ରୋହିତଙ୍କୁ ତାଙ୍କ ପ୍ରିୟ ସଟ ନ ଖେଳିବାକୁ ପରାମର୍ଶ ଦେଲେ ଗାଭାସ୍କର
ବେଙ୍ଗାଲୁରୁ,୧୧।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୧୨ରୁ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଅଧିନାୟକ ଭାବେ ରୋହିତ ଶର୍ମା ବିଜୟ ସହ ଟେଷ୍ଟ ସିରିଜ୍ ଆରମ୍ଭ କରିଛନ୍ତି। ଦିନିକିଆ ଭଳି…
ଲକ୍ଷ୍ନୌ ପୂର୍ବରୁ ହାରିଲେ ଅନୁରାଗ ଭଦୁରିଆ
ଲକ୍ଷ୍ନୌ,୧୧।୩: ଲକ୍ଷ୍ନୌ ପୂର୍ବ ବିଧାନସଭା ଆସନରୁ ଭାଜପାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱି ସମାଜବାଦୀ ପାର୍ଟିର ଟାଣୁଆ ନେତା ଅନୁରାଗ ଭଦୁରିଆଙ୍କୁ ୬୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।…
୪୦ ଅଣ୍ଡାରେ ଓମଲେଟ୍, ଭିଡିଓ ଦେଖିଲେ…
ଯଦି ଖାଦ୍ୟକୁ ଏକ ପ୍ଲେଟ୍ରେ ସଜାଇ ରଖାଯାଏ ତେବେ ପାଟିରୁ ଲାଳ ନିଶ୍ଚିତ ବାହାରିବ। ଆପଣମାନେ ଓମଲେଟ୍ ନିଶ୍ଚିତ ଖାଇଥିବେ। ମାତ୍ର ୪୦ ଅଣ୍ଡାରେ ଓମଲେଟ୍ ତିଆରି ହେଉଥିବା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଜଣେ ବିକ୍ରେତା କୁକୁଡ଼ା…
ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡି ନିବେଦନ କଲେ କେଜ୍ରିୱାଲ
ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିରାଟ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ନିର୍ବାଚନ ଆୟୋଗ ଦ୍ୱାରା ମ୍ୟୁନିସିପାଲିଟି ନିର୍ବାଚନକୁ ସ୍ଥଗିତ ରଖିବା ଏବଂ…
ମାୟାବତୀ, ଓୱାଇସିଙ୍କୁ ଦିଆଯାଉ ଭାରତ ରତ୍ନ: ସଞ୍ଜୟ ରାଓ୍ବତ
ମୁମ୍ବାଇ, ୧୧।୩: ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପଞ୍ଜାବକୁ ଛାଡି ଭାଜପା ବାକି ୪ ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି। ଭାଜପାର ଏହି ବିଜୟ ପରେ ଶିବସେନା ନେତା ସଞ୍ଜୟ ସଞ୍ଜୟ ରାଓ୍ବତ ଦଳକୁ ଟାର୍ଗେଟ କରିଛନ୍ତି।…
ବିଜୟ ପରେ ଚଣ୍ଡିଗଡ଼ରେ ବସିବ ଏଏପିର ବୈଠକ
ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ବହୁମତରେ ବିଜୟୀ ହାସଲ କରିବା ପରେ ଶୁକ୍ରବାର ନବ ନିର୍ବାଚିତ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ସରକାର ଗଠନ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇପାରେ।…
ଘରେ ପଶି ଆସିଥିବା ସଶସ୍ତ୍ର ରୁଷିଆ ସେନାକୁ ତଡ଼ିଦେଲେ
କ୍ୱିଭ,୧୧।୩: ୟୁକ୍ରେନର ଏକ ଦମ୍ପତି ସଶସ୍ତ୍ର ରୁଷିଆ ଯବାନଙ୍କ ଏକ ଗ୍ରୁପ୍ ଆଗରେ ସାହାସିକତାର ପରିଚୟ ଦେଇଛନ୍ତି। ବେସରକାରୀ ସମ୍ପତି ମଧ୍ୟକୁ ପଶି ଆସିଥିବା ସୈନ୍ୟଙ୍କୁ ବୃଦ୍ଧ ଦମ୍ପତି ବିନା କୌଣସି ଅସ୍ତ୍ରରେ ଘରୁ ତଡ଼ି ଦେଇଥିଲେ। ଦମ୍ପତିଙ୍କ ଘରେ ଲାଗିଥିବା…
ନାଏବ ସରପଞ୍ଚ ନିର୍ବାଚନ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଣ୍ଡି ଅଧିକାରୀଙ୍କ ହାତ ଭାଙ୍ଗିଦେଲେ ମହିଳା
ପାଟଣା,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ରାଇଡିହା ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଫଳରେ ଉତ୍ତେଜନା ସୃଷ୍ଟି ହେବା ସହ ଏକ ଏକ ଗୋଷ୍ଠୀର ମହିଳାଙ୍କ ଆକ୍ରମଣରେ…
ହାରିଗଲେ ଦଳବଦଳ ନେତା
ଲକ୍ଷ୍ନୌ,୧୧ା୩: ୟୁପିର ଫାଜିଲନଗର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ହାରିଯାଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ କ୍ୟାବିନେଟରେ ଶ୍ରମମନ୍ତ୍ରୀ ଥିବା ପ୍ରମୁଖ ଓବିସି ଚେହେରା ସ୍ବାମୀ ମୌର୍ଯ୍ୟ ଭାଜପା ଛାଡ଼ି ଅଖିଳେଶ ଯାଦବଙ୍କ ପାର୍ଟିରେ ସାମିଲ ହୋଇଥିଲେ।…
ରାଜ୍ୟପାଳଙ୍କୁ ଭେଟିବେ ଭଗଓ୍ବନ୍ତ
ଚଣ୍ଡିଗଡ,୧୧।୩: ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଗଓ୍ବନ୍ତ ମାନ ଶନିବାର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟିବେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଶୁକ୍ରବାର ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିବେ। ତେବେ କ୍ୟାବିନେଟ ବୈଠକ ପରେ…
କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଭିପିନ ସାଙ୍ଗୀ
ନୂଆଦିଲ୍ଲୀ,୧୧।୩: ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଭିପିନ ସାଙ୍ଗୀ। ପ୍ରଧାନ ବିଚାରପତି ଡି.ଏନ୍ ପଟେଲଙ୍କ ଅବସର ପରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତ କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତିି ଭିପିନ…
ବିପୁଳ ବିଜୟ ପରେ ଏବେ ଫୋକସ୍ରେ ଗୁଜରାଟ
ଗାନ୍ଧିନଗର,୧୧।୩: ୟୁପି, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ପହଞ୍ଚିଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ ବିରାଟ ବିଜୟର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି…
Archives


