Home Left

୭ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ରବିବାର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୦.୮ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି…

ଉପାଧ୍ୟକ୍ଷ ପଦକୁ ନେଇ କସରତ

ଜଗତ୍‌ସିଂହପୁର ଅଫିସ, ୨୮ା୩: ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍‌ସିଲର ନିର୍ବାଚନ ପରେ ଏବେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ପଦବୀ ପାଇଁ ନିର୍ବାଚନ ଆସନ୍ତା ୭ ତାରିଖରେ ହେବାକୁ ଥିବା…

ଯଥେଷ୍ଟ ସାହାଯ୍ୟ କରୁନି ଆମେରିକା

କିଭ୍‌, ୨୮ା୩: ରୁଷିଆ ସହ ଲଢ଼େଇରେ ଆମେରିକା ଯଥେଷ୍ଟ ସହାୟତା ଦେଉନାହିଁ ବୋଲି କହିଛନ୍ତି ୟୁକ୍ରେନ୍‌ ଏମ୍‌ପି ଇନା ସୋଭସୁନ। ଏକ ଟୁଇଟ୍‌ରେ ଇନା ଲେଖିଛନ୍ତି, ‘ୟୁକ୍ରେନୀୟମାନେ ଆମେରିକାଠାରୁ ଯଥେଷ୍ଟ ସହାୟତା ପାଇବା ଭଳି ମନେ କରୁନାହାନ୍ତି। ବାଇଡେନ୍‌ ଅଧିକ ସାହାଯ୍ୟ…

ବିପଦ ଆଶଙ୍କାରେ ୧୦ରୁ ଊର୍ଦ୍ଧ୍ୱ ପରିବାର

ନାଉଗାଁ,୨୮ା୩(ସ୍ବ.ପ୍ର.): ନାଉଗାଁ  ବ୍ଲକ ବାଲିଭଉଁରୀ-ଶିଖରଘାଟ ରାସ୍ତା ପାର୍ଶ୍ୱରେ ଥିବା ମଲ୍ଲିକ ସାହିରେ ହାତପାହାନ୍ତାରେ ଝୁଲୁଛି ୧୧ କେଭି ବିଦ୍ୟୁତ୍‌ ତାର। ଏଥିଯୋଗୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଭାଗୀୟ ଅଧିକାରୀଙ୍କ…

ଭାରତ ଆସିପାରନ୍ତି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୨୮ା୩: ଚାଇନା ପରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍‌ଗି ଲାଭ୍ରୋଭ୍‌ ଶୀଘ୍ର ଭାରତ ଗସ୍ତ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶ୍ରୀଲଙ୍କା ଓ ମାଳଦ୍ୱୀପ ଗସ୍ତରୁ ଫେରିବା ପରେ ତାରିଖ ବାବଦରେ…

ଜୟ ଶ୍ରୀରାମ କହିବାରୁ ପିଟି ମାରିଦେଲେ

କୁଶୀନଗର, ୨୮ା୩: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଜଣେ ଭାଜପା ସମର୍ଥକ ମୁସଲମାନ ଯୁବକ ଜୟ ଶ୍ରୀରାମ କହିବାରୁ ତାଙ୍କୁ ପଡ଼ୋଶୀମାନେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ବବୁର(୨୦) ରାମକୋଲା ଥାନା କାଠଗ୍ରାହି ଗ୍ରାମର ବାସିନ୍ଦା। ସୂଚନା ଅନୁସାରେ, ୟୁପି…

ଦଳୀୟ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିଲେ ଅସନ୍ତୁଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୮।୩: ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦୁଇବର୍ଷ ବାକି ଅଛି। ଏହା ପୂର୍ବରୁ ରାଜ୍ୟରେ ଲୋକଙ୍କ ମତିଗତିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପରଖା ଯାଇଛି। ଏହି ଦୁଇ ନିର୍ବାଚନରେ ଯଦିଓ ବିଜେଡି ଏକପାଖିଆ ନେତୃତ୍ୱ ନେବା ସୁଯୋଗ…

ନୀତୀଶ କୁମାରଙ୍କ ଉପରେ ଆକ୍ରମଣ

ପାଟନା,୨୮।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ନିଜ ସହର ଭଖ୍‌ତିୟାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀଙ୍କୁ କାବୁ କରିନେଇଥିଲେ। ତାଙ୍କୁ ଗିରଫ କରାଯାଇ ପୋଲିସ ହାଜତରେ ରଖାଯାଇଛି।…

ପୁତୁରା ଆକାଶ ଆନନ୍ଦଙ୍କୁ ମାୟାବତୀଙ୍କ ବଡ ଉପହାର

ଲକ୍ଷ୍ନୌ,୨୮ ।୩: ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ଓ ଭାଇ ଆନନ୍ଦ କୁମାରଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ଘୋଷଣା କରିଛନ୍ତି । ଆକାଶ ଆନନ୍ଦଙ୍କ…

ଶରଣଶ୍ରୀକ୍ଷେତ୍ରରେ ଦାରୁଦିଅଁ ସ୍ଥାପନ ନେଇ ବିବାଦ

ପୁରୀ ଅଫିସ,୨୮।୩: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ୍‌ ଅଧୀନ ଏକଘରିଆ ଗ୍ରାମର ଶରଣଶ୍ରୀକ୍ଷେତ୍ରରେ ଦାରୁଦିଅଁ ସ୍ଥାପନକୁ ନେଇ ବିବାଦ ଦେଖାଦେଇଛି। ପୁରୀରୁ କେତେଜଣ ସେବାୟତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବନଯାଗ ଯାତ୍ରା ଭଳି ଗୁପ୍ତନୀତି ଏବଂ ଅବଢ଼ା ବିକ୍ରି ବିଜ୍ଞାପନ ସୋସିଆଲ…

ମଣ୍ଡେଲାଙ୍କ ଆରେଷ୍ଟ ଓ୍ବାରେଣ୍ଟ ୧.୩୦ ଲକ୍ଷ ଡଲାରରେ ବିକ୍ରି

କେପ୍‌ ଟାଉନ, ୨୮ା୩: ବର୍ଣ୍ଣଭେଦ ବିରୋଧୀ କ୍ରାନ୍ତିକାରୀ ନେତା ତଥା ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲ୍‌ସନ୍‌ ମଣ୍ଡେଲାଙ୍କ ଅରିଜିନାଲ ଆରେଷ୍ଟ ଓ୍ବାରେଣ୍ଟର ନନ୍‌ ଫଞ୍ଜିବଲ ଟୋକନ (ଏନ୍‌ଏଫ୍‌ଟି) ୧,୩୦,୦୦୦ ଡଲାର (ପ୍ରାୟ କୋଟିଏ ଟଙ୍କା)ରେ ନିଲାମ ହୋଇଛି। ଗଣତନ୍ତ୍ର ପାଇଁ…

ୟୁପିରେ ଆତ୍ମସମର୍ପଣ କଲେଣି ୫୦ ଅପରାଧୀ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବାର ୧୫ ଦିନ ମଧ୍ୟରେ ଅନୂ୍ୟନ ୫୦ ଅପରାଧୀ ଆତ୍ମସମର୍ପଣ କରିସାରିଲେଣି। ପୋଲିସ ଏନ୍‌କାଉଣ୍ଟର କିମ୍ବା ଘର ଉପରେ ବୁଲ୍‌ଡୋଜର ଚାଲିବା ଭୟରେ ସେମାନେ ଆତ୍ମସମର୍ପଣ କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri