ଭାଇଙ୍କ ହାତରେ ରାଖୀ ବାନ୍ଧିବା ବେଳେ ପକାନ୍ତୁ ୩ ଗଣ୍ଠି, ଜାଣିରଖନ୍ତୁ ଏସବୁ ନିୟମ..

ଆସୁଛି ରାଖୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ପବିତ୍ର ପ୍ରେମର ପ୍ରତୀକ ହେଉଛି ଏହି ପର୍ବ। ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ ଏହା ଅଗଷ୍ଟ ୧୧ ଅର୍ଥାତ ଗୁରୁବାର ସାରା ଦେଶରେ ପାଳନ କରାଯିବ।
ରାଖୀ ପୂର୍ଣ୍ଣିମା ଦିନ ଭଉଣୀମାନେ ନିଜ ଭାଇ ହାତରେ ରାଖୀ ବାନ୍ଧି ଦୀର୍ଘ ଜୀବନର କାମନା କରିଥାନ୍ତି। ତେବେ ରାଖୀ ବାନ୍ଧିବା ସମୟରେ କିଛି ନିୟମର ପାଳନ କରିବା ଉଚିତ। ଜାଣି ରଖନ୍ତୁ:

-ରାଖୀ ବାନ୍ଧିବା ସମୟରେ ପ୍ରଥମେ ଭାଇଙ୍କ ମୁଣ୍ଡରେ ଏକ ରୁମାଲ ରଖନ୍ତୁ। କାରଣ ଖାଲି ମୁଣ୍ଡରେ ରାଖୀ ବାନ୍ଧିବା ଅନୁଚିତ।
-ଭଉଣୀ ଭାଇ ମୁଣ୍ଡରେ ଚନ୍ଦନ, କୁଙ୍କୁମ ଏବଂ ଅରୁଆ ଚାଉଳ ସହ ତିଳକ ଲଗାନ୍ତୁ। ଥାଳି ସଜାଇବା ସମୟରେ କେବେହେଲେ ଥାଳିରେ ଭଙ୍ଗା ଅରୁଆ ଚାଉଳ ରଖିବେ ନାହିଁ। କାରଣ ଏପରି କରିବା ଅଶୁଭ। – ସର୍ବଦା ରାଖୀ ବାନ୍ଧିବା ବେଳେ ତିନୋଟି ଗଣ୍ଠି ପକାନ୍ତୁ। ଏପରି କରିବା ଶୁଭ ବୋଲି କୁହାଯାଏ।

ତିନୋଟି ଗଣ୍ଠିର ମହତ୍ୱ:
ଧାର୍ମିକ ମାନ୍ୟତା ଅନୁସାରେ ରାଖୀ ବାନ୍ଧିବା ବେଳେ ତିନୋଟି ଗଣ୍ଠି ପକାଇବା ଶୁଭ। ଏହା ଭଗବାନଙ୍କ ସହ ଜଡ଼ିତ। ଅର୍ଥାତ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର। ପ୍ରତିଟି ଗଣ୍ଠି ଭଗବାନଙ୍କୁ ସମର୍ପିତ ହୋଇଥାଏ। ପ୍ରଥମଟି ଭାଇର ଦୀର୍ଘାୟୁ, ଦ୍ୱିତୀୟଟି ନିଜର ଦୀର୍ଘାୟୁ ଏବଂ ତୃତୀୟଟି ଉଭୟଙ୍କ ସମ୍ପର୍କର ଦୀର୍ଘାୟୁ ପାଇଁ ବନ୍ଧାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପେଟ୍ରୋଲ ଅଭାବ: ଚିନ୍ତାରେ ଲୋକେ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟର ନିର୍ବାଚନ ବୁଧବାର ସରିଛି। ଏହାପରେ ଦେଶରେ ପେଟ୍ରୋଲ ଦର ବଢ଼ିବ ବୋଲି ଲୋକଙ୍କ ମନରେ…

ଗ୍ରୀଷ୍ମ ଋତୁରେ ଆଖୁ ରସ ପିଇବା କେତେ ସୁରକ୍ଷିତ? ଜାଣନ୍ତୁ ଏହାର ଲୁକ୍କାୟିତ ବିପଦ

ପ୍ରଚଣ୍ଡ ଖରା, ଗରମରୁ ମୁକ୍ତି ପାଇବା ପାଇଁ ରାସ୍ତାକଡର ଆଖୁରସ ଜୀବନ ରକ୍ଷାକାରୀ ଭଳି ମନେ ହେଉଛି । ଲେମ୍ବୁ, କଳା ଲୁଣ ଏବଂ ପୁଦିନା ମିଶ୍ରିତ…

ଜିତୁ ମୁଣ୍ଡା ଘଟଣାରେ ମୁହଁ ଖୋଲିଲେ ନବୀନ: କହିଲେ ମୁଁ ବଞ୍ଚିଥିବା ଯାଏ…

ଭୁବନେଶ୍ୱର,୩୦।୪: କେନ୍ଦୁଝର କଙ୍କାଳ ଘଟଣାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା…

ସ୍ବତନ୍ତ୍ର ଅଧିବେଶନରେ ବର୍ଷିଲେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି-କେନ୍ଦ୍ର ଅର୍ଥମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ କହିଲେ…

ଭୁବନେଶ୍ୱର,୩୦ା୪: ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍‌ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ…

ବଢୁଛି କିଡନୀ ରୋଗ: ୪ ଦିନରେ ଗଲାଣି ଏତିକି ଜଣଙ୍କ ଜୀବନ

ଅମରପାଲି, ୩୦।୪ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ଓ ଦୁର୍ଜନତୈଲା ପଞ୍ଚାୟତ ଅଞ୍ଚଳରେ କିଡନୀ ରୋଗ ଏବେ ମହାମାରୀ ଭଳି…

ଦୁଇ ଟ୍ରକ୍‌ ମୁହାଁମୁହିଁ ପରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ଚାଳକ

ହେମଗିର,୩୦ା୪(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାସ୍ଥିତ ଗୋପାଳପୁର ଡିବିଏଲ କମ୍ପାନୀ ସମ୍ମୁଖରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ହେବାରୁ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକ୍‌ ଚାଳକ ନିଆଁରେ ପୋଡ଼ି ହୋଇ…

‘ପାକିସ୍ତାନ ଯିବୁ ନାହିଁ’, ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କାହିଁକି ଏଭଳି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩୦ା୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ କମ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଠୋର ଆଭିମୁଖ୍ୟ ଗ୍ରହଣ…

ଇରାନର ନୂଆ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ, କହିଲେ…

ଓ୍ବାଶିଂଟନ୍‌,୩୦।୪: ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ପୁଣିଥରେ ସ୍ଥଗିତ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri