ଶୋଇବା ସମୟରେ କରନ୍ତୁ ଏହି ସବୁ କାମ , ସୁଖମୟ ହେବ ବୈବାହିକ ଜୀବନ

ବର୍ତ୍ତମାନର ବ୍ୟସ୍ଥବହୁଳ ଜୀବନଶୈଳୀ ଲାଗି ଅନେକଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ମଧ୍ୟ ରହିଥାଏ। ଜଣେ ଅନ୍ୟ ଜଣଙ୍କ ପାଖରେ ଥାଇ ମଧ୍ୟ ଫୋନ ସହିତ ସମୟ ବିତାଉଥିବା ନଜରକୁ ଆସିଥାଏ। ଯେଉଁଠିିକି ଏକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ହେଲେ ସମୟର ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେବେ ଜାଣନ୍ତୁ ଶୋଇବା ସମୟରେ କେଉଁ କାମ କରିବା ଦ୍ୱାରା ବୈବାହିକ ଜୀବନ ହୋଇଥାଏ ସୁଖମୟ।

ଭଲ କଥା ବାଣ୍ଟିବା- ଆପଣ ଆପଙ୍କ ପାର୍ଟନରଙ୍କ ସହିତ ଦିନସାରା ଘଟିଥିବା ଘଟଣା ଭିତରୁ କିଛି ସୁଖଦ ଘଟଣା ବାଣ୍ଟନ୍ତୁ ।

ଜଣେ ଅନ୍ୟଜଣଙ୍କ ଉଦ୍ଦେଶ୍ୟରେ କିଛି କହିବା- ଉଭୟ ପାର୍ଟନର ଜଣେ ଅନ୍ୟ ଜଣଙ୍କୁ ଡେଡିକେଟ୍‌ କରି କିଛି କହିବା ଉଚିତ। ଏହା ସହିତ ଜଣେ ଅନ୍ୟ ଜଣଙ୍କ ପାଇଁ ଗୀତ ଗାଇବା ଆବଶ୍ୟକ।

ଉଭୟ ଏକ ସାଥିରେ ରୋଷେଇ କରିବା- କୁହାଯାଇଥାଏ ପୁରୁଷଙ୍କ ହୃଦୟକୁ ରାସ୍ତା ସେମାନଙ୍କ ପେଟ ଦେଇଯାଇଥାଏ। ଅର୍ଥାତ ପୁରୁଷମାନଙ୍କୁ ଖୁସି କରିବା ଯାଇଁ ହେଲେ ସେମାନଙ୍କୁ ସ୍ବାଦିଷ୍ଟ ଖାଦ୍ୟ ଖୁଆଇବାକୁ ହୋଇଥାଏ। ତେବେ ଯେତେବେଳେ ଉଭୟ ଖାଦ୍ୟ ବାଣ୍ଟିଖାଇଥାନ୍ତି ସେମାନଙ୍କୁ ଆନନ୍ଦ ଅନୁଭବ ହୋଇଥାଏ। ତାହାଠୁ ଅଧିକ ଭଲ ହୋଇଥାଏ ଯେବେ ସେମାନେ ଖାଦ୍ୟ ମିଳିମିଶି ପ୍ରସ୍ତୁତ କରିଥାନ୍ତି। ଏଥିରେ ସେମାନଙ୍କ ସମ୍ପର୍କ ମଜଭୁତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉପରେ ପଡ଼ିଥାଏ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ଅଧିକ ଚର୍ବି ଜାତୀୟ...

ଧାର୍ମିକ ପୁସ୍ତକକୁ ରଖିବେ କେମିତି

ଧାର୍ମିକ ପୁସ୍ତକର ଅଧ୍ୟୟନ ମନକୁ ଶାନ୍ତି ଦେବା ସହ ଉଚିତ୍‌ ମାର୍ଗ ଦେଖାଇଥାଏ। ଏହି ପୁସ୍ତକଗୁଡ଼ିକୁ ପବିତ୍ର ବୋଲି କୁହାଯାଏ। ତେଣୁ ଏହାକୁ ଉପଯୁକ୍ତ ସମ୍ମାନ...

ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ

ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ...

ଆରମ୍ଭ ହୋଇଛି ପିତୃପକ୍ଷ: କ’ଣ ଆପଣଙ୍କ ସ୍ବପ୍ନରେ ଆସୁଛନ୍ତି ପିତୃପୁରୁଷ, ଜାଣନ୍ତୁ କ’ଣ ଏହାର…

ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ପିଣ୍ଡ ଦାନ ଏବଂ ଦାନ-ଧର୍ମ ଭଳି କାର୍ଯ୍ୟ କରାଯାଏ। ପ୍ରାୟତଃ ପିତୃପକ୍ଷ ସମୟରେ କିଛି ଲୋକଙ୍କର ସ୍ବପ୍ନରେ ସେମାନଙ୍କର...

ହାତରେ ମେହେନ୍ଦି ଲଗାଉଥିଲେ…

ହାତରେ ମେହେନ୍ଦି ଲଗାଇବାକୁ ପ୍ରତ୍ୟେକ ଯୁବତୀ ଭଲ ପାଆନ୍ତି। କିନ୍ତୁ ସମସ୍ତଙ୍କ ହାତରେ ଏହାର ରଙ୍ଗ ଗାଢ଼ ଆସେ ନାହିଁ। ଏହାର ରଙ୍ଗ ଗାଢ଼ କରିବାକୁ...

ଆମ ସାଥୀ ଜିପିଏସ୍‌

ଦିନ ଥିଲା ଅଧିକାଂଶ ମହିଳାଙ୍କୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ପାଇଁ ପରିବାର ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଅତ୍ୟାବଶ୍ୟକ ସ୍ଥଳେ ଏକାକୀ କୌଣସି...

କୁର୍ତ୍ତି ଜ୍ୟାକେଟ୍‌

ନୂଆ ଡିଜାଇନ ସହ ଭିନ୍ନ ଭିନ୍ନ ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ ଝିଅମାନେ ବେଶି ପସନ୍ଦ କରନ୍ତି। ବଜାରରେ ଏବେ କୁର୍ତ୍ତି ଜ୍ୟାକେଟ୍‌ର ଚାହିଦା ଅଧିକ ରହିଛି...

ଭାଇରସ୍‌କୁ ପ୍ରତିହତ କରିବ ବ୍ୟାକ୍ଟେରିଆ

ଅନେକ ସମୟରେ ଆମେ ବ୍ୟାକ୍ଟେରିଆ କିମ୍ବା ଭାଇରସ୍‌ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ। ହେଲେ ଭାରଇସକୁ ପ୍ରତିହତ କରିବାକୁ ଡର୍‌ହାମ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ୱାରା ଏକ...

Advertisement
Archives

Model This Week