Posted inଜାତୀୟ

ସରକାରୀ ସ୍କୁଲର ଶ୍ରେଣୀଗୃହକୁ ୧୫ ହଜାରରେ ବିକିଦେଲେ ଶିକ୍ଷକ

ମୋରଦାବାଦ,୫।୮: ଉତ୍ତରପ୍ରଦେଶ ମୋରାଦାବାଦର କୁଣ୍ଡାର୍କି ବିକାଶ ବ୍ଲକ ଅଞ୍ଚଳର ପିଟପୁର ନାୟାକୋଡା ଗାଁର ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀକୁ ଜଣେ ଶିକ୍ଷକ ବିକ୍ରି କରିଦେଇଛନ୍ତି। ଶିକ୍ଷକ ମୁଜାହିଦ୍‌ ହୁସୈନ ୩୦ ହଜାରରେ ଶ୍ରେଣୀଗୃହକୁ ବିକ୍ରି କରିଥିବା କିଛି ଲୋକ କହୁଥିବା ବେଳେ ସ୍କୁଲର ଶିକ୍ଷା ମିତ୍ର ୧୫ ହଜାରରେ ବିକିଥିବା କହୁଛନ୍ତି। ତେବେ କିଣିଥିବା ବ୍ୟକ୍ତି ଉକ୍ତ ଘରକୁ ଭାଙ୍ଗି ଦେଇଥିବା ବେଳେ ଘଟଣାର ଯାଞ୍ଚ କରାଯାଉଛି।

ସୂଚନାନୁଯାୟୀ, ମାମଲାଟି ପିଟପୁର ନାୟାକୋଡା ଗାଁର ପ୍ରାଥମିକ ବିଦ୍ୟାଳୟର। ଏହି ବିଦ୍ୟାଳୟରେ ୨୦୧୦ରେ ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା। ଏହାକୁ ମୁଜାହିଦ୍‌ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛନ୍ତି। ଏପରିକି ଆଉ ଏକ କୋଠରୀକୁ ବିକିବାକୁ ମୂଲଚାଲ କରିଦେଇଥିଲେ। ଏ ବିଷୟରେ ଗାଁ ମୁଖ୍ୟ ଜାଣିବାକୁ ପାଇଥିଲେ। ଏହାପରେ ଶିକ୍ଷକଙ୍କ ସହ ତାଙ୍କର ବିବାଦ ଉପୁଜିଥିଲା। ଫଳରେ ସେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଧିକାରୀ ବିଷ୍ଣୁ ଗ୍ରାମରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ। ପରେ ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିଥିଲା। ଏହାକୁ ଆଧାର କରି ସେ ବିଏସ୍‌ଏଫ୍‌ ବୁଦ୍ଧପ୍ରିୟ ସିଂଙ୍କୁ ତାଙ୍କର ରିପୋର୍ଟ ପଠାଇ ଦେଇଛନ୍ତି। ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେୟର ନିର୍ବାଚନ ପରେ ଷ୍ଟାଣ୍ଡିଂ କମିଟିକୁ ନେଇ ଏଏପି-ଭାଜପା ମଧ୍ୟରେ ଗଣ୍ଡଗୋଳ, ପରସ୍ପର ଉପରକୁ ଫିଙ୍ଗିଲେ କାଗଜ

ନୂଆଦିଲ୍ଲୀ,୨୩ ।୨: ଦିଲ୍ଲୀ ନଗର ନିଗମର ନିର୍ବାଚନ ଗତବର୍ଷ ଡିସେମ୍ବରରେ ହୋଇଥିଲା । ସେବେଠାରୁ ଏଠାକାର ମେୟର ନିର୍ବାଚନ ବାକିଥିଲା । ବୁଧବାର ଦିଲ୍ଲୀର ମେୟର...

ଜୋଷୀମଠ ଯିବ ଏନ୍‌ଡିଏମ୍‌ଏ ଟିମ୍‌

ନୂଆଦିଲ୍ଲୀ,୮ା୧: ଉତ୍ତରାଖଣ୍ଡ ଜୋଷୀମଠରେ ଦେଖାଦେଇଥିବା ସଙ୍କଟର ମୁକାବିଲା ପାଇଁ ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ....

ବିମ୍ସଟେକ୍‌ ପାଣିପାଗ କେନ୍ଦ୍ର ପାଇଁ ଭାରତ ଖର୍ଚ୍ଚ କରିବ ୩୦ ଲକ୍ଷ ଡଲାର…

ନୂଆଦିଲ୍ଲୀ, ୩୦।୩ : ସାତୋଟି ଦେଶ ଦ୍ୱାରା ଆୟୋଜିତ ବିମ୍ସଟେକ୍‌ (ବିଆଇଏମଏସଟିଇସି)(ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ନିମିତ୍ତ ବଙ୍ଗୋପସାଗରୀୟ ପ୍ରୟାସ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ...

ଅମିତ ଶାହାଙ୍କ ମନ୍ତବ୍ୟ ନେଇ ସିବିଆଇକୁ ଚିଠି ଲେଖିଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୨୩।୩ : କଂଗ୍ରେସର ମହାସଚିବ ଜୟରାମ ରମେଶ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଘାଳୟର...

ଏକେ-୪୭ ଗୁଳିକୁ ଆଉ ନାହିଁ ଭୟ: ସେନା ପାଖରେ ‘ଭାବା କବଚ’

ନୂଆଦିଲ୍ଲୀ, ୧୩।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତୀୟ ଯବାନ ଶତ୍ରୁର ମୁକାବିଲା କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମିଶ୍ର ଧାତୁ ନିଗମ ଲିମିଟେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ...

‘ଭଗବାନ କହିଲେ ବି କ୍ଷମାଦେବିନି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦିଲ୍ଲୀର ପାରାମେଡିକାଲ ଛାତ୍ରୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କରିଥିବା...

‘ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଆଶାନୁରୂପ ନୁହେଁ’

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରର ଇତିହାସ ଓ ଭାଗ୍ୟ ‘୩ପି’ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ତାହା ହେଲା ନିୟମାବଳୀ, ଜନତା ଓ ସଂସଦ (ପ୍ରିନ୍ସିପଲ୍‌, ପିପୁଲ୍‌, ପାର୍ଲାମେଣ୍ଟ) ବୋଲି...

ଲକ୍ଷେ ୪୩ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୧୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week