ତ୍ରିରଙ୍ଗା ଅଭିଯାନକୁ ନେଇ କେଜରିୱାଲଙ୍କ ଅପିଲ
ନୂଆଦିଲ୍ଲୀ,୫ ।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତ୍ରିରଙ୍ଗା ଅଭିଯାନକୁ ନେଇ ଲୋକଙ୍କୁ ଅପିଲ କରିଛନ୍ତି । କେଜରିୱାଲ କହିଛନ୍ତି ସମସ୍ତ ଭାରତବାସୀ ୧୪ ଅଗଷ୍ଟରେ ତ୍ରିରଙ୍ଗା ସହ ଜାତୀୟ ସଙ୍ଗିତ ଗାନ କରିବେ । ୧୪ ତାରିଖରେ ସମସ୍ତଙ୍କ ହାତରେ…
ମୋଦି ସରକାରଙ୍କ ବିିରୋଧରେ କଂଗ୍ରେସର ଆନ୍ଦୋଳନ: ଗିରଫ ହେଲେ ୨୦୦ନେତା, ୫୦ଏମ୍ପି
ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀ ଓ ଜିଏସ୍ଟିକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ଏହି କ୍ରମରେ ଦିଲ୍ଲୀରେ ମଧ୍ୟ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପ୍ରତିବାଦରେ ଦଳର କଂଗ୍ରେସ…
ଝିଅକୁ ୪ ମହଲା ଆପାର୍ଟମେଣ୍ଟରୁ ଫିଙ୍ଗିଦେଲା ମା’
ବେଙ୍ଗାଲୁରୁ,୫।୮: ବେଙ୍ଗାଲୁରୁର ଏସ୍ଆର ନଗରର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ମହିଳା ନିଜ ୪ ବର୍ଷର ଝିଅକୁ ଚାରି ମହଲା ଆପାର୍ଟମେଣ୍ଟର ବାଲକୋନୀରୁ ଫିଙ୍ଗି ଦେଇଛନ୍ତି। ଏହି ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ତେବେ ନାବାଳିକାଙ୍କ…
ଚାଇନା ହମ୍ବତୋଟା ବନ୍ଦରକୁ ପଠାଇଲା ସ୍ପାଏ ଜାହାଜ: ଆପତ୍ତି କଲା ଭାରତ
କଲମ୍ବୋ/ବେଜିଂ,୫।୮: ଏଲ୍ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ପୁଣି ଦେଖାଦେଇଛି। ବର୍ତ୍ତମାନ ଚାଇନାର ଆଉ ଏକ କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ସମ୍ପର୍କକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ଭାରତ ଏବଂ ଚାଇନା ମଧ୍ୟରେ ବଢ଼ୁଥିବା ତିକ୍ତତାର…
୨୦ କି.ମି ମୃତଦେହ କାନ୍ଧରେ ବୋହିବା ଘଟଣା: ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
ବାରାଣସୀ,୫।୮: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରେ ପୁଅର ମୃତଦେହକୁ କାନ୍ଧରେ ବୋହିବା ଘଟଣାର ୩ ଦିନ ପରେ ଯୋଗୀ ସରକାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଦ୍ୟୁତ୍ ବିଭାଗର ୩ଜଣ ଅଧିକାରୀଙ୍କୁ ସରକାର ନିଲମ୍ବିତ କରିଥିବା ବେଳେ ମୁଖ୍ୟ ଯନ୍ତ୍ରୀଙ୍କ ସମେତ…
‘ଜନତାଙ୍କୁ ନେଇ ସରକାର, ସରକାରଙ୍କୁ ନେଇ ଜନତା ନୁହେଁ’
ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀକୁ ନେଇ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି କ୍ରମରେ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ବେଳେ ପୋଲିସ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ…
ଗଣ୍ଡା ପଛରୁ ଆସି ସିଂହ କଲା ଏମିତି, ଡରିଯାଇ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଫ୍ଲୋରିଡାରେ ଖେଳାଯିବ ଟି୨୦ ମ୍ୟାଚ୍
ନୂଆଦିଲ୍ଲୀ,୫ା୮: ଓ୍ବେଷ୍ଟଇଣ୍ଡିଜ୍ ସିରିଜର ଅନ୍ତିମ ଦୁଇ ଟି୨୦ ମୁକାବିଲାକୁ ନେଇ ଦେଖା ଦେଇଥିବା ସଙ୍କଟ ଅବସାନ ହୋଇଛି। ଖେଳାଳିଙ୍କୁ ଭିଜା ମିଳିବାରେ ବିଳମ୍ବ ହେବା କାରଣରୁ ଏପରି ଆଶଙ୍କା ଦେଖା ଦେଇଥିଲା। ହେଲେ ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ସମସ୍ତ ଖେଳାଳିଙ୍କୁ…
ପ୍ରଥମ ଥର ସ୍କ୍ରିନ୍ ଶେୟାର କରିବେ କ୍ରିତି-ଶାହିଦ୍
ବଲିଉଡ୍ ଅଭିନେତା ଶାହିଦ୍ କପୁର ଏବଂ କ୍ରିତି ସାନନଙ୍କୁ କଏ ବା ନ ଜାଣେ। ଦୁହେଁ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ହେଲେ ଏବେ ପ୍ରଥମ ଥର ଏହି ଯୋଡିଙ୍କୁ ପରଦାରେ ଦେଖିବାକୁ ମିଳିବ। ନିକଟରେ ଦିନେଶ ବିଜାନ ଫିଲ୍ମ…
ନାନ୍ସିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା
ବେଜିଂ,୫।୮: ତାଇଓ୍ବାନ ଯାତ୍ରା ପରେ ଆମେରିକା ହାଉସ୍ ସ୍ପିକର ନାନ୍ସି ପେଲୋସିିଙ୍କ ଉପରେ ଚାଇନା ପ୍ରତିବନ୍ଧକ ଲଗାଇଛି। ଶୁକ୍ରବାର ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ନାନ୍ସି ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏଥିସହ ନାନ୍ସିଙ୍କ ଗସ୍ତକୁ ଦୃଢ଼…
ରିପୋର୍ଟିଂ କରି ସ୍କୁଲର ସମସ୍ୟା ଦେଖାଇଲେ ୧୨ବର୍ଷୀୟ ଛାତ୍ର: ଭିଡିଓ ଭାଇରାଲ
ରାଞ୍ଚି,୫।୮: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୧୨ବର୍ଷୀୟ ଛାତ୍ର ସାମ୍ବାଦିକ ହୋଇ ବିଦ୍ୟାଳୟର ସମସ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ ପ୍ରୟାସ କରିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
କାରଣ ଦର୍ଶାଅ ନୋଟିସ୍ର ଜବାବ ରଖିଲେ ବିଧାୟକ ମୋକିମ
ଭୁବନେଶ୍ୱର,୫।୮(ବ୍ୟୁରୋ): ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି, ଜାରି ହୋଇଥିବା ନୋଟିସ୍ରେ ଜବାବ ରଖିଛି । କ’ଣ ଲେଖିଛି ଏବେ ସ୍ପଷ୍ଟ…

