Home Left

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୬ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଆସନ୍ତା ୭ରେ ଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ନୀତି ଆୟୋଗ ୭ମ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେହିପରି ଶୁକ୍ରବାର…

ପଦକ ପକ୍କା କଲେ ଭବିନା

ବର୍ମିଂହାମ,୫ା୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଶୁକ୍ରବାର କ୍ଲାସ୍‌ ୩-୫ ପାରା ଟେବଲ ଟେନିସର ଫାଇନାଲରେ ପହଞ୍ଚିବା ସହିତ ଭାରତ ପାଇଁ ପଦକ ପକ୍କା କରିଛନ୍ତି ଭବିନା ବେନ୍‌ ପଟେଲ। ପାରାଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ୩୫ ବର୍ଷୀୟ ଭବିନା ଇଂଲଣ୍ଡର ସୁ…

ପାରିବାରିକ କଳହରୁ ବାପାଙ୍କୁ ହତ୍ୟା: ପିତୃହନ୍ତା ପୁଅ ଗିରଫ, ଫିନାଇଲ ପିଇ ବୋହୂ ଗୁରୁତର

ଝାରସୁଗୁଡ଼ା ଅଫିସ,୫ା୮- ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବୃଦ୍ଧ ବାପାଙ୍କୁ ପୁଅ ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ କାର୍ତ୍ତିକ ଗିରି(୬୫)। କାର୍ତ୍ତିକଙ୍କ ସ୍ତ୍ରୀ…

ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

କୋକସରା,୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ଜବାହର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହୋଇଛି। ଶୁକ୍ରବାର ଧର୍ମଗଡ ବିଧାୟକ ମୌଷଧି ବାଗ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ସ୍ମାର୍ଟ ଶ୍ରେଣୀ ଗୃହରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ…

ସହରର ରାସ୍ତାରେ ଦୌଡ଼ୁଛି ଗଣ୍ଡା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

କଂଗ୍ରେସର କଳା ପୋଷାକ ପିନ୍ଧି ବିକ୍ଷୋଭକୁ ଭିନ୍ନ ରୂପ ଦେଲେ ଶାହା, ରାମ ମନ୍ଦିର ସହ ଯୋଡ଼ିଲେ

ନୂଆଦିଲ୍ଲୀ,୫।୮: କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ କରାଯାଇଥିବା ବିକ୍ଷୋଭକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରାଯାଇଥିଲା। ଏଣୁ ଆଜିର…

ସରକାରୀ ସ୍କୁଲର ଶ୍ରେଣୀଗୃହକୁ ୧୫ ହଜାରରେ ବିକିଦେଲେ ଶିକ୍ଷକ

ମୋରଦାବାଦ,୫।୮: ଉତ୍ତରପ୍ରଦେଶ ମୋରାଦାବାଦର କୁଣ୍ଡାର୍କି ବିକାଶ ବ୍ଲକ ଅଞ୍ଚଳର ପିଟପୁର ନାୟାକୋଡା ଗାଁର ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀକୁ ଜଣେ ଶିକ୍ଷକ ବିକ୍ରି କରିଦେଇଛନ୍ତି। ଶିକ୍ଷକ ମୁଜାହିଦ୍‌ ହୁସୈନ ୩୦ ହଜାରରେ ଶ୍ରେଣୀଗୃହକୁ ବିକ୍ରି କରିଥିବା କିଛି ଲୋକ କହୁଥିବା ବେଳେ…

ସ୍କୁଲ ହଷ୍ଟେଲରୁ ୪୧ ଛାତ୍ରୀ କରୋନା ପଜିଟିଭ

ଚନ୍ଦ୍ରପୁର,୫ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସଦର ସ୍ଥିତ ସରକାରୀ ଏଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ୪୧ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବୁଧବାର ୧୨ ଛାତ୍ରୀ ଏବଂ ଗୁରୁବାର ୨୯ ଛାତ୍ରୀଙ୍କ ଆଣ୍ଟିଜେନ୍‌ ରିପୋର୍ଟ ପଜିଟିଭ୍‌ ଆସିଛି।…

ଏଣିକି ଡ. ସୁରେଶ ରାଇନା

ନୂଆଦିଲ୍ଲୀ,୫।୮: ‘ଡକ୍ଟରେଟ୍‌’ ଉପାଧି ପାଇଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଓ୍ବେଲ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍‌(ଭିଇଏଲ୍‌ଏସ୍‌) ପକ୍ଷରୁ ରାଇନାଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ବିଶେଷ ମୂହୁର୍ତ୍ତରେ କ୍ରିକେଟରଙ୍କ ପୁରା ପରିବାର…

ନାଳରୁ ମିଳିଲା ଯୁବକଙ୍କ ମୃତଦେହ

ଆର.ଉଦୟଗିରି,୫ା୮(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ଆରସି ସାହି ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ରାମଗିରି ଥାଟରାଜ୍‌ କଲୋନୀର ସୁଦାମ ରଇତ (୩୦)। ପ୍ରକାଶ ଯେ, ସୁଦାମ ଓ ତାଙ୍କ ସ୍ତ୍ରୀ କୌଣସି କାମରେ…

ଛାତ୍ରୀଙ୍କ ଫଟୋ ଭାଇରାଲ :ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୫ା୭: ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଜଣେ ଛାତ୍ରୀଙ୍କ ଫଟୋ ଭାଇରାଲ ମାମଲାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଋଷିଆ…

ମୋଦିଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚାରିଦିନିଆ ଦିଲ୍ଲୀ ଗସ୍ତରେ। ଗୁରୁବାର ସେ ଏଠାରେ ପହଞ୍ଚିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେ ତାଙ୍କୁ ବାକି ରହିଥିବା ଜିଏସ୍‌ଟି ବାବଦ ଅର୍ଥ ଦେବାକୁ ଅନୁରୋଧ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?