Home Left

ପ୍ରଭାସଙ୍କ ସହ କାମ କରିବାକୁ ଚାହାନ୍ତି କିଚ୍ଚା ସୁଦିପ, ରଖିଛନ୍ତି ଏହି ସର୍ତ୍ତ!

ଚେନ୍ନାଇ: କନ୍ନଡ ଷ୍ଟାର କିଚ୍ଚା ସୁଦିପଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବିକ୍ରାନ୍ତ ରୋନା’ ଇତିମଧ୍ୟରେ ରିଲିଜ ହୋଇ ସାରିଛି । ଏହି ଫାଣ୍ଟାସି ଆକ୍ସନ-ଆଡଭେନଚର ଡ୍ରାମା ଫିଲ୍ମ କନ୍ନଡ ବ୍ୟତୀତ ତାମିଲ, ତେଲଗୁ, ମଲାୟାଲମ ଓ ହିନ୍ଦୀରେ ବି ରିଲିଜ ହୋଇଛି…

ନିଲାମ ହେଲା ୭.୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ, ଦାମ୍‌ ରହିଛି…

ନ୍ୟୁୟର୍କ,୨୯ା୭: ନ୍ୟୁୟର୍କର ସୁଥ୍‌ବେ ନିଲାମ ହାଉସ୍‌ରେ ମିଳିଥିବା ୭୭ ମିଲିୟନ ବର୍ଷ ପୁରୁଣା ଡାଇନୋସର କଙ୍କାଳ ୬୧ ମିଲିୟନ ଡଲାରରେ ବିକ୍ରି ହୋଇଛି। ନିଲାମ ଗୃହର ବରିଷ୍ଠ ଉପସଭାପତି ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ମାସ ଆରମ୍ଭରେ ନ୍ୟୁୟର୍କର ସୁଥ୍‌ବେ…

ଝାରସୁଗୁଡ଼ା ଜିଲାପାଳଙ୍କ ନାମରେ ନକଲି ହ୍ବାଟ୍ସଆପ୍‌ ଆକାଉଣ୍ଟ

ଝାରସୁଗୁଡା ଅଫିସ,୨୯।୭: ଝାରସୁଗୁଡା ଜିଲାପାଳଙ୍କ ନାମରେ ଏକ ନକଲି ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲାଯାଇଛି। ଏନେଇ ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଜିଲାପାଳ ଟ୍ବିଟ କରି କହିଛନ୍ତି ଯେ, “ମୋ ନାଁ ଏବଂ ଫଟୋକୁ…

କାଠଭର୍ତ୍ତି ଟ୍ରକ୍‌ ପଛରେ ଲେଖା ହୋଇଛି ଅଧିକ ଗଛ ଲଗାନ୍ତୁ, ଲୋକେ କରୁଛନ୍ତି ଟ୍ରୋଲ୍‌

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ କଟା କାଠରେ ପରିପୂର୍ଣ୍ଣ ଏକ ଟ୍ରକ୍‌ ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଟ୍ରକ୍‌ ପଛରେ ଲେଖା ହୋଇଛି, ଅଧିକ ଗଛ ଲଗାନ୍ତୁ। ଲୋକମାନେ ଏହା ଦେଖି ପରିହାସ କରି କହିଛନ୍ତି,…

୨୪ ଘଣ୍ଟାରେ ସ୍ବାଭାବିକଠାରୁ ୨ ରୁ ୩ ଅଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବଢୁଛି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ୨ ରୁ ୩ ଡ଼ିଗ୍ରୀ ଯାଏ ଅଧିକ ରେକର୍ଡ କରାଯାଇଛି। ଭଦ୍ରକର ଚାନ୍ଦବାଲିଠାରେ ୩୬.୫ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ…

‘ଭାରତ ଆତ୍ମବିଶ୍ୱାସର ସହ ଅଜଣା ଶତ୍ରୁକୁ କରିଛି ସାମ୍ନା’

ଚେନ୍ନାଇ,୨୯।୭: ଚେନ୍ନାଇରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ…

ମାଙ୍ଗାଲୋରରେ ଯୁବକଙ୍କୁ ନିର୍ମମ ହତ୍ୟା: ୧୪୪ ଧାରା ଜାରି

ମାଙ୍ଗାଲୋର,୨୯।୮: କର୍ନାଟକର ମାଙ୍ଗାଲୋର ଜିଲାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ତିକ୍ତ ହୋଇଥିବାର ଦେଖି ମାଙ୍ଗାଲୋର ଜିଲାର ସୁରଟକଳ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ପୋଲିସ ପ୍ରଶାସନ…

ବିବାଦରେ ‘ରାମସେତୁ’

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଦିନ ଆଜିକାଲି ଭଲ ଚାଲି ନ ଥିବା ଜଣାପଡ଼ିଛି। ଗୋଟିଏ ପଟେ ବଚ୍ଚନ ପାଣ୍ଡେ ଏବଂ ସମ୍ରାଟ ପ୍ରୀତିରାଜଙ୍କ ସମେତ ତାଙ୍କ ଫିଲ୍ମ କ୍ରମାଗତ ଭାବେ ଫ୍ଲପ୍‌ ହେଉଛି। ଅନ୍ୟପଟେ ଯେଉଁ ଫିଲ୍ମଗୁଡ଼ିକ ରିଲିଜ ପାଇଁ…

ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଆଖି ବୁଜିଲେ ଆଉ ଜଣେ

ବ୍ରହ୍ମପୁର ଅଫିସ,୨୮।୭: ବ୍ରହ୍ମପୁର ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଶୁକ୍ରବାର ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଯୋଗୁ ଗାଁରେ ଶୋକାକୁଳ ପରିବେଶ…

ଆଜି ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯,୧୩୮କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ…

ଏକସାଙ୍ଗରେ ମିଳିଲା ୫ ଶ୍ରମିକଙ୍କ ମୃତଦେହ

ହାଇଦ୍ରାବାଦ୍‌,୨୯।୭: ତେଲେଙ୍ଗାନାର କୋଲାପୁରରେ ୫ ଜଣ ଶ୍ରମିକଙ୍କ ମୃତଦେହ ଏକାସାଙ୍ଗରେ ମିଳିଛି। ଏହାକୁ ନେଇ ଏଠାରେ ଉତ୍ତେଜନା ଦେଖାଦେଇଛି। ଏହି ପାଞ୍ଚଜଣ ଶ୍ରମିକଙ୍କ ମୃତଦେହ ଭୂତଳ ନିର୍ମାଣ ସ୍ଥଳରୁ ମିଳିଛି। କୋଲାପୁର ପୋଲିସ ଇନ୍ସପେକ୍ଟର ଭେଙ୍କଟା ରେଡ୍ଡୀ କହିଛନ୍ତି, ଗୁରୁବାର ବିଳମ୍ବିତ…

ଦିନେ ଡାକ୍ତର କହିଥିଲେ ତୁମେ ମା’ ହୋଇପାରିବ ନାହିଁ, ଏବେ ଚତୁର୍ଥଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ!

ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଚତୁର୍ଥ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ସେ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି। ଏଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସିଛି। ପୂର୍ବରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?