Posted inଖେଳ

ଏଣିକି ଡ. ସୁରେଶ ରାଇନା

ନୂଆଦିଲ୍ଲୀ,୫।୮: ‘ଡକ୍ଟରେଟ୍‌’ ଉପାଧି ପାଇଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଓ୍ବେଲ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍‌(ଭିଇଏଲ୍‌ଏସ୍‌) ପକ୍ଷରୁ ରାଇନାଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ବିଶେଷ ମୂହୁର୍ତ୍ତରେ କ୍ରିକେଟରଙ୍କ ପୁରା ପରିବାର ଉପସ୍ଥିତ ଥିଲେ।

ରାଇନା ନିଜର ସୋସିଆଲ ପୃଷ୍ଠାରେ ସମାରୋହର ଫଟୋ ଶେୟାର କରି ଲେଖିଛନ୍ତି, ଓ୍ବେଲ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍‌ ପକ୍ଷରୁ ଏହି ସମ୍ମାନ ପାଇଁ ମୁଁ ବେଶ ଆନନ୍ଦିତ ଓ କୃତଜ୍ଞ। ଚେନ୍ନାଇ ମୋ ଘର ଏବଂ ଏହା ମୋ’ ପାଇଁ ବହୁତ ସ୍ବତନ୍ତ୍ର ସ୍ଥାନ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିକ ଦଳ ଭାଗନେଲେ ଆଇପିଏଲ୍‌ ମାନ କମିବ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ଟି୨୦ ଲିଗ୍‌ ବିବେଚିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିସ୍ତାର ହେବା ପାଇଁ ପସ୍ତୁତ ବୋଲି ଭାରତୀୟ ପୂର୍ବତନ ଅଧିନାୟକ...

ଅନ୍‌ଲାଇନ୍‌ ନେଶନ୍ସ କପ୍‌ ଚେସ୍‌: ଭାରତ- ୟୁରୋପ୍‌ ମ୍ୟାଚ୍‌ ଡ୍ର

ଚେନ୍ନାଇ,୯।୫(ପି.ଟି.): କୋଭିଡ-୧୯ ମହାମାରୀ ଆତଙ୍କ ଜାରି ରହିଥିବା ବେଳେ ଚାଲିଥିବା ଅନ୍‌ଲାଇନ ନେଶନ୍ସ କପ୍‌ ଚେସ ଟୁର୍ନାମେଣ୍ଟରେ ଭାରତ ତା’ର ଅଷ୍ଟମ ରାଉଣ୍ଡ ମ୍ୟାଚ୍‌ରେ ୟୁରୋପକୁ...

ଧୋନୀଙ୍କ ସହ ପୁରା ଚେନ୍ନାଇ ଦଳର ଆଉଥରେ ହେଲା କରୋନା ଟେଷ୍ଟ

ଦୁବାଇ, ୧।୯: ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌-୧୩ ଲାଗି ଏପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ କରିପାରି ନ ଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)...

୧୨୭ ରନ୍‌ରେ ଅଟକିଲା କୋଲକାତା

ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୨୮ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ...

ତୃତୀୟ ଟେଷ୍ଟରୁ ପ୍ୟାଟିନସନ ଓହରିଲେ

ସିଡ୍‌ନୀ, ୫।୧(ପି.ଟି.)-ପଞ୍ଜରାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପ୍ୟାଟିନସନ ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରୁ ଓହରି ଯାଇଛନ୍ତି। ସୋମବାର କ୍ରିକେଟ ଅଷ୍ଟ୍ରେଲିଆ...

ଟିମ୍‌ ଇଣ୍ଡିଆକୁ ଧକ୍କା ପରେ ଧକ୍କା

ମୁମ୍ବାଇ,୨୨।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତକୁ ଲାଗି ଚାଲିଛି ଝଟ୍‌କା ପରେ ଝଟ୍‌କା। ଯୁବ ଓପନର ଶୁବମାନ ଗିଲଙ୍କ...

କୋଲକାତାକୁ ହରାଇ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

କୋଲକାତା, ୧୪।୪: ହ୍ୟାରି ବ୍ରୁକ୍‌ଙ୍କ ଅପରାଜିତ ଶତକ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୯ ତମ ମ୍ୟାଚରେ କୋଲକାତା ନାଇଟ...

ଆଇପିଏଲ୍‌ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଲେ ଏହି କ୍ରିକେଟର; ଯୁବରାଜଙ୍କୁ କାଟିଲେ

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଛନ୍ତି ୨୩ ବର୍ଷୀୟ ଉଇକେଟକିପର ଈଶାନ କିଶନ। ତାଙ୍କୁ ୧୫.୨୫ କୋଟି ଟଙ୍କା ଖର୍ଚ୍ଚ କରି...

Advertisement
Archives

Model This Week