ପିପିଲି ଟୋଲ୍‌ଗେଟ୍‌ ନିକଟରେ ଓଲଟିଲା ବସ୍‌: ଜଣେ ମୃତ ୨୦ ଆହତ

ପୁରୀ ଅଫିସ, ୧୨।୮: ଭୁବନେଶ୍ୱର- ପୁରୀ ରୋଡ଼ ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ପୌର ପରିଷଦରୁ ମହାନଗର ନିଗମ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନ ଥିଲା। ୧୮୬୭ରେ ଗଠନ ହୋଇଥିଲା ବ୍ରହ୍ମପୁର ପୌର ପରିଷଦ। ୨୦୦୯ରେ ରାଜ୍ୟ ସରକାର ଏହି ପୌର...

ବାରିପଦା ରଥଯାତ୍ରା ସମୟରେ ଯାନବାହନ ଚଳାଚଳରେ କଟକଣା

ବାରିପଦା ଅଫିସ,୨।୭- ପବିତ୍ର ରଥଯାତ୍ରା ସମୟରେ ବାରିପଦା ସହରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହର ମଧ୍ୟରେ ଯାନବାହନ ଚଳାଚଳ ଉପରେ ଜିଲା ପୋଲିସ ପ୍ରଶାସନ...

ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା

ମାଲକାନଗିରି,୧୯।୪(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନବିକତାକୁ ଳାଳି ଦେଇ ଦୁଇ ଛାତ୍ରଙ୍କୁ...

ଦୁଇ ନାବାଳିକାଙ୍କୁ ବାନ୍ଧି ଗଣବଳାତ୍କାର

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୋମବାର ଭୁବନେଶ୍ୱର ପଟିଆ ରେଳ ଷ୍ଟେଶନ ନିକଟରେ ଦୁଇ ନାବାଳିକାଙ୍କ ହାତଗୋଡ଼ ବାନ୍ଧି ରାତିସାରା ଗଣ ବଳାତ୍କାର...

ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

ରାଇରଙ୍ଗପୁର, ୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ସହରରେ ଥିବା ଗରିବ, ଅସହାୟ ଓ ଅଟକି ରହିଥିବା ପଡ଼ୋଶୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗ...

ଟ୍ରକ୍‌କୁ ପିଟିଲା ତୀର୍ଥଯାତ୍ରୀ ବସ୍‌: ୨ ମୃତ, ୧୫ ଗୁରୁତର

ଭଦ୍ରକ ଅଫିସ, ୧୨।୨: ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ପିଟଛି ଏକ ତୀର୍ଥଯାତ୍ରୀ ବସ୍‌। ଫଳରେ ୨...

ବାଉଁଶ ଖୁଣ୍ଟ ଭରସାରେ ବିଦ୍ୟୁତ୍‌ ତାର

ପଟ୍ଟାମୁଣ୍ଡାଇ,୬ା୬(ସ୍ବ.ପ୍ର.): ବିଦ୍ୟୁତ୍‌ ପରିଚାଳନା ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବା ପରେ ପୂର୍ବ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। ଏନ୍‌ଜେନ୍‌ ହାତରୁ ଦାୟିତ୍ୱ କାଢ଼ି...

ବନ୍ୟା, ବର୍ଷାରେ କେନ୍ଦ୍ରାପଡ଼ା ଜିଲାର ୨୨୦୩ ହେକ୍ଟର ଚାଷ ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୧।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ବନ୍ୟା ସହ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲାବାସୀ ହନ୍ତସନ୍ତ ହୋଇଥିଲେ। ୪୧ ପଞ୍ଚାୟତର ୯୯...

Advertisement
Archives

Model This Week