ଏଥର ନବମ, ଦଶମ ବହିରେ ନୂଆ ବିଷୟବସ୍ତୁ

କଟକ ଅଫିସ,୩୧।୭ : ନବମ ଓ ଦଶମ ଶ୍ରେଣୀ ବହିରେ ଏଥର ନୂଆ ବିଷୟବସ୍ତୁ ସ୍ତାନ ପାଇବ। ଡିଜାଷ୍ଟର ମ୍ୟାନେଜମେଣ୍ଟ ଓ ପାଣ୍ଡାମିକ ମ୍ୟାନେଜମେଣ୍ଟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯିବ । ଭୂଗୋଳ ଓ ଲାଇଫ ସାଇନ୍ସ ବହିରେ ଏହି ଦୁଇ ବିଷୟବସ୍ତୁ ରହିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।ନୂତନ ପାଠ୍ୟକ୍ରମ, ବୋର୍ଡ ଓ୍ବେବ ସାଇଟରେ ଉପଲବ୍ଧ ହେବ । www.bseodisha.ac.in ଲଗଇନ କରି ନୂତନ ବିଷୟ ବସ୍ତୁ ଜାଣି ପାରିବେ ।
ଏ ନେଇ ସୂଚନା ଦେବା ପାଇଁ ସମସ୍ତ ଜିଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋ-ଭୋଲ୍‌ଟେଜ ସମସ୍ୟା ଅନୁଧ୍ୟାନ

ଚମ୍ପୁଆ,୨ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତର ଲକ୍ଷ୍ମୀପଶି ଅଞ୍ଚଳରେ ଦୀର୍ଘଦିନ ଧରି ଲୋ-ଭୋଲ୍‌ଟେଜ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର...

ରାତି ଅଧିଆ ଟଙ୍କା ବଣ୍ଟିବା ସନ୍ଦେହରେ ସରପଞ୍ଚ ପ୍ରାର୍ଥୀଙ୍କ ବାପାଙ୍କୁ ଅଟକ

ଦାରିଙ୍ଗବାଡି,୨୩।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକରେ ଶେଷ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ହେବ। ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ...

 ରାତି ପାହିଲେ ଭୋଟ ଗଣତି

ଝାରସୁଗୁଡ଼ା ଅଫିସ,୨।୬: ବ୍ରଜରାଜନଗର ଉପନିର୍ବାଚନ ଶୁକ୍ରବାର ଭୋଟ ଗଣତି ହେବ।ଝାରସୁଗୁଡ଼ା ଇନ୍‌ଞ୍ଜିୟରିଂ ସ୍କୁଲ୍‌ରେ ଭୋଟ ଗଣତି ହେବ। ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ...

୩୪ ଦିନରେ ୩୬ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ୍‌,୫।୧: ବ୍ରହ୍ମପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଠନ ହୋଇଛି ଟ୍ରାଫିକ ୟୁନିଟ୍‌। ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି...

ନନ୍ଦନକାନନରେ ଦୁଇ ହାତୀ ଅସୁସ୍ଥ

ବାରଙ୍ଗ, ୧୫।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ଦନ୍ତାହାତୀ ଚନ୍ଦନ ଶୁକ୍ରବାରଠାରୁ ଅସୁସ୍ଥ ହୋଇଥିବା ଜଣାପଡିଛି। ଚନ୍ଦନକୁ ଜ୍ୱର ହେଉଥିବାବେଳେ ଶନିବାର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଛନ୍ତି। ଚନ୍ଦନ...

କନ୍ଧପଡ଼ାରେ ଦଶହରା: ପୂଜାରେ ଯୋଗଦାନ ପାଇଁ ୬ଜଣ ସମ୍ମାନିତ

ମାଧପୁର, ୯।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡାରେ ମା’ ଦୁର୍ଗାଙ୍କ ୪୮ତମ ଦଶହରା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଅଷ୍ଟମୀରେ ଆଠମଲ୍ଲିକର ଯୁବରାଜ...

୧୧ ଟଙ୍କାରେ ମିଳିବ ଆମ୍ବୁଲାନ୍ସ ସେବା

ସମ୍ବଲପୁର,୨୧ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଭିନ୍ନ ଅନୁଷ୍ଠାନ, ସମାଜିକ କର୍ମୀଙ୍କ ପକ୍ଷରୁ ଲୋକଙ୍କୁ ସହାୟତା କରାଯାଉଛି। ଏହି ଧାରାରେ ସାମିଲ ହୋଇଛି ସମ୍ବଲପୁରର ‘ସାଥୀ’ ଚାରିଟେବୁଲ...

ରେଲଓ୍ବେ ସଫ୍ଟୱେର ହାଇଜାକ କରିଥିବା ଯୁବକ ଗିରଫ

ପାରାଦୀପ,୮।୯(ସ୍ବ.ପ୍ର.): ସାରାଦେଶରେ ରେଲଓ୍ବେ ସଫ୍ଟୱେର ହାଇଜାକ କରିଥିବା ଜଣେ ଯୁବକଙ୍କୁ ସୋମବାର ଆରପିଏଫ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର...

Advertisement
Archives

Model This Week