‘ରାଜ୍ୟରେ ‘ମଙ୍କିପକ୍ସ’ ମାମଲା ନାହିଁ’

ଭୁବନେଶ୍ୱର,୨୯।୭(ବ୍ୟୁରୋ): ‘ମଙ୍କିପକ୍ସ’କୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ରାଜ୍ୟରେ ଏବେ କୌଣସି ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୋଇନାହାନ୍ତି। ହେଲେ ଲକ୍ଷଣ ଦେଖାଗଲେ ତୁରନ୍ତ ଆଇସୋଲେଶନରେ ରହିବା ସହ ଜ୍ୱର, ହାତ ଗୋଡ଼ରେ ଫୋଟକା ହେଲେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ,ରାଜ୍ୟରେ ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେଟ୍‌ ବେଡ୍‌ ବ୍ୟବସ୍ଥା କରାଯାଇଛି। ତେବେ ‘ମଙ୍କିପକ୍ସ’ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍‌ ଉପରେ ପ୍ରଭାବ ପକାଇଥାଏ ବୋଲି ବିଜୟ ମହାପାତ୍ର କହିଛନ୍ତି।
ଦେଶରେ ଏବେ ‘ମଙ୍କିପକ୍ସ’ମାମଲା ଚିନ୍ତା ବଢାଉଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ପ୍ରକଳ୍ପ ଅଚଳ, ପାଣି ପାଇଁ ଲୋକେ ହଟହଟା

ଭେଡେନ,୧୨।୫(ହୃଷିକେଶ ଖମାରୀ):ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଞ୍ଜୁର କରି…

ସମସ୍ୟା ଘେରରେ କେସିଙ୍ଗା-କାଣ୍ଡେଲ ରୋଡ଼ ରେଳ ଷ୍ଟେଶନ: ୯ ଦଫା ଦାବି ସମାଧାନ କରିବାକୁ ଆହ୍ବାନ

କେସିଙ୍ଗା,୧୧।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ କେସିଙ୍ଗା ଓ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନର ୯ ଦଫା ସମସ୍ୟାକୁ ନେଇ ରେଳ…

NEET UG 2026 Cancelled: ମୋଦି ସରକାରଙ୍କ ଉପରେ ବର୍ଷିଲେ ମମତା, କହିଲେ…

ନୂଆଦିଲ୍ଲୀ,୧୨।୫: NEET-UG 2026 ପରୀକ୍ଷା ବାତିଲ ହେବା ପରେ ମମତା ବାନାର୍ଜୀଙ୍କ TMC ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। TMC ରାଜ୍ୟସଭା ଏମପି ସାଗରିକା ଘୋଷ କହିଛନ୍ତି…

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏପରି କହିଦେଲେ ହିମନ୍ତଙ୍କ ପତ୍ନୀ, ଭାଇରାଲ ହେଉଛି ଭିଡିଓ

ଗୁଆହାଟୀ,୧୨।୫: ଆସାମରେ ଭାଜପା ପାଇଁ ହିରୋ ଭାବରେ ଉଭା ହୋଇଥିବା ହିମନ୍ତ ବିଶ୍ୱ ଶର୍ମା ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କ…

NEET UG ପରୀକ୍ଷା ବାତିଲ: ଆଗକୁ କ’ଣ ହେବ? ଛାତ୍ରୀଛାତ୍ରଙ୍କୁ ପୁଣି ଥରେ ଆବେଦନ କରିବାକୁ ପଡିବ କି? ପୂର୍ବ ପଞ୍ଜୀକରଣ ବୈଧ ରହିବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୫: NEET ପେପର୍‌ ଲିକ ଦୁର୍ନୀତି ସମ୍ପର୍କରେ, ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଛି। ହଁ, NEET UG ପରୀକ୍ଷା ବିଶେଷକରି NEET UG 2026…

୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବି: ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପାଟଣା, ୧୨।୫ (ବୀର କିଶୋର ଦାଶ) : ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ମଙ୍ଗଳବାର ଏକ…

ଟ୍ୟୁସନ ଯାଇ ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ, ସାଙ୍ଗ ସହ…

ପାଟକୁରା,୧୨।୫(ରବୀନ୍ଦ୍ର ନାଥ ବାରିକ ): ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ତଥା କୁଦାନଗରୀ ଥାନା ଅଂଚଳର ଗୋଟିଏ ହାଇସ୍କୁଲରେ…

ଗୋପାଳପୁର–ରାୟଗଡ଼ା ରେଳ ଲାଇନ: ସର୍ଭେ ରିପୋର୍ଟକୁ ପରିବର୍ତ୍ତନ କରି ଚାଲିଛି ଯୋଜନାବଦ୍ଧ …

ଦିଗପହଣ୍ଡି, ୧୨।୫ (ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ଗ୍ରାମର ଗୋପାଳ ସମାଜ କୋଠଘର ପରିସରରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri