Home Left

ପଶ୍ଚିମ ଦେଶକୁ ଚେତାବନୀ ଦେଲେ ପୁଟିନ

ମସ୍କୋ,୯।୩: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ବୁଧବାର ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଆମେ ପାଲଟା କଟକଣା ଲାଗଇଲେ ପରିସ୍ଥିତି ଅସମ୍ଭାଳ ହେବ। ୟୁକ୍ରେନ ବିରୋଧରେ ଯୁଦ୍ଧକୁ ବିରୋଧ କରି ରୁଷ ବିପକ୍ଷରେ…

ପ୍ରଶ୍ନ ବୁଝି ନ ପାରି ସଠିକ୍‌ ଉତ୍ତର ଦେଇଥିଲେ ସୁସ୍ମିତା, ଜିତିଥିଲେ ମିସ୍‌ ୟୁନିଭର୍ସ ଟାଇଟଲ

ମୁମ୍ବାଇ: ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଥିବା ସୁସ୍ମିତା ସେନ୍‌ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ପରେ ଯୁକ୍ତା ମୁଖୀ, ଲାରା ଦତ୍ତା ଏବଂ ନିକଟରେ ହର୍ନାଜ ସାନ୍ଧୁ ଏହି ଟାଇଟଲ ଜିତି ସମଗ୍ର ଦେଶର ନାଁ ରଖିଛନ୍ତି। ଏହି ଟାଇଟଲ…

କାଏମ ରହିଲା ସମସ୍ତ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ୱ

ଭୁବନେଶ୍ୱର,୯।୩(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ସମସ୍ତ ୧୨ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ୱ କାଏମ ରହିଛି। ଏହାପରେ ୬୭ ଓ୍ବାର୍ଡ ଲାଗି ୩୬୦ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ…

ଟ୍ରେନ୍‌ରେ ମିଳିଲା ଡବଲ୍‌ ଖୁସି

ଲକ୍ଷ୍ନୌ,୯।୩: ଜଣେ ମହିଳାଙ୍କୁ ଟ୍ରେନରେ ଡବଲ୍‌ ଖୁସି ମିଳିଛି। ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ମହିଳା ଜଣଙ୍କ ଯମଜ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ଶିଶୁ ଏବଂ ମା’ ସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହରଦା ହସ୍ପିଟାଲରେ…

ସୁବାସ ସିଂ ସବୁଠାରୁ ଧନୀ

କଟକ ଅଫିସ,୯।୩: ସିଲିଭର ସିଟି କଟକରେ ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ଏହାପୂର୍ବରୁ ମେୟର ପ୍ରାର୍ଥୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଶାସକ ବିଜୁ…

ଇଭିଏମ୍‌ ଚୋରି ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

ଲକ୍ଷ୍ନୌ,୯।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତିର ୪୮ ଘଣ୍ଟା ପୂର୍ବରୁ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍ସ (ଇଭିଏମ୍‌) ଚୋରି ଘଟଣାରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯିବ। ଟ୍ରେନିଂ ଇଭିଏମ୍‌ ପରିବହନ ନିୟମ ଭଙ୍ଗ ହୋଇଥିବାରୁ ବାରଣାସୀର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌…

ତୁଟିଲା ବିବାଦ, କପିଲଙ୍କ ଶୋ’ରେ ନଜର ଆସିବେ ଅକ୍ଷୟକୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଏବଂ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ମଧ୍ୟରେ ତିକ୍ତତା ଥିବା ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଅକ୍ଷୟ କୁମାରଙ୍କୁ ପୁଣି ଥରେ ‘ଦ କପିଲ ଶର୍ମା ଶୋ’ରେ ଦେଖିବାକୁ ମିଳିଥିଲା। ଏଥର ସେ ଜ୍ୟାକଲିନ ଫର୍ନାଣ୍ଡିଜ,…

ଛୋଟ ହାତ ଲେଖା ଶୁଭେଚ୍ଛା ପଠାଇଥିଲେ କପିଳ ଦେବ

ମୋହାଲି,୯।୩: ଅଗ୍ରଣୀ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ଭାଙ୍ଗ କରିଥିଲେ। ଏହି ଅବସରରେ ପୂର୍ବତନ ଅଧିନାୟକ ଏକ ଛୋଟ୍‌ ହାତ ଲେଖା ଶୁଭେଚ୍ଛା ପଠାଇଥିବା…

‘ମୋଦି ଭାରତର ସଙ୍କଟମୋଚକ’

ନୂଆଦିଲ୍ଲୀ,୯।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନରେ ଫସିଥିବା ଲୋକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର ଲଗାତର ଉଦ୍ୟମ କରୁଛନ୍ତି। ତେବେ ବୁଧବାର ଭାରତର ପ୍ରୟାସ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।…

ଫଡନବିସଙ୍କୁ ଅଟକ ରଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୯।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ସେ ଏନ୍‌ସିପି ନେତା ତଥା ମନ୍ତ୍ରୀ ଥିବା ନବାବ ମଲିକଙ୍କ ଇସ୍ତଫା ଦାବି କରି ବୁଧବାର ଶୋଭାଯାତ୍ରା ବାହାର କରିଥିଲେ। ହେଲେ  ପୋଲିସ ସେମାନଙ୍କୁ ମେଟ୍ରୋ ଜଙ୍କସନଠାରୁ…

ଘରଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଗଞ୍ଜାମ,୯ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁରରୁ ପ୍ରଚାର ଆରମ୍ଭ କରିଛି l ବିଜେଡି ଚେୟାରମ୍ୟାନ ପାର୍ଥିନୀ ଝୁଲି ପାତ୍ର ଓ୍ବାର୍ଡ ନଂ.୧୧ ଓ…

ସୁନା ଦର ଆକାଶଛୁଆଁ: ୧୮ ମାସର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ବଜାର ଉପରେ ପଡ଼ିବାରେ ଲାଗିଛି। ଯୁଦ୍ଧର ୧୪ତମ ଦିନରେ ସୁନା ଏବଂ ଅଶୋଧିତ ତୈଳ ରେକର୍ଡସ୍ତରରେ ପହଞ୍ଚିଛି। ବିଶେଷକରି ସୁନା ୧୮ ମାସର ରେକର୍ଡ ଭାଙ୍ଗିଛି। ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri