Home Left

ମାନସ ହତ୍ୟା ମାମଲା: ରାଜ୍ୟ ବାହାରକୁ ଗଲା କ୍ରାଇମବ୍ରାଞ୍ଚର ଏକ ଟିମ୍‌

ଭୁବନେଶ୍ୱର,୨୪।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ରାଜ୍ୟ ବାହାରକୁ ଗସ୍ତ କରିଛି । ଏହାସହିତ ଅନ୍ୟ ଏକ ଟିମ୍‌ ଚାନ୍ଦବାଲି…

ବିବାହର ୩ ମାସ ପରେ ଏହି କାମ କଲେ ଭିକି-କ୍ୟାଟ୍ରିନା

ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହର ତିନି ମାସ ବିତିଗଲାଣି। ଦୁହେଁ ଗତ ବର୍ଷ ଡିସେମ୍ବର ୯ରେ ରାଜସ୍ଥାନରେ ବିବାହ କରିଥିଲେ, କିନ୍ତୁ ଆଇନଗତ ଭାବରେ ଗତ ସପ୍ତାହରେ ସେମାନଙ୍କ ବିବାହ ପଞ୍ଜିକୃତ ହୋଇଥିଲା। ମାର୍ଚ୍ଚ…

୧୧ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ପର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଛି । ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପକ୍ଷରୁ…

ପୁଅଙ୍କ ଟ୍ରୋଲ୍‌ ସହିପାରିଲେନି ବିଗ୍‌ ବି, ଦେଲେ ଏମିତି କଡ଼ା ଜବାବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ପ୍ରଶଂସା କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ‘ଦସବୀ’ର ଟ୍ରେଲର ରିଲିଜ ହେବା ସହିତ ଅଭିଷେକଙ୍କୁ ବହୁତ ଭଲପାଇବା ମିଳୁଛି ଏବଂ ବିଗ୍‌ ବି’ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ…

କୁକୁର ଭୋକିବାରୁ ମାଲିକଙ୍କୁ ପିଟି ପିଟି ମାରି ଦେଲେ

ନୂଆଦିଲ୍ଲୀ,୨୪।୩: ପୋଷା କୁକୁର ଲଗାତର ଭୋକିବାରୁ ଜଣେ ୧୭ ବର୍ଷୀୟ ନାବାଳକ କୁକୁରର ମାଲିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଦିଲ୍ଲୀ ଜାନାଫଗଡ଼ରେ। ଗତ ଶୁକ୍ରବାର କୁକୁର ବାରମ୍ବାର ଭୋକିବାକୁ ନେଇ ଅଭିଯୁକ୍ତ ଏବଂ ମୃତକ ଅଶୋକ କୁମାର (୮୫)ଙ୍କ…

ଆଜି ଏସବୁ ଜିଲାରେ ବର୍ଷା: ୪ ଦିନ ପରେ ଅସହ୍ୟ ଗରମ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିବାରେ ଲାଗିଲାଣି। ଏହା ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଆହୁରି ବଢ଼ିବ। ସ୍ବଭାବିକଠାରୁ ୩ ରୁ ୪ ଡିଗ୍ରୀ ପାରଦ ବଢ଼ିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ହେବ। ୨୮ ତାରିଖ…

ହିଜାବ ବିବାଦ: ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୩: କର୍ନାଟକରେ ହିଜାବ ବିବାଦ ଉପରେ ଦାଖଲ ହୋଇଥିବା ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଆଗ୍ରହ ପ୍ରକାଶ କରିଥିବା ବରିଷ୍ଠ ଓକିଲ ଦେବଦତ୍ତ କାମାଥଙ୍କୁ ମାମଲାକୁ ଅଧିକ ସମ୍ବେଦନଶୀଳ…

ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ । ଚଳିତ ବଜେଟ ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ ଓ ଖବରଦାତାମାନଙ୍କର କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି…

ଦିନେ ମାଗି ଖାଇ କଟୁଥିଲା ଦିନ, ଏବେ କୋଟି କୋଟି ଟଙ୍କାର ମାଲିକ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମାର୍ଚ୍ଚ ୨୪, ୧୯୯୧ରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରୁନାଲଙ୍କ ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ଭଳି ଜଣେ ଉଜ୍ଜ୍ୱଳ କ୍ରିକେଟର। ତାଙ୍କର ସ୍ବର୍ଗତ…

ଜାଣନ୍ତି କି? ସମ୍ପର୍କରେ ଇମ୍ରାନ ଆଲିଆଙ୍କ ଭାଇ…

ବମ୍ବେ: ବଲିଉଡ୍‌ରେ ସିରିଏଲ୍‌ କିସ୍‌ର ଭାବେ ପରିଚିତ ଇମ୍ରାନ ହାସମିଙ୍କର ଆଜି ହେଉଛି ହାପି ବର୍ଥ ଡେ। ୧୯୭୯ ମାର୍ଚ୍ଚ ୨୪ରେ ବମ୍ବେରେ ଅଭିନେତାଙ୍କ ଜନ୍ମ। ଚଳଚ୍ଚିତ୍ର ‘ଫୁଟପାଥ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସେ। ହେଲେ ୨୦୦୪ରେ ରିଲିଜ ହୋଇଥିବା…

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

କେସିଙ୍ଗା,୨୪ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି।ବର୍ତ୍ତମାନ ୧୭ଟି ଭୋଟ୍‌ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଭାବେ ମତଦାନ ଚାଲିଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ସରକାରୀ ବାଳିକା ବିଦ୍ୟାଳୟ ଠାରେ ୬ ଓ ୭ ଓ୍ବାର୍ଡ ପାଇଁ…

ଭୋଟ ଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର ଅଫିସ,୨୪।୩: ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍‌ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ବଲାଙ୍ଗୀର ପରାଞ୍ଚଳର ଲକ୍ଷ୍ମୀନାରାୟଣପଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri