ଚିନ୍ତା ବଢାଇଲାଣି ରାଜଧାନୀର ସଂକ୍ରମଣ, ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ, ୨ ମୃତ
ନୂଆଦିଲ୍ଲୀ,୨୪ ।୪: ରାଜଧାନୀରେ ଦ୍ରୁତ ଗତିରେ ବଢି ଚାଲିଥିବା କରୋନା ସଂକ୍ରମଣ ଚିନ୍ତା ବଢାଇଲାଣି । ଗତ ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ ଚିହ୍ନଟ ହେବା ଏକ ରେକର୍ଡ ବୋଲି କୁହାଯାଉଛି । ଏହାସହ ଗତ ୨୪ ଘଣ୍ଟାରେ କରୋନା…
ସୀମା ଅତିକ୍ରମ କରିବାରେ କୁଣ୍ଠାବୋଧ କରିବୁ ନାହିଁ: ରାଜନାଥ
ଗୁଆହାଟୀ,୨୪।୪: ସୀମା ଆରପଟୁ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର କହିଛନ୍ତି। ଗୁଆହାଟୀଠାରେ ୧୯୭୧ ଭାରତ-ପାକ୍ ଯୁଦ୍ଧର ସୈନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଉଦ୍ବୋଧନ…
ସୋଢ଼ା ଡ୍ରିଙ୍କ୍ସ ନୁହେଁ, ଜାଣନ୍ତୁ ଖରାଦିନେ ଶୋଷ ମେଣ୍ଟାଇବାକୁ କ’ଣ ପିଇବେ…
ଖରାଦିନେ ଶୋଷ ମେଣ୍ଟାଇବାକୁ ଅନେକେ କୋଲ୍ଡ ଡ୍ରିଙ୍କ୍ସ ଅଥବା ସୋଢା ଡ୍ରିଙ୍କ୍ସ ପିଇବାକୁ ଭଲ ପାଇଥାନ୍ତି। କିନ୍ତୁ ଏହା ଶରୀର ପକ୍ଷେ ଆଦୌ ହିତକର ନୁହେଁ। ତେଣୁ ଏଠାରେ ସେମିତି କେତୋଟି ଉପକାରୀ ପାନୀୟ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ଯାହାକୁ ପିଇଲେ…
ଦିଲ୍ଲୀରେ ସଂକ୍ରମଣ ଆର୍ ଭାଲ୍ୟୁ ୨.୧
ନୂଆଦିଲ୍ଳୀ,୨୪।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବା ସହ ରିପ୍ରଡକ୍ଟିଭ୍ ଭାଲ୍ୟୁ (ଆର୍ ଭାଲ୍ୟୁ) ୨.୧କୁ ବୃଦ୍ଧି ପାଇଛି। କମ୍ପ୍ୟୁଟେଶନାଲ ମଡେଲ ଜରିଆରେ ଉକ୍ତ ଅଧ୍ୟୟନ କରାଯାଇଥିବାବେଳେ ଏହି ମଡେଲକୁ ଆଇଆଇଟି ମାଡ୍ରାସର ଗଣିତ ଏବଂ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଫର୍…
ଜାହାଙ୍ଗୀରପୁରୀ ହିଂସା: ଜେଲ ଗଲେ ୪
ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାର ୫ ମୁଖ୍ୟ ଅଭିଯୁକ୍ତଙ୍କୁ ଅଦାଲତ ୮ ଦିନ ପାଇଁ ପୋଲିସ ରିମାଣ୍ଡରେ ଛାଡ଼ିଛନ୍ତିି। ଏହା ବ୍ୟତୀତ ଅନ୍ୟ ୪ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ମୁଖ୍ୟ ଅଭିଯୁକ୍ତ ଅନ୍ସାର,…
ତ୍ରିରଙ୍ଗା ଉଡ଼ାଇ ରେକର୍ଡ
ଜଗଦୀଶପୁର,୨୪।୪: ବିହାରର ଜଗଦୀଶପୁରରେ ଶନିବାର ୭୭,୭୦୦ ଲୋକ ଏକସଙ୍ଗେ ଭାରତୀୟ ଜାତୀୟ ପତାକା (ତ୍ରିରଙ୍ଗା) ଉଡ଼ାଇ ୧୮ ବର୍ଷ ପୂର୍ବେ ପାକିସ୍ତାନ କରିଥିବା ରେକର୍ଡକୁ ଭଙ୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଉପସ୍ଥିତ ଥିଲେ। ୧୮୫୭ ବିଦ୍ରୋହର…
ସମ୍ପର୍କର ଡୋରି ସେବେ ଦୁର୍ବଳ ହୋଇଯାଏ…
ନୀରବତା ଓ ଧୈର୍ଯ୍ୟଠାରୁ ବଡ଼ କୌଣସି ଗୁଣ ନାହିଁ। ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଓ ଧୈର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ। *ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ…
ସଂଳାପ ଲେଖକ ଜନ୍ ପଲ୍ଙ୍କ ପରଲୋକ
ନୂଆଦିଲ୍ଲୀ,୨୪।୪: ପ୍ରଖ୍ୟାତ ମାଲାୟଲମ ସଂଳାପ ଲେଖକ ଜନ୍ ପଲ୍ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ କାରଣରୁ ବହୁ ରୋଗରେ ଜନ୍ ଆକ୍ରାନ୍ତ ଥିଲେ ଜନ୍। ତେବେ ନିଶ୍ୱାସ ନେବାରେ ଅସୁବିଧା…
ପରିବାରର ୫ଜଣଙ୍କୁ ହତ୍ୟା
ଲକ୍ଷ୍ନୌ,୨୪।୪: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଦୁର୍ବୃତ୍ତମାନେ ୨ ବର୍ଷର ଶିଶୁ କନ୍ୟା ସମେତ ପରିବାରର ୫ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକମାନେ ହେଲେ ରାମ କୁମାର ଯାଦବ (୫୫), ସ୍ତ୍ରୀ କୁସୁମ ଦେବୀ (୫୨), ବୋହୂ ସବିତା (୨୭),…
ମୁମ୍ବାଇରେ ସ୍ମିଥ୍
ମୁମ୍ବାଇ,୨୪।୪: ହଲିଉଡ୍ ଅଭିନେତା ଓ୍ବିଲ୍ ସ୍ମିଥ୍ଙ୍କୁ ମୁମ୍ବାଇର କଲିନା ଏୟାରପୋର୍ଟରେ ସ୍ପଟ୍ କରାଯାଇଛି। ସ୍ବିଥ୍ କେଉଁ କାରଣରୁ ଭାରତ ଆସିଛନ୍ତି ତାହା ଜଣାପଡ଼ି ନାହିଁ। ସେ ଇଶା ଫାଉଣ୍ଡେଶନ୍ର ମୁଖ୍ୟ ସଦ୍ଗୁରୁଙ୍କ ସହ ସାକ୍ଷାତ ସାଙ୍ଗକୁ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହେବା…
୩.୬ ଲକ୍ଷ ଥର ସାଇବର ଆକ୍ରମଣ
ନୂଆଦିଲ୍ଲୀ, ୨୪।୪: ସମସ୍ତ ବ୍ୟବସ୍ଥାର ଡିଜିଟାଲାଇଜେଶନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସାଇବର ଅପରାଧୀଙ୍କ ଆକ୍ରମଣ ବଢ଼ୁଛି। ଅପରାଧୀମାନେ ଓ୍ବେବ୍ସାଇଟ୍ ହ୍ୟାକ୍ କରି ତଥ୍ୟ ହାସଲ ସହ ରାନ୍ସମ୍ ଦାବି କରୁଛନ୍ତି। ଗତ ଏପ୍ରିଲ ୧୩ରେ ଭାରତର…
ଦିଲ୍ଲୀରେ କରୋନା ନୁହେଁ ଅନ୍ୟ କାରଣରୁ ହୋଇଛି ୭୦ ପ୍ରତିଶତ ମୃତ୍ୟୁ: ରିପୋର୍ଟ
ନୂଆଦିଲ୍ଲୀ,୨୪ ।୪: ରାଜଧାନୀ ଦିଲ୍ଲୀରେ ଅଧିକାଂଶ ମୃତ୍ୟୁ ପଛରେ କରୋନା ଏକ ସଂଯୋଗ ଥିଲା । ଡେଥ ଅଡିଟ କମିଟିର ଏକ ରିପୋର୍ଟ ଅନୁଯାୟୀ, ରାଜଧାନୀର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଲୋକଙ୍କର ଯେତେବେଳେ ଚିକିତ୍ସା ସମ୍ପର୍କିତ କାଗଜପତ୍ରର ସମୀକ୍ଷା କରାଗଲା ସେତେବେଳେ…
Archives


