Home Left

ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧରୁ ଜୀବନ ବଞ୍ଚାଇ ସ୍ୱଦେଶ ଫେରି ଆସିଥିବା ପ୍ରାୟ ୨୦ ହଜାର ମେଡିକାଲ୍ର ଷ୍ଟୁଡେଣ୍ଟଙ୍କ ଭବିଷ୍ୟତକୁ ନେଇ ସରକାର ବଡ ଘୋଷଣା କରିଛନ୍ତି । ସରକାର ୟୁକ୍ରେନରୁ ଫେରିଥିବା ମେଡିକାଲ ଷ୍ଟୁଡେଣ୍ଟଙ୍କୁ ଶୀଘ୍ର ମେଡିକାଲ ଗ୍ରାଜୁଏଶନ ଏକଜାମରେ…

ରଣବୀରଙ୍କ ପରେ ନ୍ୟୁଡ୍‌ ଫଟୋ ଶେୟାର କଲେ ନକୁଲ, ଧାର ନେଲେ କି କାର୍ପେଟ

ବଲିଉଡ ଅଭିନେତା ରଣଭୀର ସିଂଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ବିବାଦ ଥମି ନ ଥିବା ବେଳେ ବର୍ତ୍ତମାନ ଅଭିନେତା ନକୁଲ ମେହେଟ୍ଟା ରଣଭୀରଙ୍କ ପରି ସୋସିଆଲ ମିଡିଆରେ ଏକ ନ୍ୟୁଡ୍‌ ଫଟୋ ଶେୟାର କରିଛନ୍ତି। ଗୋଟିଏ ପଟେ ‘ବଡେ ଆଛେ ଲଗ୍‌ତେ…

ମହାମାରୀ ସତ୍ତ୍ୱେ ଏଫ୍‌ଡିଆଇ ଦେଶରେ ଆକର୍ଷିତ କରିଛି: ୫ ରାଜ୍ୟକୁ ସର୍ବାଧିକ

ନୂଆଦିଲ୍ଲୀ,୨୯।୭ ଭାରତର ଉତ୍ପାଦନ ସେକ୍ଟର ୨୦୨୧-୨୨ ଆର୍ଥିକ ବର୍ଷରେ ୨୧.୩୪ ବିଲିୟନ ଡଲାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକର୍ଷିତ କରିଛି। ଏହା ପୂର୍ବବର୍ଷ ତୁଳନାରେ ୭୬ ପ୍ରତିଶତ ଅଧିକ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦-୨୧ରେ ଏଫ୍‌ଡିଆଇ…

ମାଆ ହେବେ ବିପାଶା!

ମୁମ୍ବାଇ: ବଲିଉଡରେ ଏବେ ପ୍ୟାରେଣ୍ଟହୁଡକୁ ନେଇ ଖୁବ୍ ଚର୍ଚ୍ଚା । ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଘରକୁ କୁନି ଅତିଥି ଆସୁଥିବା ବେଳେ ଏବେ ଏଥିରେ ଯାଡି ହୋଇଯାଇଛି ବୋଲ୍ଡ ବିୟୁଟି ବିପାଶା ବସୁ ଓ ତାଙ୍କ ସ୍ୱାମୀ କରଣ ସିଂ…

ଆପୋସ ସମାଧାନ ପାଇଁ ତୃପ୍ତିଙ୍କ ଘରକୁ ଗଲେ ବାବୁସାନ୍‌ଙ୍କ ଘନିଷ୍ଠ ସହଯୋଗୀ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଏବଂ ସ୍ତ୍ରୀ ତୃପ୍ତି ଶତପଥୀଙ୍କ ପରିବାରିକ ବିବାଦର ସମାଧାନ କରିବାକୁ ଉଦ୍ୟମ କରାଯାଉଛି। ବାବୁସାନ୍‌ଙ୍କ ଘନିଷ୍ଠ ସହଯୋଗୀ ରବି ମିଶ୍ର ଶୁକ୍ରବାର ତୃପ୍ତିଙ୍କ ସତ୍ୟ ନଗର ଘରେ ପହଞ୍ଚିଥିଲେ। ଏହା ପରେ ପ୍ରାୟ ଘଣ୍ଟାଏ…

‘ଯଦି ମୋ ସହିତ କିଛି ଘଟେ, ନାନା ପାଟେକର ଦାୟୀ ରହିବେ’, ଏଭଳି କାହିଁକି କହିଲେ ଅଭିନେତ୍ରୀ?

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ୨୦୧୮ରେ ସୋସିଆଲ ମିଡିଆରେ ମିଟୁ ହ୍ୟାସଟ୍ୟାଗ ଆରମ୍ଭ କରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଦେଇଥିଲେ। ଯେଉଁଥିରେ ସେ ବଡ଼ ଖୁଲାସା କରିଥିଲେ। ସେବେଠାରୁ କ୍ରମାଗତ ଭାବରେ ତନୁଶ୍ରୀ ତାଙ୍କ ପୋଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ ବଲିଉଡ ମାଫିଆ…

୫ଟି ସ୍ଥାନରେ ବାଜିଛି ଗୁଳି, ଦୁଇଦିନ ହେଲା ଖାଉନି ହାତୀ

ନରସିଂହପୁର,୨୯।୭(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଶୁକ୍ରବାର ଗୁରୁତର ହୋଇପଡିଛି। ଦୁଇଦିନ ହେଲା ହାତୀ ଖାଦ୍ୟ ଗ୍ରହଣ କରୁନାହିଁ। ଫଳରେ ବନ କର୍ମଚାରୀ ଚିନ୍ତାରେ ପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ଛଅ ଦିନ ତଳେ…

‘ରାଜ୍ୟରେ ‘ମଙ୍କିପକ୍ସ’ ମାମଲା ନାହିଁ’

ଭୁବନେଶ୍ୱର,୨୯।୭(ବ୍ୟୁରୋ): ‘ମଙ୍କିପକ୍ସ’କୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ରାଜ୍ୟରେ ଏବେ କୌଣସି ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୋଇନାହାନ୍ତି। ହେଲେ ଲକ୍ଷଣ ଦେଖାଗଲେ ତୁରନ୍ତ ଆଇସୋଲେଶନରେ ରହିବା ସହ ଜ୍ୱର, ହାତ ଗୋଡ଼ରେ ଫୋଟକା ହେଲେ ସ୍ବାସ୍ଥ୍ୟ ବିଭାଗକୁ…

ଶାଶୁ, ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଜ୍ବାଇଁଙ୍କ ଏପରି କାରନାମା ବୋଲି ଅଭିଯୋଗ ଆଣିଲେ ଶ୍ୱଶୁର

ଭବାନୀପାଟଣା,୨୯।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ବଲାଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଥିରେ…

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ସ୍ମୃତି ଇରାନୀ ଝିଅଙ୍କ ସମ୍ପର୍କିତ ଟୁଇଟ୍‌ ତୁରନ୍ତ ହଟାଅ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମୋକଦ୍ଦମା ଉପରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ପୱନ ଖେରାଙ୍କୁ ଦିଲ୍ଲୀ ହାଇକୋର୍ଟ ସମନ ଜାରି କରିଛନ୍ତି। ଏହି ଦୁଇ ନେତା ସ୍ମୃତି ଝିଅ ଜୋଇସ୍‌ଙ୍କ ନାମରେ…

ସତ ହେବ କି ଶାହରୁଖଙ୍କ ଭବିଷ୍ୟବାଣୀ

ବଲିଉଡ ଅଭିନେତା ରଣବୀର ସିଂ ଜବରଦସ୍ତ ଅଭିନୟ ବ୍ୟତୀତ ଚମତ୍କାର ଫ୍ୟାଶନ ପାଇଁ ଜଣାଶୁଣା। ଅନେକ ଥର ତାଙ୍କୁ ଭିନ୍ନ ଫ୍ୟାଶନ ପାଇଁ ଟ୍ରୋଲ ମଧ୍ୟ କରାଯାଏ। କିନ୍ତୁ ଏଥିରେ ତାଙ୍କର କୌଣସି ଫରକ ପଡେ ନାହିଁ। ନିକଟରେ ରଣବୀର ଏକ…

ଭିଜିଲାନ୍ସ ଜାଲରେ ତହସିଲ କିରାଣି

ଅମ୍ବାଭୋନା,୨୯ା୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ବଳରାମ କଲାରୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମ୍ୟୁଟେସନ ଜମିପଟ୍ଟା ପ୍ରସ୍ତୁତ କରିବା ପାଇଁ ସେ ଡୁଙ୍ଗୁରୀର ନିତେଶ ପ୍ରଧାନଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?