ଟ୍ରମ୍ପଙ୍କ ଘରେ ଚଢାଉ: ନ୍ୟୁକ୍ଲିୟର ତଥ୍ୟ ଖୋଜିବାକୁ ପହଞ୍ଚିଥିଲା ଏଫବିଆଇ!

ୱାଶିଂଟନ,୧୨ ।୮: ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ ଚଢାଉକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଚଢାଉ ସମୟରେ ନ୍ୟୁକ୍ଲିୟର ତଥ୍ୟ ସହ ଅନ୍ୟ ଜିନିଷର ଖୋଳତାଡ କରାଯାଇଥିଲା । ୱାଶିଂଟନ ପୋଷ୍ଟରେ ଏ ସମ୍ପର୍କରେ ଦାବି କରାଯାଇଛି ।
ସୂଚନାଯୋଗ୍ୟ, ଏଫବିଆଇ ନିକଟରେ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ମାର ଏ ଲାଗୋ ଘରେ ଚଢାଉ କରିଥିଲା । ଏହି ସମୟରେ ଏଫବିଆଇ ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଭର୍ତ୍ତି ଏକ ଡଜନ ବକ୍ସ ଜବତ କରିଥିଲା । କେବଳ ସେତିକି ନୁହେଁ ଦ ନ୍ୟୁଜ ୱାକରେ ଏଫବିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, କୁହାଯାଇଛି କି ଚଢାଉ ଜାଣିଶୁଣି ଏମିତି ସମୟରେ କରାଯାଇଥିଲା ଯେତେବେଳେ ଟ୍ରମ୍ପ ଘରେ ନ ଥିଲେ । ଅଧିକାରୀମାନେ କହିଛନ୍ତି, ଟ୍ରମ୍ପ ଥିବା ବେଳେ ଯାଞ୍ଚ କରାଯାଇଥିଲେ ଏଥିରେ ବାଧା ସୃଷ୍ଟି ହୋଇଥାଆନ୍ତା । ଏହାସହ ଟ୍ରମ୍ପ ଏହି ଚଢାଉକୁ ନେଇ ରାଜନୈତିକ ଲାଭ ବି ଖୋଜିଥାଆନ୍ତେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଲା କରୋନା ସନ୍ଦିଗ୍ଧ ରହୁଥିବା ୮୦ ବଖରା ବିଶିଷ୍ଟ ହୋଟେଲ

ବେଜିଂ,୮।୩: ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେବି ସେଠାରେ କେତେଜଣଙ୍କୁ କରୋନା ଭାଇରସ ଥିବା ସନ୍ଦେହ କରି...

ମେଟା ସିଓଓ ପଦରୁ ଶେରିଲଙ୍କ ଇସ୍ତଫା

ଓ୍ବାଶିଂଟନ,୩ା୮: ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟାରେ ୧୪ ବର୍ଷ କାର୍ଯ୍ୟ କରିବା ପରେ ଏହାର ମୁଖ୍ୟ ଅପରେଟିଂ ଅଫିସର (ସିଓଓ) ପଦରୁ ଶେରିଲ ସ୍ୟାଣ୍ଡବର୍ଗ ଇସ୍ତଫା...

ହୁଆନ ଅନୁସନ୍ଧାନକାରୀଙ୍କ ଖୁଲାସା, କୋରନାକୁ ଜୈବିକ ଅସ୍ତ୍ର ଭାବେ ବ୍ୟକହାର କରିଛି ଚାଇନା

ବେଜିଙ୍ଗ,୨୯।୬:କୋଭିଡ ଭୂତାଣୁ ନିଜେ ସୃଷ୍ଟି କରିଥିବା ବିଷୟରେ ଚାଇନା ସବୁବେଳେ ପ୍ରସଙ୍ଗକୁ ଏଡାଉଥିଲେ ମଧ୍ୟ ଏହାର ସତ୍ୟତା ପ୍ରମାଣିତ ହୋଇଛି। ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର...

କରୋନା ସଂକ୍ରମଣ: ସହାୟତାର ହାତ ବଢ଼ାଇଲା ଗୁପ୍ତଚର ସଂସ୍ଥା

ତେଲଅଭିଭ୍‌,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇସ୍ରାଏଲ୍‌ରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ସାଧାରଣ ଲୋକଙ୍କଠାରୁ...

ତିମି ମାଛ ପେଟରୁ ବାହାରିଲା ୧୦୦ କିଲୋ ପ୍ଲାଷ୍ଟିକ୍‌

ସ୍କଟଲାଣ୍ଡ,୪।୧୨: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର...

‘ସ୍ବସ୍ତିକ’କୁ ଅବୈଧ କରିବା ଲାଗି ଆମେରିକାରେ ବିଲ୍‌

ଓ୍ବାଶିଂଟନ, ୧୨।୪: ମାଙ୍ଗଳିକ ଓ ଆଧ୍ୟାତ୍ମିକତାର ପ୍ରତୀକ ସ୍ବସ୍ତିକକୁ ବେଆଇନ କରିବା ଲାଗି ଆମେରିକାର ମେରିଲାଣ୍ଡ ପ୍ରତିନିଧି ସଭା ଏକ ବିଲ୍‌ ଗୃହୀତ କରିବାକୁ ଉଦ୍ୟମ...

୧୨ ସିଂହ ନିଲାମ କରିବ ପାକିସ୍ତାନ

ଇସଲାମାବାଦ,୬ା୮: ପାକିସ୍ତାନର ଏକ ଚିଡ଼ିଆଖାନା ଖାଦ୍ୟ ଓ ସ୍ଥାନ ଅଭାବ ଦୂର ପାଇଁ ୧୨ଟି ସିଂହ ନିଲାମ କରିବ। ସିଂହ ନିଲାମ ପାଇଁ ମୂଳ ମୂଲ୍ୟ...

ଏଲନ ମସ୍କଙ୍କ ଫଟୋ ବିକିଲେ ଏକ୍ସ-ଗର୍ଲଫ୍ରେଣ୍ଡ, ରାତାରାତି ହୋଇଗଲେ କୋଟିପତି

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସ୍‌ଲା ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ତାଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ ଜେନିଫର ଗ୍ବେନେ ଏଲନଙ୍କ ପୁରୁଣା...

Advertisement
Archives

Model This Week