ରାଗରେ ନିଆଁବାଣ ଉର୍ବଶୀ: ପନ୍ତଙ୍କୁ କହିଲେ ‘ସାନ ଭାଇ ମୁଁ ମୁନ୍ନି ନୁହେଁ ଯେ…

ବମ୍ବେ: କେବେ ପରସ୍ପରକୁ ଡେଟ୍‌ କରୁଥିବାକୁ ନେଇ ହେଉଥିଲା ଚର୍ଚ୍ଚା। ହେଲେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କ୍ୟାଟ୍‌ଫାଇଟ୍‌ ଚର୍ଚ୍ଚାରେ। ଆମେ କଥା ହେଉଛୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ବିଷୟରେ।

ନିକଟରେ ଉର୍ବଶୀ ଏକ ସାକ୍ଷାତକାରରେ ସିଧାସଳଖ ଭାବେ ପନ୍ତଙ୍କ ନାମ ନ ନେଇ ଆର୍‌ପି ବୋଲି ସମ୍ବୋଧୀତ କରି କିଛି ବ୍ୟକ୍ତିଗତ କଥା କହିଥିଲେ। ଏହାପରେ ପନ୍ତ ଇନ୍‌ଷ୍ଟାଗ୍ରାମରେ ଲେଖିଥିଲେ, ଏହା ବେଶ ମଜାଦାର। କିଭଳି ଭାବେ ଲୋକମାନେ ସାମାନ୍ୟ ଲୋକପ୍ରିୟତା ପାଇବା ଲାଗି ସାକ୍ଷାତକାରରେ ମିଛ କୁହନ୍ତି। ଦୁଃଖର କଥା କିଛି ଲୋକ ନାଁ ଏବଂ ଖ୍ୟାତି ଲାଗି ବହୁତ ଭୋକିଲା। ଭଗବାନ ସେମାନଙ୍କ ଉପରେ ସର୍ବଦା ଅନୁଗ୍ରହ ରଖନ୍ତୁ। ହ୍ୟାସଟ୍ୟାଗ୍‌ରେ ‘ମୋତେ ଅନୁସରଣ କରିବା ଛାଡ଼ିଦିଅ ଭଉଣୀ। ମିଛର ମଧ୍ୟ ସୀମା ଅଛି ବୋଲି ଲେଖିଥିଲେ।


ଗୁରୁବାର ମଧ୍ୟରାତ୍ରରେ ଉର୍ବଶୀ ଏହି କଥା ଉପରେ ମତ ରଖି ଲେଖିଥିଲେ, ସାନ ଭାଇ ବ୍ୟାଟ୍‌ ଏବଂ ବଲ୍‌ ଖେଳିବା ଉଚିତ। ମୁଁ ମୁନ୍ନି ନୁହଁ ଯେ ଛୋଟ ପିଲା ପାଇଁ ବଦନାମ ହେବି। ଏଥିସହ ସେ ହ୍ୟାସଟ୍ୟାଗ୍‌ରେ ରାକ୍ଷିପୂର୍ଣ୍ଣିମାର ଶୁଭେଚ୍ଛା। ଆର୍‌ପି ଛୋଟୁ ଭାଇ ବୋଲି ଲେଖିଛନ୍ତି। ଏବେ ଅଭିନେତ୍ରୀଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି।

କହିରଖୁଛୁ, ପନ୍ତ ଏବଂ ଉର୍ବଶୀ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଖବର ୨୦୧୮ରୁ ଶୁଣବାକୁ ମିଳୁଥିଲା। ଉଭୟ କିଛି ଦିନ ଧରି ଡେଟ୍‌ କରିବା ପରେ ସହମତିରେ ଅଲଗା ହୋଇଯାଇଥିଲେ। ଏପରିକି ପନ୍ତ ପରେ ଅଭିନେତ୍ରୀଙ୍କୁ ହ୍ବାଟ୍ସଆପ୍‌ରେ ବ୍ଲକ କରିଦେଇଥିବା କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ବିବାହକୁ ନେଇ ମଜା କଲେ ଅର୍ଚ୍ଚନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ପ୍ରଶ୍ନ କରୁଛନ୍ତି ତାଙ୍କ ପ୍ରଶଂସକ। ହେଲେ ନିକଟରେ ସଲମାନ ତାଙ୍କ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନ...

କମ୍‌ ଇନିଂସରେ ୨୫ ଟେଷ୍ଟ ଶତକ

୬୮: ଡନ୍‌ ବ୍ରାଡ୍‌ମ୍ୟାନ ୧୧୯: ଷ୍ଟିଭ୍‌ ସ୍ମିଥ ୧୨୭: ବିରାଟ କୋହଲି ୧୩୦: ସଚିନ ତେନ୍ଦୁଲକର ୧୩୮: ସୁନୀଲ ଗାଭାସ୍କର ୧୩୯: ମାଥ୍ୟୁ ହେଡେନ ୧୪୭:...

ସୁଶାନ୍ତଙ୍କ ଆତ୍ମାକୁ ଶାନ୍ତି ଦେବାକୁ ପ୍ରାର୍ଥନା କଲେ ବାବା ରାମଦେବ

ନୂଆଦିଲ୍ଲୀ,୧୫।୮: ଯୋଗଗୁରୁ ବାବା ରାମଦେବ ସ୍ବାଧିନତା ଦିବସରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଯେ ଯଜ୍ଞ କରୁଥିବା ଦେଖାଯାଇଛି।...

ଆଇପିଏଲ୍‌ ନିଲାମରେ ସାମିଲ ହେଲେ କ୍ରୀଡା ମନ୍ତ୍ରୀ

ବେଙ୍ଗାଲୁରୁ,୨।୨: ଆଇପିଏଲ୍‌ ୨୦୨୨ର ମେଗା ନିଲାମ ୧୨ ଏବଂ ୧୩ ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିରେ କେତେ ଖେଳାଳିଙ୍କୁ ନିଲାମ କରାଯିବ ତାହାର ଅନ୍ତିମ...

ହଙ୍ଗେରୀରେ ଦର୍ଶକ ଉପଭୋଗ କଲେ ମ୍ୟାଚ

ମିସ୍‌କୋଲ୍‌କ (ହଙ୍ଗେରୀ), ୧ା୬ (ଏଏଫ୍‌ପି): କରୋନାଭାଇରସ୍‌ ଯୋଗୁ ଦୁଇ ମାସ ବ୍ରେକ୍‌ ପରେ ହଙ୍ଗେରୀରେ ଫୁଟ୍‌ବଲ ମ୍ୟାଚ ଆରମ୍ଭ ହୋଇଛି। ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ...

ସଲମାନଙ୍କୁ ବିବାହ କରିବେ ବୋଲି ପାକିସ୍ତାନ ଛାଡ଼ି ଭାରତ ଚାଲି ଆସିଥିଲେ ଏହି ଅଭିନେତ୍ରୀ, ୮ ବର୍ଷ ଡେଟ୍‌ କରିବା ପରେ..

ବମ୍ବେ: ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୁପରଷ୍ଟାର ସଲମାନ୍‌ ଖାନ୍‌। ବଲିଉଡ୍‌ର ଏହି ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚଲର୍‌ ଏଯାଏ ହାତକୁ ଦୁଇ...

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି...

ଡିଆଇଡି ସୁପର ମମର ବିଜେତା ହେଲେ ହରିୟାଣାର ଶ୍ରମିକ ବର୍ଷା ବୁମରା

ମୁମ୍ବାଇ,୨୬ ।୯: ଡିଆଇଡି ସୁପର ମମ ଟ୍ରଫି ଜିତି ବର୍ଷା ବୁମରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ ସ୍ୱପ୍ନକୁ ପୂରା...

Advertisement
Archives

Model This Week