ମଇଁଷି ଚରାଇବାକୁ ଯାଇଥିଲେ,ହେଲା ବଜ୍ରପାତ

ନିରାକାରପୁର,୬ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କାଶୀପୁର ଗୋପୀନାଥପୁର ଗଁାରେ ବଜ୍ରପାତରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଦିବାକର ପରିଡ଼ା (୨୫)। ଲଘୁଚାପଜନିତ ବର୍ଷା ଯୋଗୁ ମଧ୍ୟାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଦିବାକର ମଇଁଷି ଚରାଇବା ପାଇଁ କାଶୀପୁର ଗହିରକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପାଇଁ ଅଡ଼ୁଆ ସାଜିଛି ବାଉଁଶ ଗଛ

ବାରଙ୍ଗ,୩୧।୭(ଡି.ଏନ୍‌.ଏ.): ବାତ୍ୟା ପ୍ରକୋପରେ ଅର୍ଦ୍ଧାଧିକ ନଷ୍ଟ ହୋଇଥିବା ନନ୍ଦନକାନନ ଚତୁଃପାର୍ଶ୍ୱକୁ ଧୀରେ ଧୀରେ ସଜଡା ଯାଉଥିବାବେଳେ ଏବେ ଅଡୁଆ ସାଜିଛି ବାଉଁଶ ଗଛ। ଏହି ବାଉଁଶ...

ଜନ୍ମମାଟିରେ ପହଞ୍ଚିଲେ ସୁନାପୁଅ

ଅତାବିରା,୨୧।୯(ଡି.ଏନ.ଏ.)- ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ମଙ୍ଗଳବାର ନିଜ ମାଟି ବରଗଡ ଜିଲା ଅତାବିରାରେ ପହଞ୍ଚିଛନ୍ତି। ତାଙ୍କୁ ଗୋଡ଼ଭଗା କ୍ୟାମ୍ପରୁ ସ୍ବାଗତ...

ଫିକା ପଡ଼ିବ ଶକ୍ତିପୀଠ

ବଅଁରପାଳ, ୨୩ା୧୦(ଡି.ଏନ.ଏ.) ଚଳିତ ବର୍ଷ ଆଡମ୍ବରବିହୀନ ହେବ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳସ୍ଥିତ ଦୁର୍ଗା ପୂଜା। ପ୍ରସିଦ୍ଧ ଦୁର୍ଗା ଦେବୀ ମନ୍ଦିରରେ ସବୁ ବର୍ଷ...

ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ

ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ...

ଟ୍ରେନ୍‌ରେ କଟି ଜଣଙ୍କ ମୃତ୍ୟୁ

କେନ୍ଦୁଝର,୨୯ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମ ନିକଟରେ ଟ୍ରେନ୍‌ରେ କଟି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରାମ ମୁଣ୍ଡା (୪୫)। ତାଙ୍କ ଘର...

ବ୍ରହ୍ମଗିରିରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା: ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମଗିରି, ୩୧।୧୦(ଡି.ଏନ୍‌.ଏ.): ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଗାନ୍ଧୀ ସଂକଳ୍ପ ପଦଯାତ୍ରା ଗୁରୁବାର ବ୍ରହ୍ମଗିରିରେ ଅନୁଷ୍ଟିତ ହୋଇଯାଇଛି। ଏହି ପଦଯାତ୍ରା ବ୍ରହ୍ମଗିରି ବ୍ଲକଛକରୁ ବାହାରି ବ୍ରହ୍ମଗିରି...

ଶ୍ବଶୁର ଘର ଆସି ଆଉ ଫେରିଲେନି ଜ୍ୱାଇଁ

ପାଟଣା,୨୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ଖୁଣ୍ଟାପିଙ୍ଗୁ ଗାଁ ନିକଟ ଏକ କାଜୁ ବଗିଚାରୁ ରବିବାର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ଝୁଲନ୍ତା...

ପାହାଡର ପଥର କୁଡିଆରେ ୩୦ ବର୍ଷ

ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ...

Advertisement
Archives

Model This Week