଜପା…

ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବଙ୍କ ପରଲୋକ…

ଓ୍ବିଣ୍ଡହ୍ବେକ,୪।୨ : ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବ ୮୨ ବର୍ଷ ବୟସରେ ଦେହାନ୍ତ ଘଟିଛିି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଗେନଗୋବ ରବିବାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ସପ୍ତାହ ପୂର୍ବରୁ କର୍କଟ ରୋଗରେ…

ଜିଦ୍‌ କରି ନିଜ ଆବଶ୍ୟକତା ପୂରଣ ପାଇଁ ସ୍ବାମୀଙ୍କ ଉପରେ ଚାପ ପକାଇ ଆର୍ଥିକ ସ୍ଥିତି ନେଇ ଅପମାନ ଦେଲେ ସ୍ତ୍ରୀଙ୍କୁ ଦିଆଯାଇ ପାରିବ ଛାଡ଼ପତ୍ର: ହାଇକୋର୍ଟ…

ନୂଆଦିଲ୍ଲୀ,୪।୨ : ଏକ ଛାଡ଼ପତ୍ର ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସ୍ବାମୀଙ୍କ ଆର୍ଥିକ କ୍ଷମତା ନେଇ ସ୍ତ୍ରୀ ତାଙ୍କୁ ନିରନ୍ତର ଅପମାନିତ କରିବା ଏବଂ ତାଙ୍କୁ ଆର୍ଥିକ ଦୃଷ୍ଟିରୁ ନିଜର ଅଧିକ ଆକାଂକ୍ଷା ପୂରଣ କରିବାକୁ ଚାପ ପକାଇବା…

ଖୁସି ଖବର: ସୁନା-ରୁପା ଦାମ କମିଲା, ଘରେ ବସି ଏହି ନମ୍ବରରେ ମିସ କଲ କରି ଜାଣନ୍ତୁ ଦାମ…

ନୂଆଦିଲ୍ଲୀ,୩।୨ : ଫେବୃଆରୀ ୩ ଶନିବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ସୁନାର ମୂଲ୍ୟ ଦଶ ଗ୍ରାମ ପିଛା ୨୨୦ ଟଙ୍କା ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇଛି। ଶନିବାର ଦିନ…

ଦୁଇଦିନ ଘନକୁହୁଡ଼ି: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୨: ରାଜ୍ୟରେ ଆସନ୍ତା ୨ ଦିନ ଘନକୁହୁଡ଼ି ଜାରି ରହିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲାରେ ଘନକୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ଼, କୋରାପୁଟ,…

ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧାଥିବା କପଡ଼ା ଗାଏବ, ୟୁସିସି ଡ୍ରାଫ୍ଟରେ ଥିବା ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ…

ଡେରାଡୁନ,୩।୨ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ଦାଖଲ କରାଯାଇଛି। ଏଭଳି ପରିସ୍ଥିତିରେ ଏହି ଡ୍ରାଫ୍ଟ ଆଲୋଚନାର ବିଷୟ ପାଲଟିଛି। ଲୋକମାନେ ଏହି ଡ୍ରାଫ୍ଟର ପ୍ରତ୍ୟେକ ଦିଗ ବିଷୟରେ ଜାଣିବାକୁ…

ପରୀକ୍ଷାର ଦେଢ଼ ଘଣ୍ଟା ପୂର୍ବରୁ ହଲ୍‌କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ: ମାଧ୍ୟମିକ ଶିକ୍ଷା ପରିଷଦ

କଟକ,୩ା୨(କାର୍ତ୍ତିକ ସାହୁ): ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଉକ୍ତ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ଜାରି ରଖିଛି। କପି ରୋକିବା ଲାଗି ନୂଆ ଫର୍ମୂଲା ଆପଣାଇଛି ବୋର୍ଡ। ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ…

ଫାଶୀ ଦେଲେ ମହିଳା ବିଚାରପତି, ଏବେ ଏସବୁ ନେଇ ଉଠୁଛି ପ୍ରଶ୍ନ…

ଲକ୍ଷ୍ନୌ,୩।୨ : ଉତ୍ତରପ୍ରଦେଶର ବାଦାଉ୍‌ଁ ଜିଲାରେ ସରକାରୀ ବାସଭବନରୁ ଜଣେ ମହିଳା ବିଚାରପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁହାଯାଉଛି ବିଚାରପତି ଆତ୍ମହତ୍ୟା କରିଛନ୍ତି। ଶନିବାର ଯେତେବେଳେ ସେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ ଥିଲେ, କାର୍ଯ୍ୟାଳୟର କିଛି ଲୋକ ଘରକୁ ଆସିଥିଲେ।…

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହେଲା ଇଡି, ପାଞ୍ଚ ଥର ନୋଟିସ ପରେ ହେଉନାହାନ୍ତି ହାଜର

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅବନକାରୀ ଦୁର୍ନୀତି ମାମଲାରେ ପାଞ୍ଚ ଥର ସମନ କରିବା ପରେ ମଧ୍ୟ ଇଡି ନିକଟରେ ହାଜର ନ ହେବାରୁ କୋର୍ଟର ଦ୍ୱାରସ୍ତ…

ଚାଇନାକୁ ବଡ଼ ଝଟକା: ଲୋହିତ ସାଗରରେ ଭାରତୀୟ ନୌସେନା ପାକିସ୍ତାନ-ଇରାନର ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା…

ବେଜିଂ,୩।୨ : ଲୋହିତ ସାଗରର ହୋଉଥିମାନଙ୍କ ଠାରୁ ଆରମ୍ଭ କରି ଆରବ ସାଗରରେ ଥିବା ସୋମାଲିଆ ଡକାୟତମାନଙ୍କ ବିରୋଧରେ ଭାରତୀୟ ନୌସେନା ଏକ ଜୋରଦାର ଅଭିଯାନ ଆରମ୍ଭ କରିଛି। ଭାରତୀୟ ନୌସେନା ଆକ୍ରମଣ ହୋଇଥିବା ମାଲ ପରିବହନ ଜାହାଜକୁ ସାହାଯ୍ୟ କରିବା…

ଗାଜା ଯୁଦ୍ଧପରେ ୩ ହଜାର ଆତଙ୍କବାଦୀଙ୍କୁ କରାଯାଇଛି ଗିରଫ: ଇସ୍ରାଏଲ ସେନାର ଦାବି…

ଜେରୁଜେଲମ,୩।୨ : ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ରିପୋର୍ଟ କରିଛି ଆତଙ୍କବାଦୀ କାର୍ଯ୍ୟକଳାପରେ ସନ୍ଦେହ କରାଯାଉଥିବା ପ୍ରାୟ ୩ ହଜାର ବ୍ୟକ୍ତିଙ୍କୁ ଗାଜା ଯୁଦ୍ଧ ଆରମ୍ଭରୁ ଏହାର ସେଣ୍ଟ୍ରାଲ କମାଣ୍ଡ ଫୋର୍ସ ଗିରଫ କରିଛି। ସେଣ୍ଟ୍ରାଲ କମାଣ୍ଡ କହିଛି ସେମାନେ ଇହୁଦୀଙ୍କ…

ରାମ ମନ୍ଦିର ଉପରେ ବିବିସିର ରିପୋର୍ଟରେ ପକ୍ଷପାତିତା, ହିନ୍ଦୁମାନଙ୍କ ବିରୁଦ୍ଧରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ…

ଲଣ୍ଡନ,୩।୨ : ଜଣେ ବ୍ରିଟିଶ ସାଂସଦ ନିଜ ଦେଶର ସରକାରୀ ଗଣମାଧ୍ୟମ ସଂଗଠନ ବିବିସିର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ କଭରେଜକୁ ସମାଲୋଚନା କରିଛନ୍ତି। କଞ୍ଜରବେଟିଭ ସାଂସଦ ବବ ବ୍ଲାକମ୍ୟାନ ହାଉସ ଅଫ କମନ୍ସ ଫ୍ଲୋରରେ କହିଛନ୍ତି ଗତ ସପ୍ତାହରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri