ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ୍
କେନ୍ଦ୍ରାପଡା ଅଫିସ, ୨୨।୩: ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରି ଚାଳିତ ବୋଟ୍ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍ରେ ପ୍ରସ୍ତୁତ ବୋଟ୍ରେ ଇଞ୍ଜିନ ଓ ବ୍ୟାଟେରି ସଂଯୋଗ କରାଯାଇ ଏହାକୁ ପର୍ଯ୍ୟଟକଙ୍କ ଲାଗି ଉତ୍ସର୍ଗ କରାଯାଇଛି । ଏହାର ନାଁ…
୨୮ ମାର୍ଚ୍ଚରେ ଶପଥ ନେବେ ଗୋଆ ମୁଖ୍ୟମନ୍ତ୍ରୀ, ଯୋଗଦେବେ ମୋଦି
ପଣଜୀ,୨୨ ।୩: ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ପ୍ରମୋଦ ସାୱନ୍ତ ମାର୍ଚ୍ଚ ୨୮ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ସୂଚନା ରହିଛି ।ସୋମବାର ପ୍ରମୋଦ ସାୱନ୍ତ ସର୍ବସମ୍ମତି କ୍ରମେ…
ଗଲି ବୟ ର଼୍ୟାପର ଏମ୍ସି ତୋଡ୍ ଫୋଡ୍ଙ୍କ ମୃତ୍ୟୁ
ମୁମ୍ବାଇ,୨୨।୩: ଏମ୍ସି ତୋଡ ଫୋଡ୍ ଭାବେ ଜଣାଶୁଣା ଧର୍ମେଶ ପରମାରଙ୍କର ସୋମବାର ମୃତ୍ୟୁ ହୋଇଛି। ମୁମ୍ବାଇର ବହୁ ଭାଷାଭିତ୍ତିକ ହିପ୍-ହପ୍ ଗ୍ରୁପ୍ ସ୍ବଦେଶୀର ସଦସ୍ୟଙ୍କୁ ମୃତ୍ୟୁ ବେଳକୁ ୨୪ ବର୍ଷ ହୋଇଥିଲା। ସ୍ବଦେଶୀର ଲେବଲ ଆଜାଦି ରେକର୍ଡ ଏବଂ ମ୍ୟାନେଜମେଣ୍ଟ କମ୍ପାନୀ…
ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ବିଗ୍ ବସ୍ ସିଜିନ୍ ୮ର ପ୍ରତିଯୋଗୀ, ମଡେଲ ତଥା ରାହୁଲ ମହାଜନଙ୍କ ପୂର୍ବତନ ସ୍ତ୍ରୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବରକୁ ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ରୋହିତ ରୟ…
ଜଙ୍ଗଲରେ ଲାଗିଛି ନିଆଁ
ଜମନକିରା,୨୨ା୩(ଏ.ଏନ୍.ଏ.): ଜମନକିରା ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ବିଭାଗୀୟ ଅବହେଳା ଯୋଗୁ ମନୁଷ୍ୟକୃତ ବଣପୋଡି ଥମିବାର ନାଁ ଧରୁନି। ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷାକୁ ଦେବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ଲକର ବିଭିନ୍ନ ଗ୍ରାମରେ ଲୋକଙ୍କୁ ବନ…
୭ ଲୋକ ଜୀଅନ୍ତା ଜଳିଗଲେ
କୋଲକତା,୨୨।୩: ପଶ୍ଚିମବଙ୍ଗର ବୀରଭୂମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୭ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ବୀରଭୂମର ରାମପୁରହାଟରେ ଏହି ଘଟଣା ଘଟିଛି। କିଛି…
ଶହୀଦ ଦିବସରେ ମିଳିବ ସରକାରୀ ଛୁଟି
ଚଣ୍ଡିଗଡ,୨୨।୩: ପଞ୍ଜାବରେ ଏଣିକି ମାର୍ଚ୍ଚ ୨୩ ଅର୍ଥାତ୍ ଶହୀଦ ଦିବସ ଅବସରରେ ସରକାରୀ ଛୁଟି ମିଳିବ। ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଏହି ଘୋଷଣା କରିଛନ୍ତି। ଶହୀଦ ଦିବସରେ ପଞ୍ଜାବର ଲୋକ, ବୟସ୍କ ଓ ପିଲାମାନେ ଭଗତ ସିଂଙ୍କ ଗାଁ…
ଫିଲ୍ମର ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ‘ଆର୍ଆର୍ଆର୍’ର ଟିମ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍ଆର୍ଆର୍’ ଆସନ୍ତା ୨୫ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ରାମ ଚରଣ, ଜୁନିଅର ଏନଟିଆର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ସଫଳତା ପାଇଁ…
‘ମୋ କାମକୁ କେହି ଜଣେ ଚିହ୍ନିଲେ’
ନୂଆଦିଲ୍ଲୀ,୨୨।୩: ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଦେଶ ଚିହ୍ନୁଛି। ସେମାନଙ୍କୁ ସମ୍ମାନିତ କରୁଛି। ଏପରିକି ମୋ କାମକୁ କିଏ ଜଣେ ଚିହ୍ନି ପ୍ରଶଂସା କରିବା ପରି ଅନୁଭବ ହେଉଛି ବୋଲି ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ବରିଷ୍ଠ…
ଗାଈ ଚୋରାଚାଲାଣ ସନ୍ଦେହରେ କ୍ୟାମେରା ଆଗରେ ମୁସଲିମ ଯୁବକଙ୍କୁ ମାଡ଼
ମଥୁରା,୨୨।୩: ଗାଈ ମୃତଦେହ ନେଇ ଯାଉଥିବା ପିକ୍ ଅପ୍ ଭାନ ଡ୍ରାଇଭରଙ୍କୁ ଏକ ଗୋଷ୍ଠୀ ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ମଥୁରାରେ ରବିବାର ରାତିରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହୋଇଛି। ରିପୋର୍ଟ ଅନୁଯାୟୀ, ଗାଡ଼ିରେ ଗାଈ ହାଡ଼…
ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ
କଟକ ଅଫିସ, ୨୨।୩ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଏହି…
ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦ ଫେମ ଗେମ’ର ଅଭିନେତା
ଗତ କିଛି ମାସ ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତରେ ମଧ୍ୟରେ ଅନେକ ସେଲିବ୍ରିଟି ବିବାହ କରୁଛନ୍ତି। ତେବେ ଟେଲି ଜଗତର ଆଉ ଏକ ତାରକା ବିବାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଅଭିନେତା ହେଉଛନ୍ତି ମାଧୁରୀ…
Archives


